ପ୍ରବାସୀ ଶ୍ରମିକମାନଙ୍କର ସାମାଜିକ, ଆର୍ଥିକ,ଆଇନଗତ ସମସ୍ୟା ସମ୍ପର୍କରେ…
ଭଞ୍ଜନଗର, ୯।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ, ବ୍ରହ୍ମପୁରର ଆନୁକୂଳ୍ୟରେ ମଙ୍ଗଳବାର ଭଞ୍ଜନଗରସ୍ଥିତ ଆର୍.ଏମ୍.ସି. ସମ୍ମିଳନୀ କକ୍ଷରେ “ପ୍ରବାସୀ ଶ୍ରମିକମାନଙ୍କ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଏବଂ ମୌଳିକ କର୍ତ୍ତବ୍ୟ” ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
ଉତୁରୁଛି ଅପରାଧ
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍ଙ୍କୁ ୩ ଜୁନ୍ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ କୌଣସି ସୁପାରି କିଲରଙ୍କ ଦ୍ୱାରା ହତ୍ୟା କରାଯାଇ…
ନେତାନ୍ୟାହୁଙ୍କୁ ଟ୍ରମ୍ପଙ୍କ ଶେଷ ଚେତାବନୀ! ‘ବିବି ସାବଧାନ ହୋଇଯାଅ, ନହେଲେ…’
ଓ୍ବାଶିଂଟନ,୯।୬: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ମତଭେଦ ଦେଖାଯାଇଛି । ୬୦ ଦିନିଆ ଅସ୍ତ୍ରବିରତି ପରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଆକ୍ରମଣ ପରେ ଟ୍ରମ୍ପ…
୨୪ ଭାରତୀୟ ଥିବା ତୈଳବାହୀ ଜାହାଜ ଉପରେ ଆକ୍ରମଣ
ନୂଆଦିଲ୍ଲୀ,୯ା୬: ଅସ୍ତ୍ରବିରତି ସତ୍ତ୍ୱେ ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଆକ୍ରମଣ ଜୋର୍ଦାର ହୋଇଥିବାବେଳେ ଓମାନ ଉପକୂଳରେ ୨୪ ଭାରତୀୟ ଥିବା ଏକ ତୈଳବାହୀ ଜାହାଜ ସୋମବାର ଅପରାହ୍ନରେ ଆକ୍ରମଣର ସମ୍ମୁଖୀନ ହେବାରୁ ସେଥିରେ ନିଆଁ ଲାଗିଯାଇଛି। ଜାହାଜଟି ଓମାନର ଡୁକମ୍ ବନ୍ଦର…
ବିମାନଯାତ୍ରା ନେଇ ବାବୁଙ୍କୁ ତାଗିଦ: ଲାଗିଲା କଟକଣା
ଭୁବନେଶ୍ୱର,୯।୬(ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଦିନ ତଳେ ପେଟ୍ରୋଲ, ଡିଜେଲର ବ୍ୟବହାର କମ୍ କରିବା ପାଇଁ କହିବା ପରଠାରୁ ସାଧାରଣରେ ଲୋକଙ୍କ ଭିତରେ ଏକ ପ୍ରକାର ଭୟ ରହିଛି। ସମାନଭାବେ ବର୍ତ୍ତମାନ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ତୈଳ…
‘ଅବିବାହିତ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ସମ୍ପର୍କ ଦୁଶ୍ଚରିତ୍ର ନୁହେଁ’
ନୂଆଦିଲ୍ଲୀ,୯ା୬(ପି.ଟି.): ଦୁଇଜଣ ଅବିବାହିତ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କକୁ ଦୁଶ୍ଚରିତ୍ର କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଲଙ୍ଗାନା ରାଜ୍ୟସ୍ତରୀୟ ପୋଲିସ ନିଯୁକ୍ତି ପରୀକ୍ଷାରେ ଜଣେ କନ୍ଷ୍ଟେବଲ ପଦବୀ ପାଇଁ ଚୟନ ହୋଇଥିବାବେଳେ ବିଫଳ ପ୍ରେମ ସମ୍ପର୍କକୁ ନେଇ ତାଙ୍କ…
୯୭ ଡଲାର ଡେଇଁଲା ବ୍ରେଣ୍ଟକ୍ରୁଡ୍! ଭାରତରେ ପୁଣି ବଢ଼ିବ କି ପେଟ୍ରୋଲ-ଡିଜେଲ ଦର?
ନ୍ୟୁୟର୍କ,୯।୬: ଗତ କିଛି ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ୍କ୍ରୁଡ୍ ମୂଲ୍ୟରେ ହ୍ରାସ ଘଟିବା ସହିତ ଅଶୋଧିତ ତୈଳ ବଜାରରେ ସୃଷ୍ଟି ହୋଇଥିବା ଚାପ ଆପାତତଃ କମିଥିଲା। କିନ୍ତୁ ସୋମବାର ବ୍ରେଣ୍ଟକ୍ରୁଡ୍ ମୂଲ୍ୟ ବ୍ୟାରେଲ ପିଛା ୯୭ ଡଲାର ଟପିଛି। ଇରାନ…
ଟ୍ରମ୍ପଙ୍କ ସ୍ୱପ୍ନ ଚୂରମାର୍! H-1B ଭିସା ଉପରେ ୧ ଲକ୍ଷ ଡଲାର ଫିସ୍ ନିଷ୍ପତ୍ତିକୁ ରଦ୍ଦ କଲେ US କୋର୍ଟ
ଓ୍ବାଶିଂଟନ,୯।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ H-1B ଭିସା ଫି ସମ୍ପର୍କରେ ଏକ ବଡ଼ ଝଟକା ଲାଗିଛି। ସୋମବାର ଦିନ, ଏକ ଆମେରିକାର କୋର୍ଟ ଟ୍ରମ୍ପ ପ୍ରଶାସନର ନୂତନ ଏକ ଲକ୍ଷ ଡ଼ଲାର H-1B ଭିସା ଫିକୁ ବେଆଇନ ଘୋଷଣା କରି…
୧୦ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର: ମହିଳାଙ୍କ ପାଇଁ ବଡ଼ ଘୋଷଣା
ଭୁବନେଶ୍ୱର,୮।୬: ରାଜ୍ୟ କ୍ୟାବିନେଟ୍ରେ ସୋମବାର ୧୦ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ୫ ବିଭାଗର ୧୦ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ…
ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ବଡ଼ ଝଟ୍କା: କମିଲା ସବ୍ସିଡି, ଜାଣନ୍ତୁ ଏବେ କେତେ ମିଳିବ…
ନୂଆଦିଲ୍ଲୀ,୮।୬: ଉଜ୍ଜଳା ହିତାଧିକାରୀଙ୍କୁ ବଡ଼ ଝଟ୍କା। ସବ୍ସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ଖସିଲା। ଏହାର ଅର୍ଥ ହେଉଛି ଉଜ୍ଜ୍ୱଳା ଯୋଜନା ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ବର୍ଷକୁ କେବଳ ୪ଟି ସିଲିଣ୍ଡର ଉପରେ ହିଁ ଅତିରିକ୍ତ ସବ୍ସିଡିର ଲାଭ ମିଳିପାରିବ। ପ୍ରଧାନମନ୍ତ୍ରୀ…
ମମତାଙ୍କୁ ୪୨୦ ଭୋଲ୍ଟର ଝଟ୍କା: ୨୦ ଏମ୍ପି ନେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୮।୬: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ଦଳର ୨୦ ଜଣ ଏମ୍ପି ଏନଡିଏରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି। କାକୋଲି ଦସ୍ତିଦାର କହିଛନ୍ତି, ତାଙ୍କ ସମେତ…
ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା: ୮ ଜଣ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ
ବିଶାଖାପଟନମ୍,୮।୬: ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍ରେ ସୋମବାର ଏକ ଷ୍ଟିଲ ପ୍ଲାଣ୍ଟରେ ଦୁଃଖଦ ଦୁର୍ଘଟଣା ଘଟିଛି। ପ୍ଲାଣ୍ଟର ଷ୍ଟିଲ ମେଲ୍ଟିଙ୍ଗ୍ ସେକ୍ସନରେ କାମ କରୁଥିବା ଶ୍ରମିକଙ୍କ ଉପରେ ହଠାତ୍ ପ୍ରବଳ ଗରମ ଥିବା ତରଳ ଲୁହା (Molten Steel) ବହୁ ପରିମାଣର ଖସିପଡ଼ିଛି। ଏହି…

