ଜୁନିୟର ଗ୍ରୁପ୍ରେ ବାଜି ମାରିଲା ଭୁବନେଶ୍ୱରର ଡିଏଭି
ଭୁବନେଶ୍ୱର,୪ା୮(ଅସମାପିକା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦ୍ୱିତୀୟ ତଥା ଅନ୍ତିମ ଦିବସର ରାଜ୍ୟସ୍ତରୀୟ କୁଇଜ ଇଭେଣ୍ଟ ‘ମେଟଲ ମିଟ-୨୦୨୪’ର ଗ୍ରାଣ୍ଡ ଫିନାଲେ ହୋଟେଲ କ୍ରିଷ୍ଟାଲ କ୍ରାଉନ୍ରେ ରବିବାର ଅନୁଷ୍ଠିତ ହୋଇଥିଲା। ଗ୍ରାଣ୍ଡ ଫିନାଲେରେ ଜୁନିୟର ଓ…
ମେଟଲ୍ ମିଟ୍-୨୦୨୪: ଆରମ୍ଭ ହେଲା ଗ୍ରାଣ୍ଡ୍ ଫିନାଲେ
ଭୁବନେଶ୍ୱର,୪ା୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦ୍ୱିତୀୟ ତଥା ଅନ୍ତିମ ଦିବସର ରାଜ୍ୟସ୍ତରୀୟ କୁଇଜ ଇଭେଣ୍ଟ ‘ମେଟଲ୍ ମିଟ୍-୨୦୨୪’ର ଗ୍ରାଣ୍ଡ୍ ଫିନାଲେ ହୋଟେଲ କ୍ରିଷ୍ଟାଲ କ୍ରାଉନ୍ରେ ରବିବାର ଆରମ୍ଭ ହୋଇଛି। ଗ୍ରାଣ୍ଡ୍ ଫିନାଲେରେ ଜୁନିୟର ଓ ସିନିୟର…
ବ୍ରିଟେନ୍କୁ ଧୂଳି ଚଟାଇ ସେମିଫାଇନାଲ୍ରେ ଭାରତ
ପ୍ୟାରିସ୍,୪।୮: ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରି କରିଛି। କ୍ୱାର୍ଟର ଫାଇନାଲରେ ଶୁଟ-ଆଉଟ ୪-୨ରେ ପରାସ୍ତ କରି ଗ୍ରେଟ ବ୍ରିଟେନକୁ ପରାସ୍ତ କରି ଭାରତୀୟ ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି। କ୍ରମାଗତ ଦ୍ୱିତୀୟ ଥର…
ପୁଣି ସାମ୍ନାକୁ ଆସିଲା ପାଶ୍ଚାତ୍ୟ ଦେଶର ଡବଲ ଚେହେରା, ଭାରତକୁ କଲେ କଠୋର ସମାଲୋଚନା
ନୂଆଦିଲ୍ଲୀ/ଓ୍ବାଶିଂଟନ,୪ା୮: ଇରାନର ରାଜଧାନୀ ତେହରାନରେ ଜୁଲାଇ ୩୧ରେ ହମାସ ନେତା ଇସ୍ମାଇଲ ହନିୟେଙ୍କ ହତ୍ୟା ପରେ ହମାସ ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ଉପରେ ବିଶ୍ୱ ସ୍ତରରେ ଗ୍ରହଣ କରାଯାଇଥିବା ଡବଲ ଚେହେରା ଉପରେ…
କାନ୍ଥ ଭୁଶୁଡ଼ି ଚାଲିଗଲା ୯ ଶିଶୁଙ୍କ ଜୀବନ, ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ,୪ା୮: ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ଭୟଙ୍କର ଅଘଟଣ ଘଟିଛି। ଏଠାରେ ଏକ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଶିଶୁଙ୍କର ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆଉ କିଛି ଚାପି ହୋଇ ରହିଥିବା ଆଶଙକା କରାଯାଉଛି।…
ସାବଧାନ! ଆଇଫୋନ୍ ୟୁଜର୍ସଙ୍କ ପାଇଁ ଆସୁଛି ବଡ଼ ବିପଦ, ଲିକ୍ ହୋଇପାରେ ପର୍ସନାଲ ଡାଟା, ଜାଣନ୍ତୁ କେମିତି…
ନୂଆଦିଲ୍ଲୀ,୪ା୮: ଯଦି ଆପଣ ଆଇଫୋନ୍ ବ୍ୟବହାର କରୁଛନ୍ତି ତେବେ ସତର୍କ ହେବା ଜରୁରୀ ଅଟେ। ବାସ୍ତବରେ ସାଇବର କ୍ରାଇମ୍ ସମ୍ପର୍କରେ କେନ୍ଦ୍ର ସରକାର ଆଇଟି ସେଲ୍କୁ ସତର୍କ କରାଇଛନ୍ତି। ଏହା ସହିତ ଆଇଫୋନ, ଆଇପ୍ୟାଡ ଏବଂ ସମସ୍ତ ଆପଲ ୟୁଜର୍ସଙ୍କ ପାଇଁ…
ଏହି ୩ ବ୍ୟକ୍ତି ଲେଖନ୍ତି ରାହୁଲଙ୍କ ଭାଷଣ, ଗୋଟିଏ ଘରେ ଏକାଠି ବସି ହୁଏ ଷ୍ଟ୍ରାଟେଜି ପ୍ଲାନ୍
ନୂଆଦିଲ୍ଲୀ,୪।୮:‘ଏମାନେ ଦେଶବାସୀଙ୍କୁ ଚକ୍ରବ୍ୟୁହରେ ଫସାଇବାକୁ ଚାହୁଁଛନ୍ତି, ହେଲେ ଆମେ ଏହି ଚକ୍ରକୁ ଭାଙ୍ଗିବୁ’। ସଂସଦରେ ଏ ଡାଇଲଗ୍ ଥିଲା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର। ଭାରତ ଯୋଡ ଯାତ୍ରା ପରେ ରାହୁଲଙ୍କ ରାଜନୈତିକ ଠାଣିରେ ଖୁବ୍…
ଇସ୍ରାଏଲକୁ ଭାରତ ଅସ୍ତ୍ରଶସ୍ତ୍ର ନ ଯୋଗାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିବେଦନ, ଚିଠିରେ ଲେଖା ଅଛି…
ଜେରୁଜେଲମ୍/ନୂଆଦିଲ୍ଲୀ,୪ା୮: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛି। ଉଭୟ ପରସ୍ପର ଉପରେ ଆତ୍ମଘାତୀ ଆକ୍ରମଣ କରୁଛନ୍ତି। ଏହି ସମୟରେ ଇସ୍ରାଏଲ ସ୍ପଷ୍ଟ କରିଛି ଯେ, ହମାସକୁ ଧ୍ୱଂସ କରିବା ପରେ ହିଁ ତାକୁ ଶାନ୍ତି…
ଇରାନ ଘଟଣା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଗାଳି ଦେଲେ ବାଇଡେନ
ନୂଆଦିଲ୍ଲୀ,୪ା୮: ଇରାନ ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କ ହତ୍ୟା ପରେ ପଶ୍ଚିମ ଏସିଆରେ ଯୁଦ୍ଧର କଳା ବାଦଲ ଛାଇ ରହିଛି। ହାନିଆଙ୍କ ମୃତ୍ୟୁ ପାଇଁ ଉଭୟ ହାମାସ ଏବଂ ଇରାନ ଇସ୍ରାଏଲକୁ ଦାୟୀ କରିଛନ୍ତି। ତେବେ ଏହି ଆକ୍ରମଣ…
Paris 2024 Olympics: ଆଜି ମୁହାଁମୁହିଁ ହେବେ ନୋଭାକ ଜୋକୋଭିଚ୍-କାର୍ଲୋସ୍ ଅଲକାରାଜ
ନୂଆଦିଲ୍ଲୀ,୪ା୮: ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ପୁରୁଷ ସିଙ୍ଗିଲ୍ ଟେନିସ ପ୍ରତିଯୋଗିତାରେ ସର୍ବିଆର ନୋଭାକ ଜୋକୋଭିଚ୍ ଏବଂ ସ୍ପେନର କାର୍ଲୋସ ଅଲକାରାଜ ରବିବାର ରୋଲାଣ୍ଡ ଗାରୋସ ଷ୍ଟାଡିୟମରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଶ୍ଵବ୍ୟାପୀ କୋଟି କୋଟି ଦର୍ଶକ ଜୋକୋଭିଚ୍ ବନାମ…
ମୋଦି ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା
ନୂଆଦିଲ୍ଲୀ, ୪।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ମର୍ନିଂ କନ୍ସଲ୍ଟ ନାମକ ଏକ…
ଜୁଲିଆନ୍ ଆଲଫ୍ରେଡ୍ ବିଶ୍ୱର ଦ୍ରୁତତମ ଧାବିକା
ପ୍ୟାରିସ୍, ୪ା୮(ପି.ଟି.): ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ୧୦୦ ମିଟର ମହିଳା ସ୍ପ୍ରିଣ୍ଟରେ ସେଣ୍ଟ ଲୁସିଆର ଜୁଲିଆନ୍ ଆଲଫ୍ରେଡ୍ ବିଜୟୀ ହୋଇଛନ୍ତି। ନିଟ୍ ରେକର୍ଡ ସହିତ ଆଲଫ୍ରେଡ୍ ୧୦.୭୨ ସେକେଣ୍ଡର ଟାଇମିଂ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟ ପକ୍ଷରେ ଆମେରିକାର…
Archives


