ମୋଦିଙ୍କ ନିର୍ବାଚନ ରଥ: କେବଳ ପ୍ରଚାର ଗାଡି ନୁହେଁ, ସୁବିଧା ଓ ସୁରକ୍ଷାର କିଲା, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ତ୍ୱ
ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ ଏକ ରୋଡ ଶୋ କରିଥିଲେ। ଏବେ ମଙ୍ଗଳବାର କୋଲକାତାରେ ଏକ ରୋଡ ଶୋ ପ୍ରସ୍ତାବ ଦିଆଯାଇଛି। ସାଫରନ ରଙ୍ଗରେ ସଜାଯାଇଥିବା ତାଙ୍କର ନିର୍ବାଚନ ରଥ ଏକ ସାଧାରଣ କାର୍…
ୟୁପିର ସେହି ୮ ଆସନ, ଯେଉଁଠି ମୋଦି ଲହରର ବି ପଡେ ନାହିଁ ପ୍ରଭାବ, ଏଥର ବି ଭାଜପା ପାଇଁ ଚିନ୍ତାର ବିଷୟ
ଲକ୍ଷ୍ନୌ,୨୭।୫: ଯଦିଓ ଭାଜପା ଦେଶରେ ‘୪୦୦ ପାର’ ଏବଂ ୟୁପିରେ ‘ମିଶନ ୮୦’ ସ୍ଲୋଗାନ ଦେଉଛି। କିନ୍ତୁ ସେ ଏହା ମଧ୍ୟ ଜାଣଛି ଯେ ପୁର୍ବାଞ୍ଚଳ ତାଙ୍କ ପାଇଁ ଏପର୍ଯ୍ୟନ୍ତ ସହଜ ହୋଇନାହାଁନ୍ତି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା…
ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୧୮ ଲୋକଙ୍କ ମୃତ୍ୟୁ, ଅନେକ ଅଞ୍ଚଳ ଅନ୍ଧାର
ଓ୍ବାଶିଂଟନ,୨୭।୫: ସେଣ୍ଟ୍ରାଲ ଆମେରିକାରେ ଘାତକ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି। ସମ୍ପ୍ରତି ଏହି ଝଡ଼ରେ ପିଲାମାନଙ୍କ ସମେତ ୧୮ଜଣଙ୍କ ଜୀବନ ଯାଇଛି। ସିଏନଏନ ଏହି ସୂଚନା ଦେଇଛି । ଲକ୍ଷ ଲକ୍ଷ ଲୋକ ଏହି ଝଡ଼ର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,…
ଭାଜପାକୁ ବଡ଼ ଝଟ୍କା: ପ୍ରତିଦ୍ୱନ୍ଦ୍ୱୀ ତୁମର ଶତ୍ରୁ ନୁହଁନ୍ତି କହି ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୭।୫: ଟିଏମସି ବିରୋଧରେ ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟରୁ ଭାଜପାକୁ ଏକ ବଡ ଝଟକା ଲାଗିଛି। ସର୍ବୋଚ୍ଚ ନ୍ୟାୟାଳୟ ଭାଜପାର ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି, ଭାଜପାର ବିଜ୍ଞାପନ ଭୁଲ ଅଟେ। କଲିକତା ହାଇକୋର୍ଟ ଟିଏମସି ବିରୋଧରେ ଭାଜପାର…
ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି
ନୂଆଦିଲ୍ଲୀ,୨୭।୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସୋମବାର ୬୦ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ସମସ୍ତ କଂଗ୍ରେସ ନେତା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ…
ଜୁନ୍ ୧ରେ ଜେଲ୍ ଯିବେ କେଜ୍ରିଓ୍ବାଲ, ୬ରେ ରାହୁଲ ଗାନ୍ଧୀ ଯିବେ…
ନୂଆଦିଲ୍ଲୀ,୨୭ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି। ଶାହା କହିଛନ୍ତି, କେଜ୍ରିଓ୍ବାଲଙ୍କୁ ଜୁନ୍ ୧ରେ ଜେଲ ଯିବାକୁ ପଡ଼ିବ ଏବଂ ରାହୁଲ ବାବା ଜୁନ୍…
ଜାମିନ ବୃଦ୍ଧି ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ କେଜ୍ରିଓ୍ବାଲ, କହିଲେ କାରଣ…
ନୂଆଦିଲ୍ଲୀ,୨୭ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ଜାମିନକୁ ୭ ଦିନ ବୃଦ୍ଧି ପାଇଁ ଦାବି କରି କେଜ୍ରିଓ୍ବାଲ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ କୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାରେ ନିର୍ବାଚନ ପ୍ରଚାର…
ରେମାଲର ପ୍ରଭାବ: ପ୍ରବଳ ପବନ ସାଙ୍ଗକୁ ବର୍ଷା, ଉପୁଡ଼ିଲା ବଡ଼ବଡ଼ ଗଛ
କୋଲକାତା,୨୭ା୫: ସାମୁଦ୍ରିକ ଝଡ଼ ରେମାଲ ଲ୍ୟାଣ୍ଡଫଲ୍ କରିବା ପରେ କୋଲକାତାରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁ କୋଲକାତାର ଅନେକ ଅଞ୍ଚଳରେ ଜଳମଗ୍ନ ହୋଇଯାଇଛି। କେବଳ ଏତିକି ନୁହେଁ, ଝଡ଼ତୋଫାନ ଯୋଗୁ ଅନେକ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ଯାଇଛି।…
ଆଇପିଏଲ୍ ୨୦୨୪ ପୁରସ୍କାର ତାଲିକା: କିଏ ଜିତିଲେ ଅରେଞ୍ଜ କ୍ୟାପ୍, ପର୍ପଲ୍ କ୍ୟାପ୍, ଇମର୍ଜିଂ ପ୍ଲେୟର ?
ଚେନ୍ନାଇ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୪ରେ ବାଜି ମାରିଛି କୋଲକାତା ନାଇଟ ରାଇଡର୍ସ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଭେଙ୍କଟେଶ୍ ଆୟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଏହି ଦଳ ରବିବାର ଅନୁଷ୍ଠିତ ସମ୍ପୂର୍ଣ୍ଣ ଏକପାଖିଆ ଫାଇନାଲରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୮ ଉଇକେଟରେ ପରାସ୍ତ…
ସ୍ଥଳଭାଗ ଛୁଇଁଲା ବାତ୍ୟା ‘ରେମାଲ’: ବଢୁଛି ପବନର ବେଗ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୬।୫: ବଙ୍ଗୋପସାଗରରେ ବାତ୍ୟା ‘ରେମାଲ’ ଅଧିକ ଘନୀଭୁତ ହୋଇ ରବିବାର ଭୀଷଣ ବାତ୍ୟାର ରୂପ ନେଇ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ବାଲଂଦେଶ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…
ତୃତୀୟଥର ଆଇପିଏଲ୍ ଚାମ୍ପିୟନ୍ ହେଲା କୋଲକାତା: ଫାଇନାଲ୍ରେ ଏକତରଫା ବିଜୟ
ଚେନ୍ନାଇ,୨୬।୫:ଆଇପିଏଲ ୨୦୨୪ର ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ ଏକତରଫା ଭାବେ ହାଦ୍ରାବାଦ୍କୁ ପରାସ୍ତ କରି ତୃତୀୟଥର ଚାମ୍ପିୟନ୍ ହୋଇଛି। ଚେନ୍ନାଇରେ ଖେଳାଯାଇଥିବା ଫାଇନାଲରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ୮ ଉଇକେଟରେ ପରାସ୍ତ କରି ୧୦ ବର୍ଷ ପରେ ଚାମ୍ପିୟନ…
ଫାଇନାଲ୍ରେ ହାଇଦ୍ରାବାଦ୍ ଧରାଶାୟୀ : କୋଲକାତାକୁ ମିଳିଲା ୧୧୪ ରନ୍ର ଟାର୍ଗେଟ୍
ଚେନ୍ନାଇ,୨୬।୫: ଆଇପିଏଲ୍ ୨୦୨୪ର ଗ୍ରାଣ୍ଡ୍ ଫିନାଲେରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସକୁ ୧୧୪ ରନ୍ ବିଜୟ ଲକ୍ଷ୍ୟ ଦେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍ ୧୮ ଓଭରରେ ୧୧୩ ରନ୍ରେ ଅଲଆଉଟ୍ ହୋଇଯାଇଛି। ଆଇପିଏଲ ଇତିହାସର ଫାଇନାଲ୍ରେ…
Archives


