Home Middle

ବର୍ଷାକୁ ନେଇ IMD ଡିଜି ଦେଲେ ବଡ଼ ସୂଚନା, ଆଜି ରାତିରେ…

ଭୁବନେଶ୍ୱର,୨।୧୦: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ରାତି ସାରା ବର୍ଷା ଲାଗି ରହିବ ବୋଲି IMD ଡିଜି ସୂଚନା...

ଗଭୀର ଅବପାତ: ୭ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୨।୧୦: ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଜି ଓ ଆସନ୍ତାକାଲି ପାଇଁ ଓଡ଼ିଶାର ଅଧିକାଂଶ ଜିଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ୭ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ...

ସ୍ବାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଅବିସ୍ମରଣୀୟ ଅବଦାନ, କିନ୍ତୁ… ମୋହନ ଭାଗବତ କହିଦେଲେ ବଡ଼କଥା

ନୂଆଦିଲ୍ଲୀ,୨।୧୦: ଆଜି ବିଜୟାଦଶମୀ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ୧୦୦ ବର୍ଷ ପୂରଣ କରିଛି। ଏହି ବିଶେଷ ଅବସରରେ, RSS ମୁଖ୍ୟ ମୋହନ ଭାଗବତ ନାଗପୁରରେ ସ୍ବୟଂସେବକମାନଙ୍କୁ ସମ୍ବୋଧିତ କରିଥିଲେ। ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରିଥିଲେ।...

ଟ୍ରମ୍ପଙ୍କ ଧମକ ଦେଖି ଡରିଗଲା ଭାରତ: ରୁଷିଆ ସହ କଲା…

ନୂଆଦିଲ୍ଲୀ,୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ଅଶୋଧିତ ତୈଳ ଆମଦାନି କରିବା ପାଇଁ ଭାରତ ଉପରେ ୨୫% ଜରିମାନା ଲଗାଇଛନ୍ତି। ଏହା ଭାରତର ଶୁଳ୍କକୁ ୫୦% ବୃଦ୍ଧି କରିଛି। ଆମେରିକା ବିଶ୍ୱାସ କରେ ଯେ, ଭାରତ ଏବଂ ଚାଇନା...

ଗଛକୁ ପିଟିଲା କାର୍‌: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ରୁପ୍ରା ରୋଡ, ୨।୧୦(ସଞ୍ଜୀବ ଦାସ): କଳାହାଣ୍ଡି ଜିଲାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର୍‌ ୫ ଟା ସମୟରେ ଭବାନୀପାଟଣାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ୨୬ ନମ୍ବର୍‌ ରାଜ୍ୟ ରାଜପଥର ଦେହେଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

ଡରାଇଲା ଆମେରିକାର ଆକଳନ, ବଙ୍ଗୋପସାଗରରେ ଆସୁଛି ବଡ଼ ବାତ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର,୨।୧୦: ବଙ୍ଗୋପସାଗରରେ ଆସୁଛି ବଡ଼ ବାତ୍ୟା! ଏନେଇ ଆଲର୍ଟ ଜାରି କରିଛି ଆମେରିକାର ପାଣିପାଗ ବିଭାଗ The Joint Typhoon Warning Centre (ଜେଟିଡବ୍ଲ୍ୟୁସି)। କିନ୍ତୁ ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା...

ଆହୁରି ଢାଳିବ ବର୍ଷା: ଅବପାତ ରୂପ ନେଲା ଲଘୁଚାପ, ଏସବୁ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର,୧।୧୦: ମଙ୍ଗଳବାର ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଅବପାତରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ୨ ଅକ୍ଟୋବର ସକାଳେ ଗଭୀର ଅବପାତରେ ପରିଣତ ହେବ। ୩...

କେନ୍ଦ୍ରୀୟ କର୍ମଚାରୀଙ୍କ DA ୩ ପ୍ରତିଶତ ବୃଦ୍ଧି: ପିଛିଲା ଭାବେ ୧ ଜୁଲାଇରୁ ଲାଗୁ ହେବ

ନୂଆଦିଲ୍ଲୀ,୧।୧୦: କେନ୍ଦ୍ର ସରକାର ଦେଶର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍‌ (DR) ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କରିଛନ୍ତି।...

ଶେଷରେ ଭାରତ ଆଗରେ ନଇଁଲା ପାକିସ୍ତାନ: ହାତ ଯୋଡ଼ି ନକଭି କହିଲେ..

ଇସଲାମାବାଦ୍‌,୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହସିନ ନକଭି ଭାରତକୁ କ୍ଷମା ମାଗିଛନ୍ତି। ସେ ଏସିଆନ କ୍ରିକେଟ ପରିଷଦ ବୈଠକରେ କହିଛନ୍ତି, ସେମାନେ ଏବେ ଏକ ନୂତନ ଆରମ୍ଭ କରିବା ଉଚିତ। ଏସିଆ କପ ୨୦୨୫ର ଫାଇନାଲ ମ୍ୟାଚ ପରେ...

କାର୍ଯ୍ୟ ବି, ସନ୍ତାନ ବି

ଜାତିସଂଘ ପକ୍ଷରୁ ସଦ୍ୟ କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି ଯେ, ୨୦୮୦ ପରେ ବିଶ୍ୱର ଜନସଂଖ୍ୟା ହ୍ରାସ ପାଇବ। ସେବେ ଯାଏ ଜନସଂଖ୍ୟା ବଢ଼ି ପ୍ରାୟ ୧୦.୮ ବିଲିୟନ ଅର୍ଥାତ୍‌ ୧,୦୮୦ କୋଟିରେ ପହଞ୍ଚତ୍ବ। ରିପୋର୍ଟରେ ଆହୁରି କୁହାଯାଇଛି ଯେ,...

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ: ୨୨ ଜଣଙ୍କ ଜୀବନ ଗଲା, ବଢିପାରେ ମୃତ୍ୟୁ ସଂଖ୍ୟା

ମାନିଲା,୧।୧୦: ଫିଲିପାଇନ୍ସରେ ଭୂମିକମ୍ପ । ମଙ୍ଗଳବାର ମଧ୍ୟ ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୯ ଥିବା ଜଣାପଡିଛି। ଏହି ଭୂକମ୍ପରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ,...

ଦୀପାବଳି ପୂର୍ବରୁ ବଡ଼ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର

ନୂଆଦିଲ୍ଲୀ,୧।୧୦: ସରକାର ଆଜିଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬ ଟଙ୍କା ବୃଦ୍ଧି କରିଛନ୍ତି। ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଦିଲ୍ଲୀରେ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୫୯୫.୫୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri