Home Middle

ଭାରତ ଇତିହାସରେ ପ୍ରଥମ: ମୋଦିଙ୍କ କ୍ୟାବିନେଟରେ ନାହାନ୍ତି ମୁସଲମାନ ମନ୍ତ୍ରୀ

ନୂଆଦିଲ୍ଲୀ,୧୧ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟ୍‌ରେ ଜଣେ ହେଲେ ମୁସଲମାନଙ୍କୁ ସ୍ଥାନ ମିଳିନାହିଁ। ଭାରତ ଇତିହାସରେ ଏହା ପ୍ରଥମ ଘଟଣା। ୭୨ ଜଣିଆ ମନ୍ତ୍ରିମଣ୍ଡଳରେ ବିଭିନ୍ନ ରାଜ୍ୟ, ବର୍ଗ ଓ ଜାତିରୁ ପ୍ରତିନିଧିତ୍ୱ ମିଳିଥିବାବେଳେ ୨୦ କୋଟି ଜନସଂଖ୍ୟା ଥିବା ମୁସଲମାନ…

କିଏ ହେବେ ମୁଖ୍ୟମନ୍ତ୍ରୀ? ଆଜି ହୋଇଯିବ ସ୍ପଷ୍ଟ

ଭୁବନେଶ୍ୱର,୧୧ା୬(ସୁନିତ୍‌ ମିଶ୍ର):ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ହେବ। ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରରୁ ଦାୟିତ୍ୱ ପାଇଥିବା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିବେ। ଏହାପରେ ରାଜ୍ୟପାଳଙ୍କୁ…

ପିଏମ୍‌ଏଓ୍ବାଇରେ ୩ କୋଟି ଘରକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ ବୈଠକ ସୋମବାର ଅପରାହ୍ନରେ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଅନୁଷ୍ଠିତ ହୋଇଛି। କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗରିବଙ୍କ ପାଇଁ ୩…

ଘରେ ନ ପଶୁଣୁ ବାଜିଲାଣି ଚାଳ

ମୁମ୍ବାଇ/ ନାଗପୁର ଥିରୁଭାନନ୍ତପୁରମ୍‌,୧୧ା୬:କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି। ଏହି ପାଳିର ଶାସନ ଆରମ୍ଭରୁ ବିଭିନ୍ନ ପ୍ରକାର ଅସ୍ବାଭାବିକ ସ୍ଥିତି ଉପୁଜିଲାଣି। ସୋମବାର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନର…

ଲୋକ ସଭାର ପ୍ରଥମ ଅଧିବେଶନ ୧୮ରୁ

ନୂଆଦିଲ୍ଲୀ,୧୧।୬: ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ ୧୮ରୁ ଆରମ୍ଭ ହେବ । ଏହା ନବ ନିର୍ବାଚିତ ଏମପିଙ୍କ ଶପଥରୁ ଆରମ୍ଭ ହେବ। ପ୍ରଥମ ଦୁଇ ଦିନରେ, ପ୍ରୋଟେମ ସ୍ପିକର ୫୪୩ ନିର୍ବାଚିତ ଏମପିଙ୍କ ନିକଟରେ ଶପଥ ଗ୍ରହଣ…

ମୋଦି ଖେଳିଲେ ବଡ଼ ଗେମ୍‌: ଟିଡିପି-ଜେଡିୟୁ ସମେତ ଏନ୍‌ଡିଏ ସହଯୋଗୀଙ୍କୁ ଦେଲେ ଏହି ସବୁ ବିଭାଗ

ନୂଆଦିଲ୍ଲୀ,୧୦।୬: ମୋଦି ସରକାର ୩.୦ର ଶପଥ ଗ୍ରହଣ ସମାରୋହର ଗୋଟିଏ ଦିନ ପରେ ସୋମବାର ମନ୍ତ୍ରୀଙ୍କୁ ବିଭାଗ ବଣ୍ଟାଯାଇଛି। ମୋଦି ୨.୦ ପରି ୩.୦ରେ ମଧ୍ୟ ଭାଜପା ନିଜ ସହ ବଡ଼ ମନ୍ତ୍ରଣାଳୟ ରଖିଥିବାବେଳେ ଏନ୍‌ଡିଏ ସହଯୋଗୀଙ୍କୁ ଏମଏସଏମଇ, ବିମାନ ଚଳାଚଳ…

ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଶାହାଙ୍କୁ ସ୍ବରାଷ୍ଟ୍ର, ରାଜନାଥଙ୍କୁ ପ୍ରତିରକ୍ଷା, ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମିଳିଥିବା ବେଳେ ଅଜୟ…

ତୃତୀୟ ପାଳିର ପ୍ରଥମ କ୍ୟାବିନେଟରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଉ ୩ କୋଟି ଘର ନିର୍ମାଣ କରିବାକୁ…

ରାଜନୀତିରୁ ସନ୍ୟାସ ପରେ ପାଣ୍ଡିଆନ ଏବେ କେଉଁଠି ରହିବେ, ହେଉଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୬: ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌। ରବିବାର ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେଉଥିବା ଘୋଷଣା କରିବା ସହ ହାତ ଯୋଡି ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ ମାଗିଛନ୍ତି ।…

ମନ୍ତ୍ରୀଙ୍କୁ କେବେ ମିଳିବ ପୋର୍ଟଫୋଲିଓ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ମୋଟ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୨୫ ଜଣ ଭାଜପାର ଏବଂ ୫ ମନ୍ତ୍ରୀ ପଦବୀ ସହଯୋଗୀ ଦଳଙ୍କୁ ଦିଆଯାଇଛି। ମୋଦୀ ୩.୦ କ୍ୟାବିନେଟରେ ୭୧ ମନ୍ତ୍ରୀ ଶପଥ ନେଇଛନ୍ତି। ଏଥିମଧ୍ୟରୁ ୩୦ଜଣ ମନ୍ତ୍ରୀ…

କାହିଁକି ନଡ୍ଡା ହେଲେ ମନ୍ତ୍ରୀ, କିଏ ହେବେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ, ରେସରେ…

ନୂଆଦିଲ୍ଲୀ,୧୦।୬: ୨୦୧୪ ପରଠାରୁ ପ୍ରତି ପାଞ୍ଚ ବର୍ଷରେ ଭାଜପା ସଂଗଠନରେ ଅନେକଗୁଡ଼ିଏ ନିର୍ବାଚନ ଏବଂ ପରିବର୍ତ୍ତନ ଆସିଛି। ପ୍ରତ୍ୟେକ ଥର ରିଲେ ଦୌଡ଼ ପାଇଁ ବେଟନ ହସ୍ତାନ୍ତର କରିବାରେ ଏକ ସମୃଦ୍ଧତା ରହିଆସିଛି। ନିର୍ବାଚନ ଜିତି ଦଳ କ୍ଷମତାକୁ ଆସେ। ବର୍ତ୍ତମାନର…

ଟିଡିପି, ଜେଡିୟୁ, ଭାଜପା କାହାକୁ ମିଳିବ ବାଚସ୍ପତି ପଦ? କାହିଁକି ଫସି ରହିଛି ପେଞ୍ଚ

ନୂଆଦିଲ୍ଲୀ,୧୦।୬: ଲୋକ ସଭା ନିର୍ବାଚନରେ ଏନଡିଏ ସଂଖ୍ୟାଗରିଷ୍ଠତା ପାଇବା ପରେ ମୋଦି ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମୋଦିଙ୍କ ସହ ତାଙ୍କର ୭୧ ମନ୍ତ୍ରୀ (ମୋଦି କ୍ୟାବିନେଟ ୨୦୨୪) ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରିମଣ୍ଡଳର ଶପଥ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri