Home Middle

ଅଭିଯୁକ୍ତ ଗୁଗଲ ମ୍ୟାପ୍‌ ପିନ୍‌ ଦେବା ଜାମିନ୍‌ ସର୍ତ୍ତକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ,୯ା୭: ଅଭିଯୁକ୍ତଙ୍କ ଉପରେ ପୋଲିସ କ୍ରମାଗତ ନଜର ରଖିବା ଏବଂ ଭର୍ଚୁଆଲ୍‌ରେ ତାଙ୍କ ପ୍ରିଭେସିରେ ହସ୍ତକ୍ଷେପ କରିବାକୁ ଜାମିନ ସର୍ତ୍ତାବଳୀ ରଖାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଅଭିଯୁକ୍ତଙ୍କ ଅବସ୍ଥିତି ସମ୍ପର୍କରେ ଜାଣିବା ନିମନ୍ତେ ସେ ତଦନ୍ତକାରୀ ଅଫିସରଙ୍କୁ ଗୁଗଲ୍‌ ମ୍ୟାପ୍‌…

ଫ୍ରାନ୍ସରେ ଅଚଳାବସ୍ଥା ଆଶଙ୍କା

ପ୍ୟାରିସ୍‌,୯ା୭: ଫ୍ରାନ୍ସ ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ଫ୍ରାନ୍ସ ନିର୍ବାଚନରେ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ। ଭୋଟଗୁଡ଼ିକ ଲେଫ୍ଟ, ସେଣ୍ଟର ଏବଂ ଫାର୍‌ ରାଇଟ୍‌ ଦଳ ମଧ୍ୟରେ ଭାଗ ଭାଗ ହୋଇଯାଇଛି। ସରକାର ଗଢ଼ିବା ପାଇଁ କେହି ମ୍ୟାଜିକ୍‌ ନମ୍ବର ୨୮୯ ଛୁଇଁପାରି…

ମୋଦିଙ୍କ କଥା ମାନି ପୁଟିନ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ମୋଦି ଆଜିକାଲି ରୁଷିଆରେ ଅଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଯାଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି କ୍ରମରେ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି…

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ

ପୁରୀ,୮ା୭(ଅଜିତ୍‌ କୁମାର ମହାନ୍ତି): ଘୋଷଯାତ୍ରାରେ ରବିବାର କିଛି ବାଟ ଗଡ଼ି ପୁରୀ ବଡ଼ଦାଣ୍ଡରେ ଅଟକି ରହିଥିବା ତିନି ରଥ ସୋମବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଛି। ତିନିରଥକୁ ଲକ୍ଷାଧିକ ଭକ୍ତ ଅତି ଆନନ୍ଦ ଓ ଉତ୍ସାହର ସହିତ ଟାଣିନେଇଥିଲେ। ଏହାପରେ…

ଆଜି ଆସିବ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି

ପୁରୀ,୯ା୭(ଅଜିତ୍‌ କୁମାର ମହାନ୍ତି):ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ରନତ୍ଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ମଙ୍ଗଳବାର ବସିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ସକାଳ ୧୦ ଟାରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରତ୍ନଭଣ୍ଡାର…

ମୁଖ୍ୟମନ୍ତ୍ରୀଙ୍କ ବଢ଼ିଲା ଚିନ୍ତା, ସୁପ୍ରିମ୍‌କୋର୍ଟ ଗଲା ଇଡି

ନୂଆଦିଲ୍ଲୀ, ୦୮।୦୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଜାମିନ୍‌ ବିରୋଧରେ ସୁପ୍ରିମ୍‌କୋର୍ଟର ଦ଼୍ବାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଇଡି ଏନେଇ କହିଛି ଯେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଯେଉଁ ଜାମିନ୍‌ ପ୍ରଦାନ କରିଛନ୍ତି ତାହା…

ନବୀନ ଦେଲେ ଇସାରା! ପାଣ୍ଡିଆନ୍‌ ହିଁ ବିଜେଡିର… ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୮।୭: ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ଦଳରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ତାଙ୍କ ସ୍ବାକ୍ଷରରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ରାଜ୍ୟସ୍ତରୀୟ ସମସ୍ତ ଦଳୀୟ ପଦାଧିକାରୀଙ୍କୁ ହଟାଇ ଦିଆଯାଇଛି। ହେଲେ ଜିଲାସ୍ତରୀୟ କମିଟି ଓ କର୍ମକର୍ତ୍ତା ଅପରିବର୍ତ୍ତିତ…

ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ଶହୀଦ, ୫ ଗୁରୁତର, ଜାରି ରହିଛି ଗୁଳି ବିନିମୟ

ନୂଆଦିଲ୍ଲୀ,୮।୭: ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଗୁଳି ଚଳାଇବା ସହ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଛନ୍ତି। ଯେଉଁଥିରେ ୫ ଜଣ ଯବାନ ଶହୀଦ ଏବଂ ୫  ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ଆତଙ୍କବାଦୀ ଏବଂ ଭାରତୀୟ ସେନାର…

NEET ୟୁଜି ପେପର ଲିକ୍‌ ଘଟଣା ସତ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୦୮।୦୭: NEET ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍‌ କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରଶ୍ନପତ୍ର ଲିକ୍‌ ହୋଇଛି । ପ୍ରଶ୍ନ ଏହା ଯେ…

ପରାଜୟ ପାଇଁ ପାଣ୍ଡିଆନ୍‌-ବବି ନୁହନ୍ତି, ଏହି ହେଉଛନ୍ତି ବଡ଼ ଦାୟୀ: ବିଜେଡି ସାଂସଦ ଦେବାଶିଷଙ୍କ ବଡ଼ ବୟାନ

ଭୁବନେଶ୍ୱର,୮।୭: ବିଜେଡି ପରାଜୟ ନେଇ କାର୍ତ୍ତିକ ପାଣ୍ଡିଆନ୍‌ ଏବଂ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ କ୍ଲିନ ଚିଟ୍‌ ଦେଲେ ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ଦେବାଶିଷ କହିଛନ୍ତି, ବିଜେଡି ପରାଜୟ ପାଇଁ ଏ ଦୁହେଁ ଆଦୌ ଦାୟୀ ନୁହନ୍ତି…

ନବଦିନାତ୍ମକଯାତ୍ରା: ଶରଧାବାଲିରେ ତିନିରଥ

ପୁରୀ,୮।୯: ରବିବାର ଆରମ୍ଭ ହୋଇଛି ନବଦିନାତ୍ମକଯାତ୍ରା। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଆସିଛନ୍ତି ମହାବାହୁ। ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିବାରୁ ଚଳିତ ବର୍ଷ ଦୁଇଦିନ ରଥଟଣା…

ସରକାରୀ ଜମିରୁ ତୁରନ୍ତ ହଟିବ ବେଆଇନ ଜବରଦଖଲ: ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୮ା୭: ସାରା ରାଜ୍ୟରେ ସରକାରୀ ବେଆଇନ ଜବରଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri