ନର୍ସିଂହୋମ୍ରେ ନଆଁ, ରାସ୍ତାରେ ରୋଗୀ
କଟକ/ଭୁବନେଶ୍ୱର,୧୪।୭(ଶିଳ୍ପା ପ୍ରିୟଦର୍ଶିନୀ/ ଅନିଲ ଦାସ): ନର୍ସିଂହୋମ୍ ‘ତ୍ରିଶା ହସ୍ପିଟାଲ’ରେ ନିଅଁା ଲାଗିଥିବାବେଳେ କର୍ମଚାରୀ ଓ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର ଏକ ଟିମ୍ ପହଞ୍ଚି ନିଅଁାଲିଭା ଏବଂ ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ…
ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୁଳିମାଡ଼, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ୱାଶିଂଟନ୍, ୧୪।୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଛି । ପେନ୍ସ୍ଲେଭାନିଆରେ ଆୟୋଜିତ ଏକ ରାଲିରେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ଗୁଳି ଶବ୍ଦ ଶୁଣି ତାଙ୍କର ଅଙ୍ଗରାଖୀମାନେ ତାଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ…
ରତ୍ନଭଣ୍ଡାର ଖୋଲାଯିବା ସମୟରେ କେଉଁମାନେ ଯିବେ ଭିତରକୁ ଜାଣନ୍ତୁ…
ପୁରୀ,୧୩ା୭: ସବୁ ପ୍ରତୀକ୍ଷାର ହେବ ଅନ୍ତ। ଆସନ୍ତକାଲି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇ ସ୍ବର୍ଣ୍ଣ ଅଳଙ୍କାର ଗଣତି ହେବ। ଏନେଇ ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଏନେଇ ପ୍ରସ୍ତୁତ କରିଥିବା ଏସ୍ଓପି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। ସବୁଠୁ…
ରତ୍ନଭଣ୍ଡାର ଖୋଲିବା ନେଇ ଏସ୍ଓପି ପ୍ରଦାନ କଲେ ରାଜ୍ୟ ସରକାର, ଏଥିରେ ରହିଛି…
ପୁରୀ,୧୩ା୭: ରତ୍ନଭଣ୍ଡାର ଖୋଲାଯିବା ନେଇ ଶନିବାର ଏସ୍ଓପି ପ୍ରଦାନ କରାଯାଇଛି। ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ୍ଓପି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ଗଣତି, ମଣତି ନେଇ ଆର୍ବିଆଇର ସହାୟତା…
ନର୍ସିଂହୋମ୍ରେ ନିଆଁ ଲାଗିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ…
ଭୁବନେଶ୍ୱର,୧୩ା୭: କଟକର ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମ୍ରେ ଶନିବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍ତି। କେମିତି ନିଆଁ ଲାଗିଲା ତାହାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ…
ଭାରତୀୟ ସମ୍ବିଧାନରେ ଥିବା ୩ ପ୍ରକାର ‘ଏମରଜେନ୍ସି’ କ’ଣ? କେବେ ଏହା ହୋଇଥାଏ ଲାଗୁ…
ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସରକାର ନୋଟିଫିକେଶନ ଜାରି କରି ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆରେ ପୋଷ୍ଟ କରି ଏଥିରେ ମୋହର ଲଗାଇଛନ୍ତି। ଏହି ଅବସରରେ ଆସନ୍ତୁ…
ସ୍ତ୍ରୀ ନା ବାପାମାଆ…. ଶହୀଦ ପରେ କାହାକୁ ମିଳେ କ୍ଷତିପୂରଣ ଟଙ୍କା?
ନୂଆଦିଲ୍ଲୀ,୧୩।୭: ଜୁଲାଇ ୧୯ ୨୦୨୩, ସିଆଚେନର ଏକ ସେନା ବଙ୍କରରେ ନିଆଁ ଲାଗିଯାଇଥିଲା। କିଛି ଯବାନ ସେହି ନିଆଁରେ ଫସି ଯାଇଥିଲେ। ନିଜ ସାଥୀମାନଙ୍କୁ ବିପଦରେ ପଡ଼ିଥିବାର ଦେଖି କ୍ୟାପଟେନ ଅଂଶୁମାନ ଜଳୁଥିବା ବଙ୍କରକୁ ଡେଇଁ ପଡିଥିଲେ। ଆଉ ନିଜ ଜୀବନ…
ବର୍ଷିଲେ ସଞ୍ଜୟ: କହିଲେ…ଅଟଳ ବିହାରୀ ବି PM ହୋଇଥିଲେ ଏମରଜେନ୍ସିଂ ଲଗାଇଥାନ୍ତେ, RSS ଦେଇଥିଲା ସମର୍ଥନ
ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସରକାର ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ମାମଲାକୁ ନେଇ ରାଜନୀତି ସରଗରମ ରହିଛି। ଶିବସେନା ନେତା ସଞ୍ଜୟ ରାଉତ ଭାଜପା ପାଖରେ ଆଉ କୌଣସି କାମ ନାହିଁ। ୫୦…
ବଜେଟ ୨୦୨୪: ବିହାର-ଆନ୍ଧ୍ର ପାଇଁ ହେବ ବଡ ଘୋଷଣା? ନାଇଡୁ-ନୀତୀଶଙ୍କ ଆଗରେ ନଇଁବେ ମୋଦି ସରକାର!
ନୂଆଦିଲ୍ଲୀ,୧୩।୭: ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ତୃତୀୟ ଥର ପାଇଁ କ୍ଷମତାରେ ଅଛି। ଗତ ଦୁଇଟି କାର୍ଯ୍ୟକାଳ ତୁଳନାରେ ତାଙ୍କ ପାଇଁ ପରିସ୍ଥିତି ଭିନ୍ନ ରହିଛି, କାରଣ ଏଥର ଏହା ଭାଜପା ସରକାର ନୁହେଁ ବରଂ…
ରତ୍ନଭଣ୍ଡାର ଖୋଲିବା ନେଇ ସେବାୟତଙ୍କ ବଡ଼ ବୟାନ, ଘରେ ସାଆନ୍ତ ନାହାନ୍ତି ଖୋଲନି ନହେଲେ..
ଭୁବନେଶ୍ୱର,୧୩।୭: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ସେ କହିଛନ୍ତି, ୧୪ ନୁହେଁ ୨୪ରେ ରତ୍ନଭଣ୍ଡାର ଖୋଲିବା ଉଚିତ। ମହାପ୍ରଭୁଙ୍କ ଫେରିବା ବାଟକୁ ଅପେକ୍ଷା କର । କାରଣ ଘରେ ମୁରବୀ…
ଉପ ରାଜ୍ୟପାଳ ହେଲେ ଆହୁରି ଶକ୍ତିଶାଳୀ
ଜମ୍ମୁ,୧୩।୭: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନରେ ସଂଶୋଧନ କରିଛି। ଏହା ସହ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବର୍ତ୍ତମାନ ଅଧିକ କ୍ଷମତା ପାଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାର ମଧ୍ୟ ବିଜ୍ଞପ୍ତି ଜାରି କରିଛନ୍ତି। ଜମ୍ମୁ…
Archives


