Home Middle

ପୋଲାଣ୍ଡରେ ପହଞ୍ଚିଲେ ମୋଦି

ଓ୍ବାର୍ସ/ନୂଆଦିଲ୍ଲୀ,୨୧ା୮: ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୋଲାଣ୍ଡର ଓ୍ବାର୍ସରେ ପହଞ୍ଚିଛନ୍ତି। ପୋଲାଣ୍ଡ ପରେ ମୋଦି ମଧ୍ୟ ୟୁକ୍ରେନ ଗସ୍ତ କରିବେ। ଗତ ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ଗସ୍ତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ…

ସାପକୁ ଖେଳନା ଭାବି କାମୁଡ଼ି ୨ ଖଣ୍ଡ କରିଦେଲା ବର୍ଷକର ଶିଶୁ, ଆଉ ତା’ ପରେ…

ପାଟ୍‌ନା,୨୧ା୮: ବିହାରର ଗୟା ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ବର୍ଷକର ଶିଶୁ ଗୋଟିଏ ସାପକୁ ଖେଳନା ଭାବି କାମୁଡ଼ି ଦୁଇ ଖଣ୍ଡ କରିଦେଇଛି। ଫଳରେ ସାପଟିର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ଶିଶୁଟି ବଞ୍ଚିଯାଇଛି। ପିଲାଟି…

ଚମ୍ପାଇ ସୋରେନ ଯଦି ଭାଜପାକୁ ଯାଆନ୍ତି ତେବେ ସମର୍ଥନ ମିଳିବ କି ନାହିଁ ଜାଣନ୍ତୁ…

ଝାଡ଼ଖଣ୍ଡ,୨୧ା୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଛି। ଚମ୍ପାଇ ଏବେ କ’ଣ କରିବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଚମ୍ପାଇ…

ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ସହାୟତା, ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର,୨୧।୮: ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ସହାୟତା । ପ୍ରତି ମିଲ ପିଛା ଦାମକୁ ୧ ଟଙ୍କା ବୃଦ୍ଧି କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମିଳିଥିବା ସୂଚନା ମୁତାବକ, ଦରଦାମ…

ବ୍ୟାପୁଛି ମଙ୍କିପକ୍ସ, ହେବ କି ଲକ୍‌ଡାଉନ? ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ଦେଲେ ବଡ଼ ସୂଚନା

ଜେନେଭା,୨୧।୮: ଆଫ୍ରିକୀୟ ଦେଶମାନଙ୍କରେ ଦ୍ରୁତ ବ୍ୟାପିଥିବା ମଙ୍କିପକ୍ସକୁ ନେଇ ବିଶ୍ୱରେ ଚିନ୍ତାର ବିଷୟ ପାଲଟିଛି। ଏହି କାରଣରୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ ହୋଇପାରେ। ଲୋକମାନେ କରୋନା କାରଣରୁ ଲକ୍‌ଡାଉନ ଦ୍ୱାରା ଘଟିଥିବା ଭୟଙ୍କର କଷ୍ଟକୁ ମନେ ପକାଇଲେ ଦେହ ଥରିଉଠେ। ତେଣୁ…

ଆରଜି କର ମେଡିକାଲ ex ପ୍ରିନ୍ସପାଲଙ୍କ ଭୟାନକ କାଣ୍ଡ, ବାଂଲାଦେଶକୁ ବିକୁଥିଲେ ମୃତଦେହ

ନୂଆଦିଲ୍ଲୀ,୨୧।୮: ଆରଜି କର ମେଡିକାଲ କଲେଜ ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ସାରା ଦେଶର ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ ବଡ଼ ପର୍ଦ୍ଦାଫାଶ ହୋଇଛି। ଆରଜି ହସ୍ପିଟାଲର ପୂର୍ବ…

ନାମାଙ୍କନ ଭରିଲେ ମମତା

ଭୁବନେଶ୍ୱର,୨୧।୮: ଭାଜପା ରାଜ୍ୟ ସଭା ପ୍ରାର୍ଥୀ ମମତା ମହାନ୍ତ ନାମାଙ୍କନ କରିଛନ୍ତି। ମମତା ମହାନ୍ତ ବିଧାନସଭାରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କ ସହିତ ଉପସ୍ଥିତ ଥିବା ବେଳେ ଭାଜପା ନେତୃବୃନ୍ଦ ସାମିଲଥିଲେ। ମଙ୍ଗଳବାର…

ସେମିନାର ହଲ୍‌ରେ ଶୋଇବାର ରହସ୍ୟ, ସିବିଆଇ ଦେଲା ତାଜୁବ କରିଦେବା ଭଳି କାରଣ…

କୋଲକାତା,୨୧।୮: କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି। ମହିଳା ଡାକ୍ତରଜଣକ ରାତି ଡ୍ୟୁଟି ସମୟରେ ସେମିନାର ହଲରେ କାହିଁକି ଶୋଇଥିଲେ ଏନେଇ ରହସ୍ୟ ଉପରୁ…

କିଏ ସେହି ମନନ ମିଶ୍ରା? ଯାହାଙ୍କୁ ରାଜ୍ୟ ସଭା ଟିକେଟ ଦେଇ ବଡ଼ ବାଜି ଖେଳିଲା ଭାଜପା, ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୮: ରାଜ୍ୟସଭା ଉପ-ନିର୍ବାଚନରେ ମନନ କୁମାର ମିଶ୍ରାଙ୍କୁ ଟିକେଟ୍‌ ଦେଇ ଭାଜପା ଏକ ବଡ଼ ବାଜି ଖେଳିଛି। ମନନ କୁମାର ମିଶ୍ରା ଦେଶର ଜଣେ ଜଣାଶୁଣା ଚେହେରା। ଟାଲେଣ୍ଟ ଦୃଷ୍ଟିରୁ ସେ ଅନେକ ନେତାଙ୍କୁ ପଛରେ ଛାଡିଦେବେ। ନ୍ୟାୟପାଳିକା କ୍ଷେତ୍ରରେ ତାଙ୍କର…

୨ ଲକ୍ଷ ଫି’ ଦେଲେ ‘ଡକାୟତିରେ ସ୍ନାତକ’:ଅପରାଧୀ ହେବା ପାଇଁ ପିଲାଙ୍କୁ ଦିଆଯାଉଛି ତାଲିମ

ଭୋପାଳ, ୨୧ା୮:ମଧ୍ୟପ୍ରଦେଶ ରାଜଗଡ଼ ଜିଲାର ପଚୋର ତହସିଲ ଅନ୍ତର୍ଗତ ୩ ଗ୍ରାମରେ ପିଲାମାନଙ୍କୁ ଅପରାଧୀ ହେବା ପାଇଁ ଟ୍ରେନିଂ ଦିଆଯାଉଥିବାର ଏକ ଅଜବ ମାମଲା ସାମ୍‌ନାକୁ ଆସିଛି। ଅଗଷ୍ଟ ୮ରେ ରାଜସ୍ଥାନରେ ଏକ ବିବାହରେ ଦେଢ଼ କୋଟି ଟଙ୍କା ମୂଲ୍ୟର ଅଳଙ୍କାର…

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ୱର,୨୧ା୮(ଅନୁରାଧା ମହାରଣା):ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବୁଧବାର…

ଦୈନିକ ଆସିବ ୧ ଲକ୍ଷ ମେଟ୍ରିକ ଟନ୍: ନରମିଲେ ମମତା, ବ୍ୟବସାୟୀ ଖୁସି

ଭୋଗରାଇ, ୨୦।୮ ( ପ୍ରଦୀପ ଦାସ ): ଦୀର୍ଘ ମାସେଧରି ପଶ୍ଚିମବଙ୍ଗ ସରକାର ଓଡିଶା ସମେତ ଭିନ୍ନ ରାଜ୍ୟକୁ ଆଳୁରପ୍ତାନି କଟକଣା ଲଗାଇବା ପରେ ମଙ୍ଗଳବାର ନିଷେଧାଜ୍ଞା ପରଦା ହଟାଇଛନ୍ତି। ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଘନ ଘନ ସରକାରଙ୍କ ଉପରେ ଚାପ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri