Home Middle

ବଦଳିବ ନାକ୍‌ ମାନ୍ୟତା ବ୍ୟବସ୍ଥା

ଭୁବନେଶ୍ୱର, ୨୧ା୭(ଅସମାପିକା ସାହୁ): ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରିଡେଶନ୍‌ କାଉନ୍‌ସିଲ(ନାକ୍‌) ମାନ୍ୟତାରେ ପରିବର୍ତ୍ତନ ହେବ। ଗ୍ରେଡେଶନ୍‌ ବ୍ୟବସ୍ଥା ଆଉ ରହିବନି। ଏହା ବଦଳରେ ବାଇନାରୀ ଆକ୍ରିଡେଶନ୍‌ ବ୍ୟବସ୍ଥା ପ୍ରଚଳନ କରାଯିବ। ଅର୍ଥାତ୍‌ ପୂର୍ବରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଗ୍ରେଡ୍‌ ବଦଳରେ ଏବେ କେବଳ…

ମାଲକାନଗିରି ଉବୁଟୁବୁ

ମାଲକାନଗିରି/ କାଲିମେଳା,୨୧ା୭(ଦୁର୍ଯ୍ୟୋଧନ ପାତ୍ର/ ଜୀବନକୃଷ୍ଣ ଦାସ)ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କାଲିମେଳା ବ୍ଲକ୍‌ର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମ୍‌ଭି ୯୦ ଓ ଏମ୍‌ଭି ୯୬ ଓ ପଡିଆ ବ୍ଲକ କନ୍ୟାଶ୍ରମ ନଦୀ ପୋଲ ଉପରେ ପ୍ରାୟ…

ସ୍କୁଲରେ ପ୍ରାର୍ଥନା ପରେ ଛାତ୍ରୀଛାତ୍ରଙ୍କୁ ଯୋଗଶିକ୍ଷା

ଭୁବନେଶ୍ୱର, ୨୧ା୭(ଅସମାପିକା ସାହୁ): ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ପାଠପଢ଼ା ସହ ଖେଳକୁଦକୁ ଗୁରୁତ୍ୱ ଦିଆଯାଉଛି। ଏବେ କ୍ରୀଡ଼ା ସହିତ ସ୍କୁଲରେ ଯୋଗଶିକ୍ଷା ଦେବା ପାଇଁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏଥିସହ ଛାତ୍ରୀଛାତ୍ରଙ୍କୁ କ୍ରୀଡ଼ା ପ୍ରୋତ୍ସାହନ ପାଇଁ…

କିଏ ସେହି ବ୍ୟକ୍ତି ଯାହାଙ୍କ ଗୋଟିଏ ଟୁଇଟ୍‌ ପାଇଁ IAS ପୂଜା ଖେଡକର୍‌ ଏବେ ରାଜରାସ୍ତାରେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୭: ଆଜିକାଲି ଟ୍ରେନିଂ ଆଇଏଏସ୍‌ ଅଧିକାରୀ ପୂଜା ଖେଡକରଙ୍କ କାରନାମାର ଚର୍ଚ୍ଚା ସାରା ଦେଶରେ ହେଉଛି। ଏହି ମାମଲାରେ ୟୁପିଏସ୍‌ସି ପ୍ରଶ୍ନ ଘେରକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମାମଲାର ତଦାରଖ ଉପରେ ନଜର ରଖିଛି। ଏବେ ତାଙ୍କର ଚାକିରି ଉପରେ…

କର୍ନାଟକରେ ବଡ଼ଧରଣର ଭୂସ୍ଖଳନ: ୭ ମୃତ, ୩ ନିଖୋଜ

ବେଙ୍ଗାଲୁରୁ,୨୦ା୭: ଉତ୍ତର କର୍ନାଟକରେ ଭୂସ୍ଖଳନ ଯୋଗୁ ବଡ଼ ଧରଣର ଅଘଟଣ ଘଟିଛି। ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଡେପୁଟି କମିଶନର କହିଛନ୍ତି, ୧୦ ଜଣ ନିଖୋଜ ଥିଲେ। ସେମାନଙ୍କ…

କେଜ୍‌ରିଓ୍ବାଲଙ୍କୁ ନିଜ ହାତ ତିଆରି ଖାଇବା ଦିଅ, ନିର୍ବାଚନ ନୁହଁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅ, କାହିଁକି ଏପରି କହିଲା ଭାଜପା

ନୂଆଦିଲ୍ଲୀ,୨୦ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆମ୍‌ ଆଦ୍‌ମୀ ଦଳ(ଏଏପି)ର ନେତାମାନେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ତିହାର ଜେଲର ଅଧୀକ୍ଷକଙ୍କ ରିପୋର୍ଟକୁ ଦର୍ଶାଇ ଦିଲ୍ଲୀର ଏଲ୍‌ଜି ଭି.କେ ସାକ୍ସେନାଙ୍କ…

୨୫ ବର୍ଷ ପୂର୍ବେ ସନ୍ଧ୍ୟାରେ ହେଉଥିଲା ବଜେଟ୍‌ ଉପସ୍ଥାପନ, ଜାଣନ୍ତୁ କାହିଁକି ହଠାତ୍‌ ବଦଳିଲା ସମୟ…

ନୂଆଦିଲ୍ଲୀ,୨୦ା୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୩ ତାରିଖରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିବେ। ଏହି ବଜେଟ୍‌ରେ ଏନଡିଏ ସରକାରଙ୍କ ଆଗାମୀ ବିକାଶ ଏଜେଣ୍ଡା ଦର୍ଶାଯିବ। ମୌଧୁମୀ ଅଧିବେଶନରେ ଲୋକ ସଭାରେ ଅଣାଯାଇଥିବା ଏହି ବଜେଟ୍‌ ସକାଳ ୧୧ଟାରେ ଉପସ୍ଥାପିତ ହେବ।…

ଶଙ୍ଖଭବନ ବେଆଇନକୁ ନେଇ ବଡ଼ ବୟାନ ଦେଲେ ବବି, କହିଲେ…

ଭୁବନେଶ୍ୱର,୨୦।୭: ବିଜେଡିର ପାର୍ଟି ଅଫିସ ତଥା ଶଙ୍ଖଭବନର ତଦନ୍ତ ହେବ। ଏଭଳି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଅଭିଯୋଗ…

ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତିନ୍‌ ପ୍ରସାଦ ଆହତ

ନୂଆଦିଲ୍ଲୀ,୨୦ା୭: ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ତଥା ଏମ୍‌ପି ଜିତିନ ପ୍ରସାଦ ଆହତ ହୋଇଛନ୍ତି। ସେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ପିଲଭୀତ ଯାଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କ କାର୍‌ ଯିବା ସମୟରେ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ…

ୟୁପିରେ ଭାଜପାକୁ ବଡ଼ ଝଟ୍‌କା, ଅଡୁଆ ବଢାଇଲେ ସହଯୋଗୀ ଦଳ

ନୂଆଦିଲ୍ଲୀ,୨୦।୭: କାଉଡି ଯାତ୍ରାକୁ ନେଇ ୟୁପି ସରକାର ବିବାଦରେ ଫସିଛନ୍ତି। ନିର୍ବାଚନ ପରଠାରୁ ଏନଡିଏର ସହଯୋଗୀମାନେ ଭାରତୀୟ ଜନତା ପାର୍ଟି ଉପରେ ଅସନ୍ତୁଷ୍ଟ ଅଛନ୍ତି। ସେହିପରି କାଉଡି ଯାତ୍ରା ମଧ୍ୟ ଅସନ୍ତୋଷର କାରଣ ପାଲଟିଛି, ଯାହାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।…

ଗୋଟିଏ ମଞ୍ଚରେ ନଜର ଆସିବେ ମମତା-ଅଖିଳେଶ

କୋଲକାତା,୨୦ା୭: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପରେ ମୁମ୍ବାଇରେ ଇଣ୍ଡିଆ ମିଳିତ ମେଣ୍ଟ ଏକାଠି ହୋଇଥିଲେ। ଏବେ ପୁଣି ଥରେ ସମାନ ପ୍ଲାଟ୍‌ଫର୍ମରେ ଇଣ୍ଡିଆ ମେଣ୍ଟର ଦୁଇଟି ବଡ଼ ଦଳକୁ ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ…

ଆକ୍ସନ୍‌ ମୋଡ୍‌ରେ ସରକାର: ଜମ୍ମୁରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିବାକୁ ମୁତୟନ ହେଲେ ୫୦୦ ପାରା କମାଣ୍ଡୋ

ନୂଆଦିଲ୍ଲୀ, ୨୦ା୭: ଜମ୍ମୁ ଅଞ୍ଚଳରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ଉଚ୍ଚ ପ୍ରଶିକ୍ଷିତ ପାକିସ୍ତାନୀ ଆତଙ୍କବାଦୀ ପ୍ରବେଶ କରିବା ପରେ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଭାରତୀୟ ସେନା ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ଏହି ଅଞ୍ଚଳରେ ନିଜର ଉପସ୍ଥିତିକୁ ପରିବର୍ତନ କରିଛି। ପୁଣିଥରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri