ବାଂଲାଦେଶ କୂଟନୀତିଜ୍ଞଙ୍କୁ ଭାରତର ସମନ
ନୂଆଦିଲ୍ଲୀ,୧୪।୧: ଭାରତ-ବାଂଲାଦେଶ ସୀମାରେ ବିବାଦ ବଢ଼ିବାରେ ଲାଗିଛି। ଏନେଇ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ସମନ ଜାରି କରିଥିଲା। ଏହାର ଦିନକ ପରେ ଭାରତ ସରକାର ବାଂଲାଦେଶ ଉପଉଚ୍ଚାୟୁକ୍ତ ନୁରାଲ ଇସ୍ଲାମଙ୍କୁ ସମନ କରିଛନ୍ତି। ମାଲଦାର…
ସମୁଦ୍ର ମଝିରୁ ସାଟେଲାଇଟ୍ ଲଞ୍ଚ୍ କଲା ଚାଇନା
ବେଜିଂ,୧୪।୧: ଚାଇନା ସୋମବାର ପ୍ରଥମଥର ପାଇଁ ସମୁଦ୍ର ମଧ୍ୟରୁ ରକେଟ୍ ଯୋଗେ ସଫଳତାର ସହ କେତେକ ସାଟେଲାଇଟ୍କୁ ଉତ୍କ୍ଷେପଣ କରିଛି। ବ୍ୟବସାୟିକ ମହାକାଶ ଗବେଷଣାରେ ଏହା ଏକ ଉଲ୍ଲେଖଯୋଗ୍ୟ ପଦକ୍ଷେପ। ଶାଣ୍ଡୋଙ୍ଗ୍ ପ୍ରଦେଶର ହୈୟାଙ୍ଗ ନିକଟ ସମୁଦ୍ରରୁ ଚାଇନାର ସ୍ମାର୍ଟ ଡ୍ରାଗନ୍-୩…
ୟୁକ୍ରେନ୍ ଯୁଦ୍ଧରେ ଭାରତୀୟଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୧୪।୧: ୟୁକ୍ରେନ୍ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାରେ ନିୟୋଜିତ ହୋଇ ଯୁଦ୍ଧ କରୁଥିବା କେତେଜଣ ଭାରତୀୟ ଯୁବକ ଇତିମଧ୍ୟରେ ପ୍ରାଣ ହରାଇଲେଣି। ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ସମ୍ପର୍କୀୟମାନଙ୍କ ଆକୁଳ ନିବେଦନ ସତ୍ତ୍ୱେ…
କଂସବଧ ସହ ସରିଲା ୧୧ଦିନ ବ୍ୟାପି ଧନୁଯାତ୍ରା
ମଥୁରାନଗରୀ,୧୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ ବ୍ୟାପି ହୋଇଥିବା ଏହି ମହୋତ୍ସବରେ କଂସବଧ ଦୃ୍ଯାଭିନୟ ଅଭିନୀତ ହୋଇଥିଲା। କଂସବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଚଳିତବର୍ଷ ଧନୁଯାତ୍ରା ମହୋତ୍ସବ…
ମହାକୁମ୍ଭ: ପ୍ରଥମ ଦିନରେ ବୁଡ଼ ପକାଇଲେ ୧.୬୫ କୋଟି
ମହାକୁମ୍ଭ ନଗର,୧୩।୧: ଉତ୍ତର ପ୍ରଦେଶର ଧର୍ମନଗରୀ ପ୍ରୟାଗରାଜରେ ସୋମବାର ମହାକୁମ୍ଭ ଆରମ୍ଭ ହେଉଛି। ପୌଷ ପୂର୍ଣ୍ଣିମା ଅବସରରେ ଗଙ୍ଗା, ଯମୁନା ଓ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ସଙ୍ଗମସ୍ଥଳରେ ସୋମବାର ୧ କୋଟି ୬୫ ଲକ୍ଷ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି।…
ଦିଲ୍ଲୀରୁ ଓଡ଼ିଆରେ ନବୀନଙ୍କୁ ଟାର୍ଗେଟ କଲେ ମୋଦି, ସମସ୍ତେ କାବା!
ନୂଆଦିଲ୍ଲୀ,୧୩।୧: ଆୟୁଷ୍ମାନ ଭାରତ ଯୋଜନା ପାଇଁ ସୋମବାର ଏମଓୟୁ ସ୍ବାକ୍ଷର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ ।…
ଓଡ଼ିଶାରେ ଆୟୁଷ୍ମାନ ପାଇଁ MoU, ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସୁବିଧା
ଭୁବନେଶ୍ୱର,୧୩।୧: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ MoU। ଦିଲ୍ଲୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ MoU ହୋଇଛି। ତେବେ ଓଡ଼ିଶାରେ ଆୟୁଷ୍ମାନ ପାଇଁ MoU ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି,…
ଚାଇନାରୁ ଆସିଲା ଖୁସି ଖବର, କମିଲା HMPV ସଂକ୍ରମଣ
ବେଜିଂ,୧୩।୧: ଭାରତରେ HMPV ଭାଇରସ ମାମଲା ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଦେଶର ଅନେକ ରାଜ୍ୟରୁ ଏହି ଭାଇରସର ମାମଲା ରିପୋର୍ଟ ହୋଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି ଭାଇରସର କବଳରେ ଏବେ ଅନେକ ପଡ଼ୋଶୀ ଦେଶ ମଧ୍ୟ ଆସିଯାଇଛନ୍ତି। ଏପରି ପରିସ୍ଥିତିରେ,…
ଖଟ୍ଟରଙ୍କ ବିବାଦୀୟ ବୟାନକୁ ନେଇ ରାଗିଲା କଂଗ୍ରେସ
ନୂଆଦିଲ୍ଲୀ,୧୩।୧: କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ରବିବାର ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ଜବାହରଲାଲ ନେହେରୁ ‘ଆକ୍ସିଡେଣ୍ଟାଲି’ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ରୋହତକର ଏକ କାର୍ଯ୍ୟକ୍ରମରେ ଖଟ୍ଟର ଏହି ମନ୍ତବ୍ୟ ଦେଇଥିଲେ ଯେଉଁଠାରେ ସେ ଏହା ମଧ୍ୟ…
ମାଛ ବଞ୍ଚାଇ ଘର ପୋଡ଼ିଲେ
ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ। ହେଲେ କାଲିଫର୍ନିଆର ଲସ୍ଏଞ୍ଜେଲ୍ସରେ ଲାଗିଥିବା ନିଆଁକୁ ସହଜରେ ଆୟତ୍ତ କରିପାରୁନାହିଁ। ଜାନୁଆରୀ ୭ ତାରିଖରୁ ଲାଗିଥିବା ନିଆଁରେ ୧୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ହଜାରରୁ ଅଧିକ ଘର ପୋଡ଼ି…
ଏବେ ଶଙ୍ଖଭବନ ପାଲଟିଛି ହୋଟେଲ, ୮୦ ଟଙ୍କାରେ ମିଳୁଛି ମିଲ୍, ଗ୍ରାହକ କହୁଛନ୍ତି ଭିତିରି କଥା…
ଭୁବନେଶ୍ୱର,୧୩ା୧: ବିଜେଡି ପାର୍ଟି ଅଫିସ ଏବେ ଲୋକଙ୍କ ପାଇଁ ହୋଟେଲ ସାଜିଛି। ଏଠାରେ ଖାଲି ଯେ, ଦଳୀୟ କର୍ମୀ ଖାଇଥାନ୍ତି ତା’ ନୁହେଁ, ଏଠାରେ ସାଧାରଣ ଲୋକ ବି ଖାଉଛନ୍ତି ମିଲ୍। ମିଲ୍ ମାଗଣା ନୁହେଁ, ମିଲ୍ର ଦାମ୍ ରହିଛି ମାତ୍ର…
ଜଳିଗଲା ୧୫୦ ବିଲିୟନ୍ ଡଲାର ସମ୍ପତ୍ତି
ଲସ୍ଏଞ୍ଜେଲ୍ସ,୧୩ା୧: ଲସ୍ଏଞ୍ଜେଲ୍ସ ନିଅଁା ବ୍ୟାପିବାରେ ଲାଗିଥିବାବେଳେ ଶକ୍ତ ସାଣ୍ଟା ଆନା ପବନ ସାଙ୍ଗକୁ ପାଗରେ ଶୁଷ୍କତା ଏହାକୁ ସୁହାଉଛି। ନିଅଁାରେ ବହୁ ଲୋକଙ୍କ ଘରଦ୍ୱାର ଜଳିଯାଇଛି। ୧,୫୦,୦୦୦ ବାସହରାଙ୍କୁ ଇଭାକ୍ୱେଶନ୍ ସେଣ୍ଟରରେ ରଖାଯାଇଥିବାବେଳେ ଅତିରିକ୍ତ ୨ ଲକ୍ଷ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ…

