Home Middle

ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ: ଆସିପାରେ ବଡ଼ ନିଷ୍ପତ୍ତି

ପୁରୀ,୨୯ା୭: ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ ବସିବ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସ୍‌ଆଇ ସହ ଏହି ବୈଠକ ବସିବ। ଉକ୍ତ ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ଆଲୋଚନା ହେବା ସହ ବଡ଼…

ଅବକାରୀ ଜଏଣ୍ଟ କମିଶନରଙ୍କ ଘରେ ରେଡ୍‌

ଭୁବନେଶ୍ୱର,୨୯ା୭: ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ଶ୍ରୀ ମିଶ୍ରଙ୍କ ଘରେ ରେଡ୍‌ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ଚାଲିଥିବା ଜଣାପଡ଼ିଛି। ଏକାସାଙ୍ଗରେ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌…

ମୋତେ ହରେଇବ ଯଦି ୧୦ ଲକ୍ଷ ଡଲାର ଦେବି, ବାଇଡେନଙ୍କୁ କାହିଁକି ଏମିତି ଅଫର ଦେଇଥିଲେ ଟ୍ରମ୍ପ

ଓ୍ବାଶିଂଟନ,୨୯ା୭: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ନିଜକୁ ଦୂରେଇ ନେଇଛନ୍ତି। ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ବାଇଡେନଙ୍କ ମଧ୍ୟରେ ସର୍ବଦା ଏକ ନିର୍ବାଚନ ପ୍ରତିଯୋଗିତା ରହିଆସିଛି। ଟ୍ରମ୍ପଙ୍କ ଦ୍ୱାରା ବାଇଡେନଙ୍କୁ ଏହା ପ୍ରଥମ…

ଓଡ଼ିଶାକୁ ଆସିବେ ୫ ବାଘ, ସଫଳତାକୁ ନେଇ ଆଶଙ୍କା

ଭୁବନେଶ୍ୱର, ୨୯ା୭(ଅସମାପିକା ସାହୁ): ଓଡ଼ିଶାରେ ବାଘବଂଶ ବୃଦ୍ଧି ପାଇଁ ଯୋଜନା କରିଛି ବନ ବିଭାଗ। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୪ ବାଘୁଣୀ ସହ ୫ ମହାବଳ ବାଘ ଆସିବେ। ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଏବଂ କେନ୍ଦ୍ର ଜଙ୍ଗଲ,…

ବଦଳିଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ: ଶାଶ୍ୱତ ମିଶ୍ରଙ୍କ ସ୍ଥାନ ନେଲେ ଏହି ଆଇଏଏସ୍‌

ଭୁବନେଶ୍ୱର,୨୮।୭: ରାଜ୍ୟପାଳ ରଘୁବର ଦାସଙ୍କ ପ୍ରମୁଖ ସଚିବଙ୍କ ବଦଳି ହୋଇଛି। ଏନ୍‌ବିଏସ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଶାଶ୍ୱତ…

ନିମ୍ନ ଅଦାଲତଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୮ା୭: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି (ସିଜେଆଇ) ଡି.ଏ. ଚନ୍ଦ୍ରଚୂଡ଼ ପୁଣି ଥରେ ନିମ୍ନ ଅଦାଲତର ବିଚାରପତିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଅପରାଧର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆବେଦନକାରୀଙ୍କୁ ଜାମିନ ନାମଞ୍ଜୁର କରିବା ଅତ୍ୟନ୍ତ ସନ୍ଦେହଜନକ ମନେହୁଏ। ପ୍ରଧାନ ବିଚାରପତି…

ଭାରତକୁ ପ୍ରଥମ ପଦକ ମିଳିବା ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: ମନୁ ଭାକରଙ୍କ ପାଇଁ କହିଲେ ଏମିତି କଥା

ନୂଆଦିଲ୍ଲୀ,୨୮।୭: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଛନ୍ତି ମନୁଭାକର। ସେ ୧୦ ମିଟର ଏୟାର ପିସ୍ତଲରେ ପ୍ରଥମ ଭାରତୀୟ ମହିଳା ଭାବେ ପ୍ରେଞ୍ଜ ପଦକ ଜିତିଛନ୍ତି। ତାଙ୍କ ସଫଳତାରେ ଭାରତରେ ଖୁସିର ମାହୋଲ ଦେଖାଯାଇଛି। ଏଥିରେ ସାମିଲ ହୋଇନ୍ତି ପ୍ରଧାନମନ୍ତ୍ରୀ…

ଇତିହାସ ରଚିଲେ ମନୁ ଭାକର: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ

ପ୍ୟାରିସ୍‌,୨୮।୭: ପ୍ୟାରିସ୍‌ ଅଲିମ୍ପିକ୍ସରେ ମନୁ ଭାକର ଭାରତର ପଦକ ଖାତା ଖୋଲିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ…

ଏହି ନେତାଙ୍କୁ ବିରୋଧୀ ଦଳର ନେତା ବାଛିଲେ ଅଖିଳେଶ

ଲକ୍ଷ୍ନୌ,୨୮ା୭: ଉତ୍ତରପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା କିଏ ହେବେ ସେନେଇ ଉତ୍ତରପ୍ରଦେଶ ରାଜନୀତିରେ ଦୀର୍ଘଦିନ ଧରି ଚାଲିଥିବା ଆଲୋଚନା ଶେଷ ହୋଇଛି। ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ସମାଜବାଦୀ ପାର୍ଟି ଦ୍ୱାରା ପ୍ରସାଦ ପାଣ୍ଡେଙ୍କ ନାମ ଅନୁମୋଦନ ହୋଇଛି।…

ଆଇଏଏସ୍‌ କୋଚିଂ ସେଣ୍ଟରରେ ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁ: ମାଲିକଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୮ା୭: ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ପ୍ରବଳ ବର୍ଷା ପରେ ରାଓ ଆଇଏଏସ୍‌ କୋଚିଂ ସେଣ୍ଟର ବିଲ୍ଡିଂର ତଳ ମହଲାରେ ପାଣି ହୋଇଯିବାରୁ ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁଘଟିଛି। ସମସ୍ତ ୩ ଛାତ୍ର ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।…

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି

ଭୁବନେଶ୍ୱର,୨୮ା୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଆସନ୍ତାକାଲି ଜୁଲାଇ ୨୯ ତାରିଖ (ସୋମବାର) ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

‘ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଭୁଲ୍‌ ଥିଲା’

ନୂଆଦିଲ୍ଲୀ,୨୮ା୭: ନୂଆଦିଲ୍ଲୀରେ ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ବଜେଟ୍‌ରେ ଭେଦଭାବ ଅଭିଯୋଗ କରି କିଛି ଅଣ-ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri