Home Middle

ଏବେ ଆମେରିକୀୟ ନାଗରିକ ହେବା ସହଜ ନୁହେଁ, ଜାଣନ୍ତୁ ଟ୍ରମ୍ପ ପରିବର୍ତ୍ତନ କରିଥିବା ଜନ୍ମଗତ ନାଗରିକତା ଆଇନ କ’ଣ? ପ୍ରଭାବିତ ହେବେ…

ଓ୍ବାଶିଂଟନ,୨୧।୧: ନାଗରିକତା ପ୍ରଦାନ ପାଇଁ ପ୍ରତ୍ୟେକ ଦେଶର ନିଜସ୍ବ ଆଇନ ରହିଛି। ବାହାରୁ ଆସୁଥିବା ବ୍ୟକ୍ତି କେବେ ଏବଂ କିପରି ନାଗରିକତା ପାଇବେ ତାହା ସେହି ଦେଶର ସମ୍ବିଧାନ ଉପରେ ନିର୍ଭର କରେ। ଏହି ନାଗରିକତା ଆଇନରେ, ଜନ୍ମାଧିକାର ନାଗରିକତା ଆଇନ…

ଧନୁଯାତ୍ରା ଦେଖିବାକୁ ଯାଇ ବଳାତ୍କାର ଘଟଣା! ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ,୨୧।୧(ପ୍ରେମାନନ୍ଦ ଖମାରୀ): ବରଗଡ ଧନୁଯାତ୍ରା ଦେଖିବାକୁ ଯାଇ ଯୁବତୀଙ୍କୁ ବଳାତ୍କାର କରିବା ଘଟଣାକୁ ନେଇ ଆସିଲା ବଡ଼ ଖବର। ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ରାକେଶ ଡନସେନାକୁ ଗିରଫ କଲା ପୋଲିସ। ଟିଟିଲାଗଡ଼ ରେଲୱେ ଷ୍ଟେସନରୁ ଅଭିଯୁକ୍ତଙ୍କୁ ଗିରଫ…

ଟ୍ରମ୍ପ କଲେ ହୁଙ୍କାର, ଥରହର ଦିଲ୍ଲୀ! ଏବେ ବନ୍ଧୁତା ନା ଶତ୍ରୁତା?

ନୂଆଦିଲ୍ଲୀ,୨୧।୧:ଆରମ୍ଭ ହେଲା ହ୍‌ାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ। ଆମେରିକା ଦଖଲ କରି ରାଷ୍ଟ୍ରପତି ଗାଦି ସମ୍ଭାଳିଲେ ଟ୍ରମ୍ପ। କିନ୍ତୁ ଶପଥ ନେଉ ନେଉ ଟ୍ରମ୍ପ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଭାରତର ଟେନଶନ ବଢିଛି। ଏବେ…

ଦାୟିତ୍ୱ ନେଉ ନେଉ ଧମକ ଦେଲେ ଟ୍ରମ୍ପ, ଥରିଲେ ଦୁଇ ମହାଶକ୍ତି! ଭିଡିଓ କଲ୍‌ରେ କଥା ହେଲେ…

ଓ୍ବାଶିଂଟନ୍‌,୨୧।୧: ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଚହଳ ପଡିଛି। କାରଣ ଶପଥ ଗ୍ରହଣ ପରେ ସେ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଦୁଇ ମହାଶକ୍ତି ଥରି ଉଠିଛନ୍ତି। ଆମେରିକା ଦଖଲ କରିବା ପରେ…

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ Task Force ଗଠନ

ଭୁବନେଶ୍ୱର,୨୧।୧: ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଯେଉଁ Task Force ଗଠନ କରାଯାଇଛି। ସେଥିରେ କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲାକା ଏବଂ ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗୋଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ…

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ: ଆସିଲା ଲିଷ୍ଟ୍‌

ଭୁବନେଶ୍ୱର,୨୧।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ଏକ ଅତିଥି ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ…

ନବ ଦାସଙ୍କ ହତ୍ୟା ପଛରେ କିଏ? ଅସଲ ମଞ୍ଜି କଥା କହିଦେଲେ କଂଗ୍ରେସ ନେତା, ରାଜନୀତିରେ ଚହଳ

ଭୁବନେଶ୍ୱର,୨୧।୧: ତତ୍‌କାଳୀନ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗତ ଏକ ସପ୍ତାହ ଧରି ନବଙ୍କ ହତ୍ୟାକାଣ୍ଡର ତଦନ୍ତ ଜନିତ ତ୍ରୁଟିର ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏହି…

ଭାରତ ସମେତ ୧୧ ଦେଶକୁ ଧମକ ଦେଲେ ଟ୍ରମ୍ପ, ଖେଳିଗଲା ଆତଙ୍କ, ଏମିତି କ’ଣ କହିଦେଲେ…

ଓ୍ବାଶିଂଟନ୍‌,୨୧।୧: ଶପଥ ଗ୍ରହଣ ପରେ ଡୋନାଲ୍ଡ ଟ୍ରମ୍ପ ୪୭ତମ ରାଷ୍ଟ୍ରପତି ଭାବରେ ଆମେରିକାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ଆମେରିକାର…

ମାତ୍ର ୪ ଦିନରେ ୬ ହଜାରରୁ ୪ ଲକ୍ଷରେ ପହଞ୍ଚିଲା ଆଇଆଇଟି ବାବାଙ୍କ ଫଲୋଅର୍ସ

ପ୍ରୟାଗରାଜ,୨୧।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଆଇଆଇଟି ବାବା ଭାବରେ ପ୍ରସିଦ୍ଧି ଲାଭ କରିଥିବା ଅଭୟ ସିଂହ ଏବେ ନିଜେ ତାଙ୍କ ଖ୍ୟାତି ପାଇଁ ବିଚଳିତ। ସେ କୁହନ୍ତି, ଏହି ଖ୍ୟାତି ତାଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ପୂର୍ବରୁ ସେ ସହଜରେ…

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, କରେଣ୍ଟ ଲାଗି ଟଳିପଡ଼ିଲେ ଦମ୍ପତ୍ତି

କୋରାପୁଟ,୨୧।୧(ଅମିତାଭ ବେହେରା): ସୋମବାର ବିଳମ୍ବିତ ରାତିରେ ନନ୍ଦପୁର ବ୍ଲକର ଗେରୁପୁଟ ଗ୍ରାମ ନିକଟ ଜଙ୍ଗଲରେ ବିଦ୍ୟୁତ ସ୍ପର୍ଶରେ ଏକ ଦମ୍ପତିଙ୍କ ମୃତ୍ୟୁୁ ହୋଇଥିବା ନନ୍ଦପୁର ଥାନା ପକ୍ଷରୁ ଜଣାଯାଇଛି। ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ ଅଘଟଣ, ବବିଦ୍ୟୁତ ତାର ସଂସ୍ପର୍ଶରେ ଆସି…

ମେଳା ବି ଡିଜି

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭମେଳାର ସେକ୍ଟର ୧୯ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୮ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଛି। ଦେଖିବାକୁ ଗଲେ ଏହି ଘଟଣାକୁ ଏକ ମାରାତ୍ମକ ଘଟଣା ବୋଲି କହିହେବ ନାହିଁ। କିନ୍ତୁ ଆବଶ୍ୟକତାଠାରୁ ଅଧିକ ପ୍ରଚାର ହୋଇଛି ଏହି…

ପାକିସ୍ତାନର ନିଦ ହଜାଇଲେ ଡୋନାଲ୍ଡ ଟ୍ରମ୍ପ: ଶପଥ ଗ୍ରହଣବେଳେ କହିଦେଲେ ଏମିତି କଥା

ଓ୍ବାଶିଂଟନ୍‌,୨୧।୧: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ପୁଣି ଶପଥ ନେଇଛନ୍ତି। ସେ ତାଙ୍କ ବକ୍ତବ୍ୟରେ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ମଧ୍ୟ ଦେଇଛନ୍ତି। ଆତଙ୍କବାଦୀ ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଇଙ୍ଗିତ ଦେଇଛନ୍ତି। ସେ କହିଛନ୍ତି, ଆମେରିକା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?