Home Middle

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି- ୨୦୨୦: ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ ଏତିକି ହେବା ଜରୁରୀ

ଭୁବନେଶ୍ୱର,୨୦।୧: ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି, ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ ବୟସ ହେଲେ ନାମଲେଖାଇବା ନିୟମକୁ ଦେଇ କୁ ସଂଶୋଧିତ କରିଛନ୍ତି। ସରକାରଙ୍କ ବିଜ୍ଞପ୍ତିରେ ଉଲ୍ଲେଖ…

ବିଷାକ୍ତ ଦୟା ନଦୀ ପାଣି: ଚାରି ଜଣଙ୍କ ମୃତ୍ୟୁ ପରେ ବ୍ୟବହାର ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୦।୧: ପୁରୀ ଜିଲାର ସ୍ୱାସ୍ଥ୍ୟ ବିଭାଗ ସୋମବାର ଦୟା ନଦୀର ପାଣି ସମ୍ପୂର୍ଣ୍ଣ ପ୍ରଦୂଷିତ ବୋଲି ନିଶ୍ଚିତ କରିଛି ଏବଂ ସ୍ଥାନୀୟ ଲୋକଙ୍କୁ ଏହାକୁ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛି। ଗତ 15 ଦିନରେ ଜିଲାର କଣାସ ବ୍ଲକର ଗୋପୀନାଥପୁର…

ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିବ ଏତିକି ଟଙ୍କା ଦରମା

ୱାଶିଂଟନ,୨୦।୧:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି କ୍ଷମତା ଗ୍ରହଣ କରିବାକୁ ଯାଉଛନ୍ତି। ଆମେରିକୀୟ ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କୁହାଯାଏ, ଯାହାଙ୍କ ପାଖରେ ଅନେକ ବିଶେଷ କ୍ଷମତା ଅଛି। ଏହି ପଦବୀରେ ରହିବା ପାଇଁ, ଆମେରିକାର ରାଷ୍ଟ୍ରପତିଙ୍କୁ କୋଟି…

ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: କୋର୍ଟ ଦେଲେ ବଡ଼ ରାୟ

ରାଞ୍ଚି,୨୦।୧:ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ମାନହାନି ମାମଲା ଉପରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିଛନ୍ତି। ମାମଲା ଶେଷ କରିବାକୁ ଦାବି କରି ଅଭିଯୋଗକାରୀଙ୍କୁ ଏକ ନୋଟିସ ଜାରି କରାଯାଇଛି। ୨୦୧୮ରେ, ଜଣେ ଭାଜପା…

କୋର୍ଟଙ୍କ ରାୟରେ ମୁଁ ସନ୍ତୁଷ୍ଟ ନୁହେଁ, କାହିଁକି ଏମିତି କହିଲେ ମମତା

କୋଲକାତା,୨୦।୧: କୋଲକାତାର ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି, କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ କୋର୍ଟର ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି। ସେ କହିଥିଲେ, ଆମେ…

କ୍ରିକେଟ୍‌ରେ ବଡ଼ ଓଲଟପାଲଟ: ସାରା ବିଶ୍ୱ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୦।୧: କ୍ରିକେଟରେ ଇତିହାସ କେବେ ବଦଳିଯାଏ ତାହା କେହି ଜାଣନ୍ତି ନାହିଁ। ଏବେ ନାଇଜେରିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଏହି ଓଲଟପାଲଟ ଦେଖି କ୍ରିକେଟ ଜଗତ ଆଶ୍ଚର୍ଯ୍ୟ ହୋଇଗଲା। ନାଇଜେରିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ ରନରେ ବିଜୟୀ…

ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ମଧ୍ୟାହ୍ନଭୋଜନରେ ଅତିଥି ଖାଇବେ ଏସବୁ ଖାଦ୍ୟ

ଓ୍ବାଶିଂଟନ,୨୦ା୧: ସୋମବାର ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। ଶପଥ ଗ୍ରହଣ ପରେ କ୍ୟାପିଟାଲର ଷ୍ଟାଚ୍ୟୁରୀ ହଲ୍‌ରେ ତାଙ୍କର ଉଦ୍‌ଘାଟନୀ ମଧ୍ୟାହ୍ନଭୋଜନରେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବେ ଅତିଥି। ଏପରି ପରିସ୍ଥିତିରେ ଆସନ୍ତୁ ଦେଖିବା ମଧ୍ୟାହ୍ନଭୋଜନରେ…

ଟ୍ରମ୍ପ୍‌ଙ୍କ ଆରମ୍ଭ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ୨୦ ଜାନୁଆରୀ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ନେବେ। ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ସକାଶେ ଚୁକ୍ତି ହୋଇଯାଇଥିବାରୁ ଶପଥ ଗ୍ରହଣର ୨୪ ଘଣ୍ଟା ପୂର୍ବରୁ ୧୯ ଜାନୁଆରୀରେ ଏହା କାର୍ଯ୍ୟକାରୀ ହୋଇଛି। ଇତିମଧ୍ୟରେ…

ଆଜି ଶପଥ ନେବେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୦ା୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଶପଥ ଗ୍ରହଣ କରିବେ। ଶପଥ ଉତ୍ସବକୁ ବହୁ ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି, ବ୍ୟବସାୟୀ ଏବଂ ଗଣମାଧ୍ୟମ ତାରକାଙ୍କ ସମେତ ଦେଶବିଦେଶରୁ ଅନେକ ହଜାର ବ୍ୟକ୍ତିବିଶେଷ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ତେବେ…

ବିବାହ ବନ୍ଧନରେ ବାନ୍ଧିହେଲେ ଗୋଲ୍‌ଡେନ ବୟ ନୀରଜ

ନୂଆଦିଲ୍ଲୀ,୧୯।୧: ଖେଳପ୍ରେମୀଙ୍କ ପାଇଁ ଆସିଲା ଏକ ବଡ଼ ଖୁସି ଖବର। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଗୋଲ୍‌ଡେନ ବୟ ତଥା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା। ଏନେଇ ନୀରଜ ସୋସିଆଲ ମିଡିଆ ‘ଏକ୍ସ’ରେ ବିବାହ ଫଟୋ ଶେୟାର କରି ସମସ୍ତଙ୍କୁ ଚମକାଇ…

ଗାଜାରେ ଥମିଗଲା ବନ୍ଧୁକର ଗର୍ଜନ

ତେଲ ଆଭିବ,୧୯।୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷରେ ଶେଷରେ ଏକ ଯୁଦ୍ଧବିରତି ହୋଇଛି। ରବିବାର ଶେଷ ମୁହୂର୍ତ୍ତରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଥିଲେ ଯେ ହମାସ ବନ୍ଧକଙ୍କ ତାଲିକା ଶେୟାର ନ କରିବା ପର୍ଯ୍ୟନ୍ତ ଯୁଦ୍ଧବିରତି କାର୍ଯ୍ୟକାରୀ ହେବ…

କିଏ କରିଥିଲା ନବ ଦାସଙ୍କ ହତ୍ୟା ? ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ଼ ଦାବି

ଭୁବନେଶ୍ୱର,୧୯ା୧: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ସରକାର ଏବଂ ବିରୋଧୀ ଦଳର ନେତାଙ୍କ ବୟାନ ବାଜି ମଧ୍ୟରେ ସିବିଆଇ ତଦନ୍ତ କରିଛନ୍ତି ଝିଅ ଦୀପାଳି ଦାସ। ଏହାରି ମଧ୍ୟରେ ବରଗଡ଼ ଲୋକସଭା ସାଂସଦ ବଡ଼ ବୟାନ ଦେଇଛନ୍ତି। ପ୍ରଦୀପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri