ଯୁଦ୍ଧ ପାଇଁ ଜାପାନରୁ ପ୍ରୟାଗରାଜ, ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ମହାକୁମ୍ଭରେ ହେବ ଯଜ୍ଞ
ପ୍ରୟାଗରାଜ/ଟୋକିଓ,୧୯।୧: ଜାପାନରୁ ମହାମଣ୍ଡଳେଶ୍ୱର ଯୋଗ ମାତା କୈଲାଦେବୀ (ପୂର୍ବ ନାମ କେଇକୋ ଆଇକାୱା)ଙ୍କ ପ୍ରାୟ ୧୫୦ ଜଣ ଜାପାନୀ ଶିଷ୍ୟ ଜାନୁଆରୀ ୨୬ ତାରିଖରେ ମହାକୁମ୍ଭକୁ ଆସି ଗଙ୍ଗାରେ ବୁଡ଼ ପକାଇବେ। ଜାପାନୀ ବଂଶୋଦ୍ଭବ କେଇକୋ ଆଇକାୱାଙ୍କୁ ଜୁନା ଆଖରା କୈଲାଦେବୀ…
ନବ ଦାସ ହତ୍ୟା ମାମଲାର ହେବ CBI ତଦନ୍ତ, ଦୀପାଳି କହିଲେ ବଡ଼ କଥା
ଭୁବନେଶ୍ୱର,୧୯ା୧: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବଡ ପ୍ରତିକ୍ରିୟା ଦେଇଛନ୍ତି ଝିଅ ଦୀପାଳି ଦାସ। ପୂର୍ବରୁ ଅନେକ ଥର ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ହେଉଥିଲା ବେଳେ ଏହି ସ୍ୱର ଆହୁରି ମଜବୁଥ୍ ହୋଇଛି।…
୪ ବର୍ଷର ଝିଅକୁ ମାରି ନାଳରେ ପିଙ୍ଗିଦେଲେ ପଡ଼ୋଶୀ
ବଣାଇ,୧୯ା୧: ୪ ବର୍ଷର ଝିଅକୁ ମାରି ନାଳରେ ପିଙ୍ଗିଦେଲେ ପଡ଼ୋଶୀ। ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ବଣାଇ ଅଞ୍ଚଳର ଗୁରୁଣ୍ଡିଆ ଥାନା ଜଡ଼ା ଗାଁରେ। ଏନେଇ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା ବେଳେ ହତ୍ୟା ସନ୍ଦେହରେ ପଡ଼ୋଶୀଙ୍କୁ ଅଟକ ରଖାଯାଇଛି।
ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ ପଛରେ ବାଂଲାଦେଶୀ ଲିଙ୍କ, ଏହି କାମ ପାଇଁ ଭାରତ ଆସିଥିଲା ଅଭିଯୁକ୍ତ
ମୁମ୍ବାଇ,୧୯ା୧: ୧୬ ଜାନୁଆରୀ ବିଳମ୍ବିତ ରାତିରେ ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମୁମ୍ବାଇ ପୋଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛି। ମୁମ୍ବାଇ ପୋଲିସ ଡିସିପି ଦୀକ୍ଷିତ ଗେଡାମ ଗଣମାଧ୍ୟମକୁ କହିଛନ୍ତି ଯେ ଜଣେ ଅଭିଯୁକ୍ତଙ୍କୁ…
ଖୁବ୍ଶୀଘ୍ର ଆରମ୍ଭ ହେବ ମହାନଦୀ ରିଭରଫ୍ରଣ୍ଟ, ଡିପିଆର ଅନୁମୋଦନ କଲେ ରାଜ୍ୟ ସରକାର
କଟକ,୧୯ା୧(କାର୍ତ୍ତିକ ସାହୁ): ସାବରମତୀ ଢାଞ୍ଚାରେ ମହାନଦୀ ରିଭରଫ୍ରଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ବାସ୍ତବ ରୂପ ନେବାକୁ ଯାଉଛି। ସମ୍ବଲପୁର ଓ କଟକରେ ମହାନଦୀ ରିଭରଫ୍ରଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ କଟକ ବାଲିଯାତ୍ରାର ଉଦ୍ଘାଟନୀ…
ଫରେନସିକ ତଥ୍ୟକୁ ନେଇ ହଇଚଇ: ଦୀପାଳିଙ୍କ ଉପରେ ବଡ଼ ଅଭିଯୋଗ ଲଗାଇଲେ ମନ୍ତ୍ରୀ
ଝାରସୁଗୁଡ଼ା/ଭୁବନେଶ୍ୱର,୧୯ା୧(ଆଶିଷ ରଞ୍ଜନ ଦାଶ/ସୁନିତ୍ ମିଶ୍ର): ନବ ଦାସ ହତ୍ୟାକାଣ୍ଡ ନେଇ ରାଜ୍ୟ ଫରେନସିକ ସାଇନ୍ସ ରିପୋର୍ଟରେ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ ନବ ଦାସଙ୍କ ପଛରେ ଆସୁଥିବା ଗାଡ଼ିର ବାମ ପାର୍ଶ୍ୱରେ ୫ଟି ଗୁଳି ବାଜିଥିଲା। ଗାଡ଼ିରେ…
ରାଶନ କାର୍ଡ ହାତେଇଛନ୍ତି ୪ ଲକ୍ଷ ଆୟକରଦାତା
ଭୁବନେଶ୍ୱର,୧୯ା୧(ସୁନିତ୍ ମିଶ୍ର): ରାଶନକାର୍ଡ ତାଲିକାରେ ବଡ଼ ଧରଣର ଘୋଟାଲା ହୋଇଛି। ଆୟକର ଦାତାମାନେ ମଧ୍ୟ ହିତାଧିକାରୀ ସାଜି ରାଶନକାର୍ଡ ହାତେଇଛନ୍ତି। ଅଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ବଢ଼ିଚାଲିଛି। ଇ-କଓ୍ବୋଇସି କରିବା ଲାଗି ଧାର୍ଯ୍ୟ କରାଯାଇଥିବା ସମୟ ସରି ଆସୁଥିବାବେଳେ ଏପର୍ଯ୍ୟନ୍ତ ଆହୁରି ୪୧…
ଗାଡ଼ିର ବୀମା ନ ଥିଲେ ଏଣିକି ଟୋଲ୍ଗେଟ୍ ଦେଇ ଯାଇପାରିବେନି
ଭୁବନେଶ୍ୱର,୧୮ା୧: ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ଲାଗୁ ହେବ ମୋଟର ଯାନ ଆଇନ। ଏହି ଆଇନ ଅନୁଯାୟୀ, ମୋଟର ଯାନରେ ବୀମା ନ ଥିଲେ ଟୋଲ୍ଗେଟ୍ରେ ଯାଇପାରିବେ ନାହିଁ। ଅର୍ଥାତ୍ ସ୍ବୟଂକ୍ରିୟା ପ୍ରଣାଳୀରେ ଧରାପଡ଼ିଯିବେ। ଇ-ଡିଟେକ୍ସନ ପ୍ରକ୍ରିୟାରେ ଇ-ଚାଲାଣ ଜାରି ହେବ।…
କେଜରିଓ୍ବାଲଙ୍କ ଉପରେ ପଥରମାଡ଼, ଏଏପି କହିଲା ହାରିବା ଭୟରେ ଭାଜପା…
ନୂଆଦିଲ୍ଲୀ,୧୮।୧: ଆମ ଆଦମୀ ପାର୍ଟି (ଏଏପି) ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ ଏକ ବଡ଼ ଅଭିଯୋଗ ଆଣିଛି। ଆମ ଆଦମୀ ପାର୍ଟି କହିଛି ଯେ ଭାଜପା ଦିଲ୍ଲୀ ବିଧାନସଭା ନିର୍ବାଚନରେ ହାରିବାକୁ ନେଇ ଭୟଭୀତ। ଯେଉଁଥିବା ପାଇଁ ଭାଜପା ଏଏପିର…
‘ପାକିସ୍ତାନୀ ଆତଙ୍କବାଦ ଏକ କ୍ୟାନସର, ଯାହା ଏବେ ନିଜକୁ ଖାଇ ଚାଲିଛି,’ ଏସ. ଜୟଶଙ୍କର
ନୂଆଦିଲ୍ଲୀ,୧୮।୧: ପଡ଼ୋଶୀ ଦେଶ ପାକିସ୍ତାନର ପରିସ୍ଥିତି ଉପରେ କଟାକ୍ଷ କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ ପାକିସ୍ତାନକୁ ଏହାର ବର୍ତ୍ତମାନର ସମସ୍ୟା ପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସର୍ବଦା ସୀମାପାର ଆତଙ୍କବାଦକୁ ସମର୍ଥନ କରିଆସିଛି…
୪୨ ଦିନରେ ମୁକୁଳିବେ ୩୩ ବନ୍ଧକ ୭୩୭ କଏଦୀ, ବଦଳିବ ଗାଜାର ଚିତ୍ର
ଇସ୍ରାଏଲ,୧୮।୧: ଇସ୍ରାଏଲ କ୍ୟାବିନେଟ ଗାଜାରେ ହମାସ ସହିତ ପ୍ରସ୍ତାବିତ ଯୁଦ୍ଧବିରତି ଚୁକ୍ତିକୁ ପାସ୍ କରିଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବ। ଯଦି ଏହି ପର୍ଯ୍ୟାୟର ପ୍ରାରମ୍ଭିକ ଦିନଗୁଡ଼ିକ ଭଲ ଫଳାଫଳ ଦିଏ, ତେବେ ଆଲୋଚନା ଦ୍ୱିତୀୟ ପର୍ଯ୍ୟାୟକୁ ଆଗକୁ…
ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଏହି ୧୫ଖେଳାଳିଙ୍କ ଖୋଲିଲା ଭାଗ୍ୟ
ନୂଆଦିଲ୍ଲୀ,୧୮।୧:ଚାମ୍ପିଆନ୍ସ ଟ୍ରଫି ୨୦୨୫ ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ଦୁବାଇରେ ଖେଳାଯିବ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୫ ଜଣିଆ ଟିମ ଘୋଷଣ କରିଛି ଭାରତ । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା…
Archives


