ଭାଜପା ନେତା ଶଙ୍କର ପରିଡ଼ାଙ୍କ ପରଲୋକ
ଭୁବନେଶ୍ୱର,୩୦।୧୦: ପ୍ରସିଦ୍ଧ କବି ତଥା ବରିଷ୍ଠ ଭାଜପା ନେତା ଶଙ୍କର ପରିଡ଼ା ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏନେଇ ଗୁରୁବାର ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସେ ଅତୀତରେ ପୁରୀ ଜିଲା ଜିଲା ପରିଷଦ...
ଋଷିଆକୁ ଜୋରଦାର ଝଟ୍କା ଦେଲା ଭାରତ, କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୩୦।୧୦: ତୈଳ ଅନ୍ତର୍ଜାତୀୟ ରାଜନୀତିର ଚେସବୋର୍ଡରେ ଏକ ପ୍ରମୁଖ ମୁଦ୍ରା, ଏବଂ ଏହାର ପ୍ରଭାବ ଏବେ ଭାରତ-ରୁଷ ଶକ୍ତି ସମ୍ପର୍କରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ରୁଷ ଉପରେ ଲାଗୁ ହୋଇଥିବା କଠୋର ଆର୍ଥିକ ପ୍ରତିବନ୍ଧକର କଠିନତା...
ଚାଇନା ଉପରୁ ଟାରିଫ୍ ହଟାଇଲେ ଟ୍ରମ୍ପ
ଓ୍ବାଶିଂଟନ,୩୦ା୧୦: ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗଙ୍କ ସହ ସାକ୍ଷାତ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନା ଉପରୁ ଟାରିଫ୍ ବା ଶୁଳ୍କ ହ୍ରାସ କରିଛନ୍ତି। ଗୁରୁବାର ଦକ୍ଷିଣ କୋରିଆର ବୁସାନରେ ଟ୍ରମ୍ପ...
୬ବର୍ଷ ପରେ ଜିନପିଙ୍ଗଙ୍କୁ ଭେଟିଲେ ଟ୍ରମ୍ପ, ହେବ ବଡ଼ ଡିଲ୍
ଓ୍ବାଶିଂଟନ,୩୦।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଛଅ ବର୍ଷ ପରେ ସାକ୍ଷାତ କରିଛନ୍ତି। ଦୁଇ ନେତା ଦକ୍ଷିଣ କୋରିଆରେ ସାକ୍ଷାତ କରିଛନ୍ତି। ସେମାନେ ପରସ୍ପରକୁ ହାତ ମିଳାଇ ଅଭିବାଦନ କରିଛନ୍ତି। ବର୍ତ୍ତମାନ...
ନୂଆପଡ଼ା ଉପନିର୍ବାଚନ: ନେତା ଏପଟସେପଟ, ଭୋଟର ଦ୍ୱନ୍ଦ୍ୱରେ
ନୂଆପଡ଼ା,୩୦ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ଏକ ନୂଆ ଅଡୁଆ ବା ଦ୍ୱନ୍ଦ୍ୱ ଉଭୟ ପ୍ରାର୍ଥୀ ଓ ଭୋଟରଙ୍କୁ ଘାରିଛି। ଏହି ଉପନିର୍ବାଚନ ପୂର୍ବରୁ ବିଭିନ୍ନ ଦଳୀୟ ଓ ନିର୍ଦ୍ଦଳୀୟ ନେତା ଏପଟସେପଟ ହୋଇଛନ୍ତି। ଦିବଂଗତ...
ଓଡ଼ିଶାରେ ବେଆଇନ ଖଣି ଖନନ: କ୍ଷତିପୂରଣ ଅନାଦାୟକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ
ନୂଆଦିଲ୍ଲୀ,୩୦ା୧୦(ପି.ଟି./ ଲାଇଭ୍ ଲ): ଓଡ଼ିଶାରେ ଖଣି ଖନନ ନିୟମଗୁଡ଼ିକୁ ଉଲ୍ଲଂଘନ କରିଥିବା ଲିଜ୍ଧାରୀଙ୍କଠାରୁ ୨,୭୪୫ କୋଟି ଟଙ୍କାର କ୍ଷତିପୂରଣ ଆଦାୟ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲିଜ୍ଧାରୀମାନେ ଯେପରି ସରକାରୀ ରାଜସ୍ବ...
କମ୍ପାନୀ ମିଥ୍ୟାରେ ସରକାର ବି ବାଇଆ
ଭୁବନେଶ୍ୱର,୩୦ା୧୦ (ରବିନାରାୟଣ ଜେନା): ଓଡ଼ିଶାରେ ପୂବର୍ର୍ରୁ କେବଳ ଗରିବ ଗ୍ରାମୀଣ ଜନସାଧାରଣଙ୍କୁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଠକି ଅସତ୍ୟ କହିଆସୁଥିଲେ। ମୁଖ୍ୟତଃ ରାଜ୍ୟର ଖଣିଜ ପଦାର୍ଥରେ ଆକର୍ଷିତ ହୋଇ ଏହି କମ୍ପାନୀଗୁଡ଼ିକ ଓଡ଼ିଶାର ବିଭିନ୍ନ ଅନୁନ୍ନତ ଅଞ୍ଚଳରେ ଶିଳ୍ପ ବସାଇବା...
ଥାଇଲାଣ୍ଡରେ ଫସିଲେ ୫୦୦ ଭାରତୀୟ, ପ୍ରତ୍ୟାବର୍ତ୍ତନ ପାଇଁ ସରକାରଙ୍କ ଉଦ୍ୟମ
ନୂଆଦିଲ୍ଲୀ: ଚାଇନା ମାଫିଆ ଦ୍ୱାରା ପରିଚାଳିତ ଏକ ସାଇବର ଅପରାଧ ହବ୍ରେ ଜାଲରେ ଫସି କାମ କରୁଥିବା ପ୍ରାୟ ୫୦୦ ଭାରତୀୟ ନାଗରିକ ମ୍ୟାଁମାର୍ରୁ ଥାଇଲାଣ୍ଡକୁ ପଳାଇ ଆସିବା ପରେ ସେଠାରେ ଅଟକ ଅଛନ୍ତି। ସେମାନଙ୍କୁ ଦେଶକୁ ଫେରାଇ ଆଣିବା...
ପ୍ରଥମ ଥର ପାଇଁ ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକା: ଇଂଲଣ୍ଡଠାରୁ ନେଲା ପ୍ରତିଶୋଧ
ନୂଆଦିଲ୍ଲୀ,୨୯।୧୦: ଇତିହାସରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ ଦିନିକିଆ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ACA ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ବିଶ୍ୱକପ୍ ୨୦୨୫ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୧୨୫ ରନର ବଡ଼...
ଇତିହାସ ରଚିଲା Nvidia: ପ୍ରଥମ କମ୍ପାନୀ ଭାବେ ବଜାର ମୂଲ୍ୟ ଛୁଇଁଲା ୫ ଟ୍ରିଲିୟନ୍ ଡଲାର୍
ନୂଆଦିଲ୍ଲୀ,୨୯।୧୦: କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ବିପ୍ଳବ ଆଣିଥିବା ଚିପ୍ ନିର୍ମାତା କମ୍ପାନୀ Nvidia ବୁଧବାର ଇତିହାସ ସୃଷ୍ଟି କରି ବିଶ୍ୱର ପ୍ରଥମ କମ୍ପାନୀ ଭାବରେ ୫ ଟ୍ରିଲିୟନ୍ ଡଲାର୍ (ପାଖାପାଖି ୪୨୦ ଲକ୍ଷ କୋଟି ଟଙ୍କା) ର ବଜାର...
‘ସ୍ପିରିଟ୍’ରେ ମୁହାଁମୁହିଁ ହେବେ କୋରିଆନ୍ ଷ୍ଟାର୍ ଡନ୍ ଲି-ପ୍ରଭାସ: ଏପିକ୍ ଟକ୍କର ପାଇଁ ବଢ଼ିଲା ଉତ୍କଣ୍ଠା!
ମୁମ୍ବାଇ: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସ୍ପିରିଟ୍’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୋରିଆନ୍ ଅଭିନେତା ଡନ୍ ଲି (Don Lee), ଯିଏ ମା ଡଙ୍ଗ-ସିଓକ୍ (Ma Dong-seok)...
ଭାରତରେ ମୋନ୍ଥା ଜମାଇକାରେ ମେଲିସା କଲା ତାଣ୍ଡବ, ବର୍ଷ ଶେଷ ପୂର୍ବରୁ ଆଗକୁ ଆସୁଛି…
ନୂଆଦିଲ୍ଲୀ,୨୯।୧୦: ଭାରତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ଘୂର୍ଣ୍ଣିଝଡ଼ ମୋନ୍ଥା ମାଡ଼ ହୋଇଛି। ଏହି ସମୟରେ, ଜାମାଇକାରେ ଘୂର୍ଣ୍ଣିଝଡ଼ ମେଲିସା ମଧ୍ୟ ଭୟଙ୍କର ରୂପ ନେଇଛି। ଉଭୟ ଝଡ଼ ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ସହିତ ତାଣ୍ଡବ...
Archives


