Home Middle

ସୋନମ ଓ୍ବାଙ୍ଗଚୁକଙ୍କ ସ୍ତ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ: ଅଭିଯୋଗ ଆଣି କହିଲେ ପରିବାର ଇଚ୍ଛା ବିରୋଧରେ…

ନୂଆଦିଲ୍ଲୀ,୧୯ା୭: ବିଶିଷ୍ଟ ଶିକ୍ଷାବିତ୍‌ ତଥା ପରିବେଶବିତ୍‌ ସୋନମ ଓ୍ବାଙ୍ଗଚୁକଙ୍କ ସ୍ତ୍ରୀ ଗୀତାଞ୍ଜଳି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସଫଦରଜଙ୍ଗ ହସ୍ପିଟାଲରୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର ପାଇଁ ଗୀତାଞ୍ଜଳି ଆବେଦନ କରିଛନ୍ତି। ପରିବାର ଇଚ୍ଛା ବିରୋଧରେ ଚିକିତ୍ସା ହେଉଥିବା ଗୀତାଞ୍ଜଳି ଅଭିଯୋଗ କରିଛନ୍ତି।…

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ରହିଛି।…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ ଆକର୍ଷଣ କରିଥିଲେ। ମହାପ୍ରଭୁ ଗୋଟି ପହଣ୍ଡିରେ ରଥରୁ ସଅଳ ଆଗେଇ ଆସି ଭଉଣୀ,…

ଜନ୍ତର-ମନ୍ତରରେ ହଙ୍ଗାମା: CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଉପରକୁ କାଳି ଫିଙ୍ଗିଲେ ମହିଳା, ତା’ପରେ…

ନୂଆଦିଲ୍ଲୀ,୧୮।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସେଠାରେ ଅନଶନରେ ବସିଥିବା ବେଳେ ଜଣେ ମହିଳା ହଠାତ୍‌ ତାଙ୍କ ଉପରକୁ କାଳି ଫିଙ୍ଗିଛନ୍ତି। ଏହି ଘଟଣା ପରେ…

ସୋନମ ଓ୍ବାଙ୍ଗଚୁକ୍‌ଙ୍କୁ ପୋଲିସ ଉଠାଇନେବାବେଳେ କାହିଁକି ଘେରାଇଥିଲା ଧଳା ଚାଦର, ଭିଡିଓ ଭାଇରାଲ ପରେ…

ନୂଆଦିଲ୍ଲୀ,୧୮ା୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଜନ୍ତରମନ୍ତରରେ ଅନଶନରେ ବସିଥିବା ଶିକ୍ଷାବିତ୍‌ ସୋନମ ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଏକ ନୂଆମୋଡ଼ ଆସିଛି। ଦିଲ୍ଲୀ ପୋଲିସ ଓ୍ବାଙ୍ଗଚୁକ୍‌ଙ୍କୁ ପ୍ରତିବାଦ ସ୍ଥଳରୁ ନେଇଯାଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏହି…

ଇତିହାସ ରଚିଲା ଭାରତ: ଶ୍ରୀହରିକୋଟାରୁ ପ୍ରଥମ ଘରୋଇ ରକେଟ ଉତକ୍ଷେପଣ; ବିକ୍ରମ-୧ର ଐତିହାସିକ ଉଡ଼ାଣ

ହାଇଦ୍ରାବାଦ,୧୮।୭: ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରିଛି। ହାଇଦ୍ରାବାଦସ୍ଥିତ ଘରୋଇ ମହାକାଶ କମ୍ପାନୀ ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ବିକ୍ରମ-୧ ରକେଟ ଏହାର ପ୍ରଥମ କକ୍ଷପଥ ମିଶନ ପାଇଁ ଉତକ୍ଷେପଣ କରିଛି। ଏହି ମିଶନ କେବଳ ସ୍କାଏରୁଟ ପାଇଁ…

ବିକ୍ରମ-୧କୁ ନେଇ ଖୁସିରେ ଗଦ୍‌ଗଦ୍‌ ହେଲେ ମୋଦି: କହିଲେ, ଐତିହାସିକ ଆରମ୍ଭ

ହାଇଦ୍ରାବାଦ,୧୮।୭: ଆଜି ଭାରତର ମହାକାଶ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡି ହେବାକୁ ଯାଉଛି। ହାଇଦ୍ରାବାଦସ୍ଥିତ ସ୍କାଏରୁଟ ଏରୋସ୍ପେସ ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ ଉତକ୍ଷେପଣ କରିବ। ଏହି ଉତକ୍ଷେପଣ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଅନୁଷ୍ଠିତ ହେବ। ଏହାକୁ @ମିଶନ…

ଟାହିଆ ଖୋଲାଯିବା ନେଇ ବାଡ଼ଗ୍ରାହୀଙ୍କ ପ୍ରତିକ୍ରିୟା: ୪୫ ମିନିଟ୍‌ ଧରି ମହାପ୍ରଭୁ ନ ହଲିବାରୁ…

ପୁରୀ,୧୮ା୭: ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ ଉଠାଇବାରେ ସକ୍ଷମ ହୋଇ ନ ଥିଲେ। ଦୀର୍ଘ…

ସୋନମ ୱାଙ୍ଗଚୁକଙ୍କୁ ଜନ୍ତର-ମନ୍ତରରୁ ହଟାଯିବା ପରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା: କହିଲେ- ‘ଆଜିଠାରୁ ମୁଁ…’

ନୂଆଦିଲ୍ଲୀ,୧୮।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଅନଶନରେ ବସିଥିବା ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକଙ୍କୁ ୨୧ତମ ଦିନରେ ଦିଲ୍ଲୀ ପୋଲିସ ସେଠାରୁ ହଟାଇ ଡାକ୍ତରଖାନା ନେଇଛି। ଏହା ସହିତ ପୋଲିସ ସେଠାରୁ ବିକ୍ଷୋଭକାରୀମାନଙ୍କୁ ମଧ୍ୟ ଚାଲିଯିବାକୁ କହିଛି। ଦିଲ୍ଲୀ ପୋଲିସ ସ୍ପଷ୍ଟ ଭାବେ କହିଛି ଯେ,…

ସରକାର ନେଲେ ବଡ଼ ପଦକ୍ଷେପ: ବିକ୍ଷୋଭସ୍ଥଳରୁ ସୋନମ ୱାଙ୍ଗଚୁକଙ୍କୁ ହଟାଇଲା ଦିଲ୍ଲୀ ପୋଲିସ, ଉଠାଇନେଇ…

ନୂଆଦିଲ୍ଲୀ, ୧୮।୭: NEET ପେପର ଲିକ୍‌ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜନ୍ତର-ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶିକ୍ଷାବିତ୍‌ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀ ପୋଲିସ ସେଠାରୁ ହଟାଇ ଦେଇଛି। ଚିକିତ୍ସା ପାଇଁ ଦିଲ୍ଲୀ ପୋଲିସ ତାଙ୍କୁ ଡାକ୍ତରଖାନା ନେଇଛି। ଗତ…

୨୪ ଘଣ୍ଟାରେ ଦୁର୍ବଳ ହେବ ଲଘୁଚାପ: ଆଜି ଏହି ଜିଲାରେ…

ଭୁବନେଶ୍ୱର, ୧୮ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ପାଖାପାଖି ସମୁଦ୍ରପତ୍ତନଠାରୁ ୫.୮ କି.ମି. ପର୍ଯ୍ୟନ୍ତ ବିସ୍ତାରିତ ହୋଇରହିଛି। ଏହାର ପ୍ରଭାବରେ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆସନ୍ତା ୨୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?