Home Middle

ଆଫଗାନ୍‌ ମହିଳାଙ୍କ ଏକମାତ୍ର ରେଡିଓ ଷ୍ଟେଶନ ବନ୍ଦ

କାବୁଲ,୭/୨:୨୦୨୧ରେ ତାଲିବାନ୍‌ ଆଫଗାନିସ୍ତାନର ନିୟନ୍ତ୍ରଣ ନିଜ ହାତକୁ ନେବାର ୫ ମାସ ପୂର୍ବରୁ ରାଜଧାନୀ କାବୁଲରେ ଖୋଲାଯାଇଥିଲା ‘ରେଡିଓ ବେଗମ୍‌’। ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ଏହି ବେତାର ପ୍ରସାରଣ କେନ୍ଦ୍ର ସହ ଅନୁବନ୍ଧିତ ଏକ ସାଟେଲାଇଟ୍‌ ଚ୍ୟାନେଲ ‘ବେଗମ୍‌…

IND vs ENG: ନାଗପୁରରେ ଚମକିଲା ଭାରତ, ୪ ଉଇକେଟ୍‌ରେ ଇଂଲଣ୍ଡ ପରାସ୍ତ

ନାଗପୁର,୨୬।୨: ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟରେ ଶୁଭମନ ଗିଲ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛନ୍ତି, ଯିଏକି ୮୭ ରନର ଇନିଂସ ଖେଳଛନ୍ତି। ଏହା ବ୍ୟତୀତ ଶ୍ରେୟସ…

ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି: ତ୍ୱରିତ ସମାଧାନ କର, ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ, ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୬।୨: ଜନଶୁଣାଣି ପାଇଁ ଦାଖଲ ହେଉଥିବା ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାର କାର୍ଯ୍ୟକାରିତା ନେଇ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏ ନେଇ…

Delhi Election: ଚମକାଇଲା ଏକ୍‌ଜିଟ ପୋଲ, ଦିଲ୍ଲୀରେ ଏହି ଦଳ ଗଢିବ ସରକାର! ପଲଟିଲା ଗେମ୍‌

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ପୂର୍ବରୁ, ଏକଜିଟ ପୋଲ ଦାବି କରିଛି ଯେ ଭାଜପା ସରକାର ଗଠନ କରିବ। ଏହି ସମୟରେ, ଗୁରୁବାର (ଫେବୃଆରୀ ୬) ରେ, ଆକ୍ସିସ ମାଇ ଇଣ୍ଡିଆ ଏହି ସଂଖ୍ୟା ପ୍ରକାଶ କରିଛି। ଏହା…

କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର, ୬।୨: ଐତିହାସିକ କଟକ ବାଲିଯାତ୍ରାକୁ ମିଳିଛି ଜାତୀୟ ମାନ୍ୟତା। ଦୀର୍ଘ ଦିନ ହେଲା ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଲାଗି ଦାବି କରାଯାଉଥିଲା। ୨୦୨୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଚିଠି ଲେଖିଥିଲେ । ପୂର୍ବରୁ…

ଷୋଡଶ ଅର୍ଥ କମିଶନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଆଗାମୀ ପାଞ୍ଚ ବର୍ଷ ପାଇଁ କଲେ ଏତିକି କୋଟି ଦାବି

ଭୁବନେଶ୍ୱର,୬।୧: ୨୦୨୬-୩୧ ବର୍ଷ ପାଇଁ ରାଜ୍ୟ ସରକାର ଓଡିଶା ପାଇଁ ୧୨,୫୯,୧୪୮ କୋଟି ଟଙ୍କାର ଦାବି ଉପସ୍ଥାପନ କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୬ଶ ଅର୍ଥ କମିଶନଙ୍କ ସହିତ ଆଲୋଚନା ପରେ ଗଣମାଧ୍ୟମ ଆଗରେ ବିବୃତ୍ତିରଖି ଏହା କହିଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ବାଦ୍‌ ପଡ଼ିଲେ କୋହଲି, ଡେବ୍ୟୁ କରିବେ ୨ ଖେଳାଳି

ନାଗପୁର,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳାଯାଉଛି। ଏହାର ପ୍ରଥମ ମ୍ୟାଚ ଆଜି ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଇଂଲଣ୍ଡ ବିପକ୍ଷରେ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, ଅଭିଯୋଗ ଶୁଣାଣିରେ ଲୋକଙ୍କ ସମସ୍ୟା ସମାଧାନ ନ ହେଲେ…

ଭୁବନେଶ୍ୱର,୬।୨: ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ଜନଶୁଣାଣିରେ ଲୋକଙ୍କ ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ବା ସିଏମଓ…

‘ଜୀବନରେ ପ୍ରଥମଥର ପାଇଁ ମୁଁ ଭାଜପାକୁ ଭୋଟ ଦେଇଛି’; ଅଲ୍‌ ଇଣ୍ଡିଆ ଇମାମ୍‌ ଆସୋସିଏଶନ୍‌ ମୁଖ୍ୟ ମୌଲାନା ରଶିଦି ଦେଲେ ଚମକାଇବା ଭଳି ବୟାନ…

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ମତଦାନ ବୁଧବାର ଶେଷ ହୋଇଛି। ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଅଲ୍‌ ଇଣ୍ଡିଆ ଇମାମ୍‌ ଆସୋସିଏଶନ୍‌ର ଅଧ୍ୟକ୍ଷ ସାଜିଦ ରଶିଦି ଚମକାଇବା ଭଳି ବୟାନ ଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ…

Delhi Election: ଲିକ୍‌ ହେଲା ଭିତିରି ରେଜଲ୍ଟ, ଦିଲ୍ଲୀରେ ଏଥର…

ନୂଆଦିଲ୍ଲୀ,୬।୨: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ସମାପ୍ତ ହୋଇଛି। ରାଜଧାନୀରେ ମୋଟ ୬୦.୪୨ ପ୍ରତିଶତ ମତଦାନ ହୋଇଛି। ର୍ନିବାଚନ ଫଳାଫଳ ଫେବୃଆରୀ ୮ରେ ଘୋଷଣା କରାଯିବ। ଏହା ପୂର୍ବରୁ ଏକଜିଟ ପୋଲ ଆକଳନ ଆସିଛି, ଯାହା ଭାଜପା…

Bangladesh Violence: ରାଗିଗଲେ ହାସିନା, ୟୁନୁସ ସରକାରଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ, ବାଂଲାଦେଶରେ ଚହଳ

ଢାକା,୬।୨: ପୁଣି ନିଆଁର ଆଁରେ ବାଂଲାଦେଶ। ଦେଶରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି। ବୁଧବାର ବାଂଲାଦେଶର ପ୍ରତିଷ୍ଠାତା ତଥା ଶେଖ ହାସିନାଙ୍କ ବାପା ଶେଖ ମୁଜିବୁର ରହମାନଙ୍କ ଢାକାସ୍ଥିତ ବାସଭବନରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri