Home Middle

ମନ୍ଦିର ପରେ ‘ମହାପ୍ରସାଦ’କୁ ନେଇ ରାଜନୀତି କଲେ ମମତା, ରାଗିଗଲେ ପୁରୀ ସେବାୟତ

ପୁରୀ,୨୦।୬: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଘାର ଜଗନ୍ନାଥ ମନ୍ଦିରରୁ ‘ପ୍ରସାଦ’କୁ ‘ମହାପ୍ରସାଦ’ ଆଖ୍ୟା ଦେଇ ରାଜ୍ୟବ୍ୟାପୀ ବଣ୍ଟନ କରି ଏକ ବ୍ୟାପକ ଧାର୍ମିକ ପ୍ରଚାର ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଏହି ପଦକ୍ଷେପ ରାଜନୈତିକ…

ମୋଦିଜୀ ସୁ-ସ୍ବାଗତମ୍‌

ସାଢ଼େ ଚାରି କୋଟି ଓଡ଼ିଆ ସହିତ ମିଶି ମୁଁ ଜଣେ ଓଡ଼ିଆ ଭାବରେ ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ମାଟିକୁ ସ୍ବାଗତ କରୁଛି। ଏହା ଭିତରେ ମୋଦିଜୀ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିବାର ୧୧ ବର୍ଷ…

୧୬ ବିଲିୟନ ଲଗଇନ ତଥ୍ୟ ଲିକ୍: ଆପଲ୍, ଗୁଗଲ୍ ସମେତ ଏସବୁ ବଡ଼ କମ୍ପାନୀର ସାଇବର ସୁରକ୍ଷାରେ ବଡ଼ ତ୍ରୁଟି

ନୂଆଦିଲ୍ଲୀ,୨୦ା୬: ଇତିହାସର ସବୁଠାରୁ ବଡ଼ ଡାଟା ଲିକ୍ ଘଟଣାରେ, ସାଇବର ସୁରକ୍ଷା ଗବେଷକମାନେ ୧୬ ବିଲିୟନ ଲଗଇନ ତଥ୍ୟ, ଯେଉଁଥିରେ ପାସୱାର୍ଡ ଅନ୍ତର୍ଭୁକ୍ତ, ଲିକ୍ ହୋଇଥିବା ନିଶ୍ଚିତ କରିଛନ୍ତି। ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ଏହି ତଥ୍ୟ ଲିକ୍ ଆପଲ୍, ଫେସବୁକ୍, ଗୁଗଲ୍,…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର, ୨୦ା୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ଭାଜପା ସରକାରର ବର୍ଷପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୋଦି ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ରଖିଛନ୍ତି। ଅପରାହ୍ନ ୩ଟା ୪୦ ମିନିଟ୍‌ରେ ସେ ଭୁବନେଶ୍ୱର…

ଗୁୱାହାଟୀରୁ ଚେନ୍ନାଇ ଯାଉଥିଲା ଇଣ୍ଡିଗୋ ବିମାନ ବାଟରେ ସରିଗଲା ତେଲ, ଟେନସନରେ ଏପରି କରିଦେଲେ ପାଇଲଟ

ନୂଆଦିଲ୍ଲୀ,୧୯ା୬: ଗୁୱାହାଟୀରୁ ଚେନ୍ନାଇକୁ ଯାଉଥିବା ଏକ ଇଣ୍ଡିଗୋ ଉଡ଼ାଣ ବୁଧବାର ସନ୍ଧ୍ୟାରେ ଚେନ୍ନାଇ ଆକାଶମଣ୍ଡଳରେ ପହଞ୍ଚିବା ପରେ ଇନ୍ଧନର ଅଭାବ ଯୋଗୁଁ ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଛି। ଉଡ଼ାଣ ତଥ୍ୟ ଅନୁଯାୟୀ, ଫ୍ଲାଇଟ 6E6764 ଚେନ୍ନାଇରେ ସନ୍ଧ୍ୟା ୭:୪୫ରେ ପହଞ୍ଚିବାର କାର୍ଯ୍ୟସୂଚୀ ଥିଲା।…

କାଲି ଆସିବେ ମୋଦି: ଟ୍ରାଫିକ ପରାମର୍ଶ ଜାରି, ଜାଣନ୍ତୁ କେଉଁ ରୁଟ୍‌ ରହିବ ବନ୍ଦ

ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଶୁକ୍ରବାର, ଜୁନ ୨୦ ଭୁବନେଶ୍ୱର ଗସ୍ତ ନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ବିସ୍ତୃତ ଟ୍ରାଫିକ ପରାମର୍ଶ ଜାରି କରାଯାଇଛି। ଏହା ସହିତ ସାଧାରଣ ଲୋକଙ୍କ ସୁରକ୍ଷା ଓ ଯାନବାହାନ ଚଳାଚଳରେ ସୁବିଧା ପାଇଁ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ପୁଳାପୁଳା ସୁନା, ଲକ୍ଷ ଲକ୍ଷ ଟଙ୍କା, ଆହୁରି ମିଳିଲା…

ଅହମଦାବାଦ, ୧୯।୬: ଗତ ସପ୍ତାହରେ ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା (ଫ୍ଲାଇଟ AI-171) ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ମାତ୍ର ଜଣେ ବ୍ରିଟିଶ ନାଗରିକ…

ଟ୍ରମ୍ପଙ୍କ ସହ କେଉଁ ଡିଲ୍‌ କଲେ ମୁନୀର? ସାଂଘାତିକ ଖୁଲାସା

ଓ୍ବାଶିଂଟନ୍‌,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବଳ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିନଥିଲେ, ବରଂ ପାକିସ୍ତାନ ପ୍ରତି ତାଙ୍କର ପ୍ରେମ ମଧ୍ୟ ପ୍ରକାଶ କରିଥିଲେ। ଅସୀମ ମୁନିର ଆମେରିକା ଯାଇଥିବା ପରଠାରୁ ସମସ୍ତଙ୍କ…

ଆସନ୍ତାକାଲି ଖୋଲିବ ସ୍କୁଲ: ଜିଲ୍ଲାପାଳମାନଙ୍କୁ ଏପରି ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର

ଭୁବନେଶ୍ୱର,୧୯।୬: ଗ୍ରୀଷ୍ମ ଛୁଟି ପରେ ଶୁକ୍ରବାର ସ୍କୁଲଗୁଡ଼ିକ ପୁନର୍ବାର ଖୋଲିବାକୁ ଯାଉଥିବା ବେଳେ, ଓଡ଼ିଶା ସରକାର ସମସ୍ତ ଜିଲାପାଳଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷାଗତ କାର୍ଯ୍ୟକ୍ରମର ସୁଚାରୁ ପୁନରାରମ୍ଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବ…

ସରକାରଙ୍କ ବଡ ନିଷ୍ପତ୍ତି: ଇରାନ ପରେ ଇସ୍ରାଏଲରୁ ଭାରତୀୟଙ୍କୁ କରିବେ ଉଦ୍ଧାର

ନୂଆଦିଲ୍ଲୀ,୧୯।୬: ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଗୁରୁବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ଉତ୍ତେଜନା ବୃଦ୍ଧି ପାଇବାରୁ ‘ଅପରେସନ ସିନ୍ଧୁ’ ଅଧୀନରେ ଇସ୍ରାଏଲରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ଘୋଷଣା କରିଛି। ଏକ ବିବୃତିରେ, ଏମଇଏ…

ପାକିସ୍ତାନ ସହ ମିଶି ଭୟଙ୍କର ପ୍ଲାନ କରିଥିଲେ ଟ୍ରମ୍ପ! ଜାଣିଗଲେ ମୋଦି?

ନୂଆଦିଲ୍ଲୀ,୧୯।୬: ସାରା ବିଶ୍ୱ ଜାଣିବାକୁ ଚାହୁଁଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାହିଁକି ହ୍ବାଇଟ ହାଉସରେ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ। ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଇଭେଣ୍ଟ ମ୍ୟାନେଜମେଣ୍ଟରେ ପରିଣତ କରୁଥିବା ଟ୍ରମ୍ପ,…

ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ଆମେରିକାର ଧମକ ପରେ ଭୟଙ୍କର ଚେତାବନୀ ଦେଲା ରୁଷିଆ, କହିଲା…

ମସ୍କୋ,୧୯।୬: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷରେ ଆମେରିକା ସାମରିକ ହସ୍ତକ୍ଷେପ କଲେ ଏହା ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ରୁଷିଆ ଚେତାବନୀ ଦେଇଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ଗୁରୁବାର କହିଛନ୍ତି, ଆମେ ଆମେରିକାକୁ ଚେତାବନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?