Home Middle

କେନ୍ଦୁଝର ଡିଭିଜନ DFO ଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

କେନ୍ଦୁଝର,୨୦।୭: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ରବିବାର କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ୍ତ ସମ୍ପତ୍ତି (DA) ଅଭିଯୋଗରେ ଅନୁସନ୍ଧାନ ଆରମ୍ଭ ହୋଇଛି। ଏହି ତଦନ୍ତ କେନ୍ଦୁଝର, ଅନୁଗୁଳ ଓ ନୟାଗଡ଼…

ଭାରତୀୟ ସେନାକୁ ମିଳିବ ବହୁ ପ୍ରତିକ୍ଷିତ ଆପାଚେ ହେଲିକପ୍ଟର, ଜାଣନ୍ତୁ ଏହାର ଶକ୍ତି

ନୂଆଦିଲ୍ଲୀ,୨୦।୭: ୧୫ ମାସରୁ ଅଧିକ ବିଳମ୍ବ ପରେ ଭାରତୀୟ ସେନା ଆସନ୍ତା ଜୁଲାଇ ୨୨ ତାରିଖରେ ପ୍ରଥମ ବ୍ୟାଚରେ ତିନୋଟି ଆପାଚେ AH-64E ଲଢୁଆ ହେଲିକପ୍ଟର ଗ୍ରହଣ କରିବାକୁ ଯାଉଛି। ଏହା ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ ପଶ୍ଚିମ ସୀମାରେ ସେନାର ଯୁଦ୍ଧ…

ଦିଲ୍ଲୀ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା 

ଭୁବନେଶ୍ୱର,୨୦।୭: AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତା ଏୟାରଲିଫ୍ଟ ହୋଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀକୁ ଏୟାରଲିଫ୍ଟ ହୋଇଛନ୍ତି ପୀଡ଼ିତା। ଦିଲ୍ଲୀ AIIMSରେ ପୀଡ଼ିତାଙ୍କ ଅଧିକ ଚିକିତ୍ସା କରାଯିବ। ପୂର୍ବରୁ ଏୟାରଲିଫ୍ଟ ନେଇ ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇ କହିଥିଲେ ଯେ, ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ…

ଭାରତର ବିମାନ ଆକ୍ରମଣକୁ ନେଇ ପାକିସ୍ତାନ ପୁଣି ଭୟଭୀତ, ୨୩ ଜୁଲାଇ ପର୍ଯ୍ୟନ୍ତ ଆକାଶ ସୀମା ବନ୍ଦ

ଇସଲାମାବାଦ,୨୦ା୭: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଲସ୍କର-ଏ-ତୋଇବାର ଆଗଧାଡ଼ିର ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଭାରତର ସମ୍ଭାବ୍ୟ ବିମାନ ଆକ୍ରମଣକୁ ନେଇ ପାକିସ୍ତାନ ସତର୍କ ଥିବା ପରି…

ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା, ଭୁବନେଶ୍ୱରରୁ ଯିବେ…

ଭୁବନେଶ୍ୱର,୨୦ା୭: AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତା ଏୟାରଲିଫ୍ଟ ହେବେ। ଭୁବନେଶ୍ବର AIIMSରୁ ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ପୀଡ଼ିତା। କିଛି ଘଣ୍ଟା ମଧ୍ୟରେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ ହେବେ ପୀଡ଼ିତା ଜଣକ। ଏନେଇ ଡାକ୍ତରୀ ଟିମ ସହ ପୀଡ଼ିତାଙ୍କ ପରିବାର ଲୋକଙ୍କ ଆଲୋଚନା…

ସ୍ଥଗିତ ହେଲା ସ୍ବତନ୍ତ୍ର OTET ପରୀକ୍ଷା

ଭୁବନେଶ୍ୱର,୨୦ା୭: ଆଜି ଅର୍ଥାତ୍‌ ରବିବାର ହେବାକୁ ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ ରହିଛି। ପେପର୍‌-୧ ଓ ପେପର୍‌-୨ ପରୀକ୍ଷା ସ୍ଥଗିତ ରହିଛି। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପରୀକ୍ଷା ପାଇଁ ବୋର୍ଡ ନୂଆ…

ଅଗଷ୍ଟ ୧ ପୂର୍ବରୁ ଭାରତକୁ ଏହି ଗୁଡ୍‌ନ୍ୟୁଜ୍‌ ଦେବ ଆମେରିକା! ଭାରତବାସୀଙ୍କ ପାଇଁ ହେବ ଖୁସିଖବର

ନୂଆଦିଲ୍ଲୀ,୨୦।୭: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଖୁବ ଶୀଘ୍ର ସ୍ଥିର ହୋଇପାରେ। ନିକଟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ମଧ୍ୟ ସମାପ୍ତ ହୋଇଥିଲା। ଏଥିରେ ବାଣିଜ୍ୟ ଚୁକ୍ତିର ଚୂଡ଼ାନ୍ତ ରୂପରେଖା ଦିଆଯିବାର ଥିଲା। ଏହି ଚୁକ୍ତିକୁ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ…

ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ବଡ଼ ଘୋଷଣା କଲେ ସରକାର

ଭୁବନେଶ୍ୱର,୧୯।୭: ଏଣିକି ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ମିଳିବ ସୁରକ୍ଷା। ଏନେଇ ବଡ଼ ଘୋଷଣା କରିଛନ୍ତି ସରକାର। ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ। ଶନିବାର ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ…

ଜେଲ୍‌ରୁ ଫେରିଥିବା ନିଲମ୍ବିତ ସଦସ୍ୟଙ୍କୁ ଏମିତି ସ୍ବାଗତ କଲେ ମନମୋହନ: ଭାଜପାର ଫିଟିଲା ସବୁ ଗୁମର

ଭୁବନେଶ୍ୱର,୧୯ା୭ (ସୁନିତ୍‌ ମିଶ୍ର):ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ଜେଲ ଯିବା ପରେ ଜାମିନରେ ଫେରିଥିବା ଭାଜପାର ୫ ସମର୍ଥକ ଜେଲରୁ ବାହାରିବା ପରେ ଶୁକ୍ରବାର ଦଳର ରାଜ୍ୟ ସଭାପତି…

ଗୁଗଲ୍‌-ମେଟାକୁ ED ଛାଟ: ଏବେ ଏହି ୨ କମ୍ପାନୀକୁ ପଡ଼ିବ ମହଙ୍ଗା

ନୂଆଦିଲ୍ଲୀ,୧୯।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅନଲାଇନ ବେଟିଂ ଆପ୍ସର ପ୍ରଚାରରେ ଗୁଗଲ ଏବଂ ମେଟାକୁ ନୋଟିସ ଜାରି କରିଛି। ED ଅଭିଯୋଗ କରିଛି ଯେ, ଉଭୟ କମ୍ପାନୀ ଏହି ଆପ୍ସର ବିଜ୍ଞାପନକୁ ପ୍ରମୁଖ ଭାବରେ ଦେଖାଇଛନ୍ତି। ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ଜୁଲାଇ…

ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପୂର୍ବରୁ ଯାହା କେହି କହି ନ ଥିଲେ, ତାହା କହିଦେଲେ ଟ୍ରମ୍ପ: ବିଶ୍ୱରେ ଖେଳିଗଲା…

ଓ୍ବାଶିଂଟନ୍‌,୧୯।୭: ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପୁଣି ଏକ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ୪-୫ଟି ଯୁଦ୍ଧ ବିମାନ ଖସାଇ ଦିଆଯାଇଥିଲା। ସେ ବାଣିଜ୍ୟ…

ପୁଣି ଧରାପଡ଼ିଲା ପାକିସ୍ତାନର ମିଛ: PoKରେ ଖୋଳିଖୋଲି ବୁଲୁଛନ୍ତି ମାସୁଦ ଆଝାର

ନୂଆଦିଲ୍ଲୀ,୧୯ା୭:ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ଗିଲ୍‌ଗିଟ-ବାଲଷ୍ଟାନ୍‌ ଅଞ୍ଚଳର ସ୍କାର୍ଦୁସ୍ଥିତ ସଦପାରା ରୋଡ୍‌ରେ ଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଶୁକ୍ରବାର ଏକ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?