ଏହି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ପବନ: ସତର୍କ ସୂଚନା ଜାରି
ଭୁବନେଶ୍ୱର,୨୭ା୫(ଅନୁରାଧା ମହାରଣା):ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨ଦିନରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।…
ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’
ଭୁବନେଶ୍ୱର,୨୬।୫: କୃଷି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ମଇ ୨୯ରୁ ଏକ ପାନ୍-ଇଣ୍ଡିଆ ଅଭିଯାନ—‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ କରିବ। ଏହି ଅଭିଯାନ, ଯାହା କେନ୍ଦ୍ରର କୃଷି ଉଦ୍ୟୋଗଗୁଡ଼ିକୁ ତৃଣମୂଳ ସ୍ତରକୁ ନେବ, ଜୁନ୍ ୧୨ରେ…
୨୦୨୪ରେ ୧୪% ବୃଦ୍ଧି ପାଇଛି ଟେଲିଭିଜନ ବିଜ୍ଞାପନ; ଶୀର୍ଷରେ ଏହି ବ୍ରାଣ୍ଡ
ନୂଆଦିଲ୍ଲୀ,୨୬ା୫: ଟିଏମ୍ ଆଡ଼୍ଏକ୍ସ ରିପୋର୍ଟ ଅନୁଯାୟୀ ୨୦୨୪ରେ ଭାରତର ଟେଲିଭିଜନ ବିଜ୍ଞାପନ ପରିମାଣ ଦୀର୍ଘକାଳୀନ ପୁନରୁଦ୍ଧାର ଦେଖାଇଛି, ଯାହା ୨୦୨୦ ତୁଳନାରେ ୧୪% ବୃଦ୍ଧି ପାଇଛି। ତେବେ, ୨୦୨୩ ତୁଳନାରେ ପରିମାଣ ୪% ହ୍ରାସ ପାଇଛି, ଯାହା ସମ୍ପ୍ରତି ମାନ୍ଦାକୁ ଇଙ୍ଗିତ…
ରୁଟି ଖାଅ, ଶାନ୍ତିରେ ରୁହ, ନହେଲେ ମୋର ଗୁଳି ଅଛି: ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଖୋଲା ଚେତାବନୀ
ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପାକିସ୍ତାନ ଉପରେ ତୀବ୍ର ଆକ୍ରମଣ କରି ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଆତଙ୍କବାଦକୁ ରାଷ୍ଟ୍ରୀୟ ନୀତିର ଅସ୍ତ୍ର ଭାବେ ବ୍ୟବହାର କରୁଛି, ଏବଂ ଭାରତର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ଦୃଢ଼…
ବଡ଼ ଦୁର୍ଘଟଣା: ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ନିର୍ମାଣାଧୀନ ରେଳ ଟନେଲ୍
ହରଭଙ୍ଗା,୨୬।୫(ନରେନ୍ଦ୍ର କୁମାର ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅଡେଣିଗଡ଼ ନିକଟରେ କୌଣସି କାରଣରୁ ଏହି ଟନେଲ୍ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଏହି ଘଟଣା ଫଳରେ ପ୍ରାୟ ୩୦ ମିଟର ଦୀର୍ଘ ଗର୍ତ୍ତ…
ଆଉ କେଇଟା ମିନିଟ୍ ପରେ ପଡିଥାନ୍ତା ହାତଗଣ୍ଠି: କନ୍ୟାଙ୍କ ଟିକେ ଭୁଲ୍ରେ ହଠାତ୍ ନିଆଁରେ ଜଳିଲେ ବର, ପରେ…
ଆଜିକାଲିର ବିବାହ କେବଳ ବେଦୀହୋମଯଜ୍ଞ କି ବ୍ରାହ୍ମଣଙ୍କ ବୈଦିକ ମନ୍ତ୍ରରେ ସୀମିତ ନାହିଁ । ବିବାହ ଏବେ ରୀତିନୀତି ଅପେକ୍ଷା ରିଲ୍ସର ଏକ ପାର୍ଟ ହୋଇଗଲାଣି। ଏହି ଟ୍ରେଣ୍ଡକୁ ଯଦି କିଏ ନ ଆପଣାଏ , ତେବେ ଏହା ଏକ ଶସ୍ତା…
କେବଳ ଜ୍ୟୋତି ନୁହନ୍ତି ପୁଳାପୁଳା ଟଙ୍କା ଲୋଭରେ ପାକ୍-ସ୍ପାଏ ସାଜିଥିଲେ CRPF ଯବାନ: ଦେଉଥିଲେ ସମ୍ବେଦନଶୀଳ…
ନୂଆଦିଲ୍ଲୀ,୫,୨୬: ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ପଡ଼ିଲା ମହଙ୍ଗା। ପାକ୍- ସ୍ପାଏ ନେଇ CRPF ଯବାନଙ୍କୁ ଗିରଫ କରାଯାଇଛି। ଦିଲ୍ଲୀରୁ ଗିରଫ କରିଛି NIA। ସୂଚନାଯୋଗ୍ୟ, ଜାତୀୟ ତଦନ୍ତ ସଂସ୍ଥା (NIA) ଦିଲ୍ଲୀରୁ ଜଣେ CRPF ଯବାନଙ୍କୁ ଗିରଫ କରିଛି। ସେ…
ପୁରୀ ସମୁଦ୍ରରେ ବଡ଼ ଅଘଟଣ: ବୁଡ଼ିଗଲେ କ୍ରିକେଟ୍ର ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ, ଭାଉଜ
ପୁରୀ,୨୬।୫:ପୁରୀ ସମୁଦ୍ରରେ ବଡ଼ ଅଘଟଣ। ବୁଡିଗଲେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ଭାଉଜ। ପୁରୀ ବେଳାଭୂମିରେ ୱାଟର ସ୍ପୋର୍ଟସ ଆକ୍ଟିଭିଟି ବେଳେ ଏହି ଦୁର୍ଘଟଣା ଘଟିଛି। ସ୍ପିଡ୍ ବୋଟରେ ବୋଟିଂ କଲାବେଳେ ବୋଟ୍ ଓଲଟି…
ନିଜ ମାଟିରୁ ପାକିସ୍ତାନକୁ ଚେତାବନୀ ଦେଲେ ମୋଦି: ଯିଏ ମା’-ଭଉଣୀଙ୍କ ସିନ୍ଦୂର ପୋଛିବ, ତାହାର ବିନାଶ ନିଶ୍ଚିତ
ଗାନ୍ଧୀନଗର,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଜରାଟର ଦାହୋଦରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ଆଜି ଦେଶ ହତାଶାରୁ ବାହାରି ଆସିଛି ଏବଂ ଆତ୍ମବିଶ୍ୱାସର ଆଲୋକରେ ତ୍ରିରଙ୍ଗା ଉତୋଳନ…
ରଥଯାତ୍ରାକୁ ଆସିବେ ମୋଦି, ନିମନ୍ତ୍ରଣ କଲେ ମୋହନ
ପୁରୀ,୨୬।୫: ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀକୁ ନିମନ୍ତ୍ରଣ କରାଯାଇଛି। ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସମସ୍ତ କେନ୍ଦ୍ରମନ୍ତ୍ରୀ, NDA ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ ହୋଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…
ଜଙ୍ଗଲ ଚିନ୍ତା
ଜଙ୍ଗଲ ପୃଥିବୀର ଅନ୍ୟତମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିବେଶ ବ୍ୟବସ୍ଥା। ସବୁ ଭୂମିଗତ ଉଦ୍ଭିଦ, କୀଟପତଙ୍ଗ ଓ ପ୍ରାଣୀଙ୍କ ୮୦ ପ୍ରତିଶତ ବାସସ୍ଥାନ ହେଉଛି ଜଙ୍ଗଲ। ବିଶ୍ୱର ପାଖାପାଖି ଏକ ତୃତୀୟାଂଶ ଲୋକ ସେମାନଙ୍କ ଜୀବିକା ପାଇଁ ସିଧାସଳଖ ଏହା ଉପରେ ନିର୍ଭରଶୀଳ।…
ରୁଷିଆର ଭୟଙ୍କର ଏୟାରଷ୍ଟ୍ରାଇକ୍: ୧୩ ମୃତ, ୧୨ରୁ ଅଧିକ ଆହତ
ମସ୍କୋ,୨୬ା୫:ୟୁକ୍ରେନ ବିରୋଧରେ ରୁଷିଆ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ୩୬୭ଟି ଡ୍ରୋନ୍ ଓ ମିଶାଇଲ ମାଡ଼ କରିଥିଲା ରୁଷିଆ। ୟୁକ୍ରେନର ଝିଟୋର୍ମି ସହର…
Archives


