Home Middle

ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ

ନୂଆଦିଲ୍ଲୀ,୧୯।୩: ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ ବ୍ୟତୀତ ଅନେକ ଦିଗ ଉପରେ ଅଧ୍ୟୟନ କରିଛି। ADR ରିପୋର୍ଟ ଅନୁଯାୟୀ, ଚାରି ହଜାରରୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ଦାସଙ୍କ ପରିବାର

ଭୁବନେଶ୍ୱର,୧୯ା୩: ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ସ୍ବର୍ଗତ ନବ ଦାସଙ୍କ ପରିବାର। ସ୍ତ୍ରୀ ମିନତି, ଝିଅ ଦୀପାଳି ଏବଂ ପୁଅ ବିଶାଳ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଚାଲିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ସିବିଆଇ ତଦନ୍ତ ଦାବି…

ଅପ୍ରାସଙ୍ଗିକ ଔରଙ୍ଗଜେବ: ନାଗପୁର ହିଂସା ପରେ ଆରଏସଏସ’ର ବଡ ବୟାନ

ନାଗପୁର,୧୯।୩: ଆରଏସଏସ’ର ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜିର ଦିନରେ ଔରଙ୍ଗଜେବ ଅପ୍ରାସଙ୍ଗିକ ଅଟନ୍ତି ଏବଂ ସମାଜ ପାଇଁ କୌଣସି ପ୍ରକାରର ହିଂସା ଶୁଭଙ୍କର ନୁହେଁ। ଔରଙ୍ଗଜେବଙ୍କ…

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୯ା୩: ରାଜ୍ୟରେ ବଢୁଥିବା ରୌଦ୍ରତାପକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଆସନ୍ତା ଏପ୍ରିଲ ୨ରୁ ଲାଗୁ ହେବ। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।…

ଜଙ୍ଗଲ ନିଆଁ

ଚଳିତ ବର୍ଷ ଜାନୁଆରୀରେ ଆମେରିକା ଭଳି ବିକଶିତ ଦେଶ ଲସ୍‌ଏଞ୍ଜେଲସ୍‌ର ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ବିଫଳହେବା ଦେଖାଯାଇଥିଲା। ଏଥିରେ ଅଧିକାଂଶ ଧନୀ ଓ ଗରିବ ପରିବାରଙ୍କ ଘର ପୋଡ଼ିଯିବା ସହ ୨୮ରୁ ଅଧିକଙ୍କ ମୃତ୍ୟୁ, ୩୧ ନିଖୋଜ ଏବଂ ୨…

Trump on Sunita Williams: ପ୍ରତିଶ୍ରୁତି ଦେଇଥିଲୁ, ପୂରଣ କଲୁ: ସୁନୀତା ୱିଲିୟମ୍ସ ଫେରିବା ପରେ ଆତ୍ମବିଭୋର ହେଲେ ଟ୍ରମ୍ପ

ଫ୍ଲୋରିଡା,୧୯।୩: ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୨୮୬ ଦିନ ପରେ ମହାକାଶରୁ ଫେରିଛନ୍ତି। ଦୁହେଁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ଫ୍ଲୋରିଡା ସମୁଦ୍ରରେ ଅବତରଣ କରିଥିଲେ। ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ପୃଥିବୀକୁ ଫେରି ପ୍ରଥମଥର ଏମିତି ପ୍ରତିକ୍ରିୟା ଦେଲେ ସୁନୀତା ୱିଲିୟମ୍ସ: ଭିଡିଓ ଦେଖିଲେ କହିବେ ବାଃ ବାଃ

ଫ୍ଲୋରିଡା,୧୯।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ୨୮୬ ଦିନ ପରେ ପୃଥିବୀକୁ ଫେରିଛନ୍ତି। ମହାକାଶ ଏଜେନ୍ସି ନାସାର ବୈଜ୍ଞାନିକଙ୍କ ଅନୁଯାୟୀ, ସୁନିତା ଏବଂ ବୁରି ୱିଲମୋରଙ୍କୁ ନେଇ ଫେରୁଥିବା ମହାକାଶଯାନ ବୁଧବାର ସକାଳ ୩.୨୭ରେ ଆମେରିକାର ଫ୍ଲୋରିଡାର ସମୁଦ୍ରତଟରେ…

Sunita Williams Return Video: ସୁରକ୍ଷିତ ଭାବେ ପୃଥିବୀକୁ ଫେରିଲେ ସୁନୀତା ୱିଲିୟମ୍ସ: ଫ୍ଲୋରିଡା ଉପକୂଳରେ କଲେ ଅବତରଣ, ଦେଖନ୍ତୁ ଭିଡିଓ

ଫ୍ଲୋରିଡା,୧୯।୩: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ ୱିଲ୍‌ମୋର ୯ ମାସ ପରେ ଶେଷରେ ପୃଥିବୀକୁ ଫେରିଛନ୍ତି। ଉଭୟ ମହାକାଶଚାରୀ ବୁଧବାର ଭାରତୀୟ ସମୟ ସକାଳ ସାଢ଼େ ୩ଟାରେ ସୁରକ୍ଷିତ ଭାବେ ଫ୍ଲୋରିଡା ଉପକୂଳରେ ଅବତରଣ କରିଥିଲେ।…

PAN ପରେ ଏବେ Voter ID ସହ ଲିଙ୍କ ହେବ ଆଧାର

ନୂଆଦିଲ୍ଲୀ,୧୮।୩: ଆଧାର ଏବଂ ଭୋଟର ପରିଚୟପତ୍ର (EPIC)କୁ ଲିଙ୍କ କରିବାର ପଥ ପରିଷ୍କାର ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦେଶର ନିର୍ବାଚନ କମିଶନ ଏହି ଦୁଇଟିକୁ ସଂଯୋଗ କରିବାକୁ ଅନୁମତି ଦେଇଛନ୍ତି। ଏ ସମ୍ପର୍କରେ ଏକ ବିବୃତ୍ତିରେ ନିର୍ବାଚନ…

ମହାନଦୀ ଅବବାହିକାରେ ୭ ବ୍ୟାରେଜ୍ ନିର୍ମାଣ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର,୧୮।୩: ଜଳ ଉପଲବ୍ଧତା ଏବଂ ପରିଚାଳନା ବୃଦ୍ଧି ପାଇଁ ମହାନଦୀର ଶାଖା ନଦୀଗୁଡ଼ିକରେ ୭ଟି ନୂତନ ବ୍ୟାରେଜ୍ ନିର୍ମାଣ କରିବାକୁ ଓଡ଼ିଶା ସରକାର ଘୋଷଣା କରିଛନ୍ତି।ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଓଡ଼ିଶାରେ ପାନୀୟ ଜଳ ଯୋଗାଣ ସମ୍ପର୍କିତ ସମସ୍ୟାକୁ ସମାଧାନ କରିବା…

“ଭାରତରେ ଆପଣଙ୍କୁ ଦେଖିବାକୁ ଅପେକ୍ଷା କରୁଛି”: ସୁନୀତା ୱିଲିୟମ୍ସଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଚିଠି ଲେଖିଛନ୍ତି। ସୁନୀତା ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରୁ ପୃଥିବୀକୁ ପ୍ରତ୍ୟାବର୍ତନ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ…

ଔରଙ୍ଗଜେବଙ୍କ ବିରୋଧରେ ‘ଲୋକଙ୍କ କ୍ରୋଧ’ ପାଇଁ ଛାଭା ଚଳଚ୍ଚିତ୍ର ଦାୟୀ: ଦେବେନ୍ଦ୍ର ଫଡନାଭିସ୍

ମୁମ୍ବାଇ,୧୮।୩: ମହାରାଷ୍ଟ୍ରରେ ଚାଲିଥିବା ଔରଙ୍ଗଜେବ ବିବାଦ ଏବଂ ସୋମବାର ନାଗପୁରରେ ଘଟିଥିବା ହିଂସା ମଧ୍ୟରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଙ୍ଗଳବାର ୧୭ଶ ଶତାବ୍ଦୀର ମୋଗଲ ସମ୍ରାଟଙ୍କ ବିରୋଧରେ ଲୋକଙ୍କ କ୍ରୋଧ ପାଇଁ ଭିକି କୌଶାଲଙ୍କ ଛାଭା ଚଳଚ୍ଚିତ୍ରକୁ ଦାୟୀ କରିଛନ୍ତି। ନାଗପୁରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri