Home Middle

ତେଲ୍‌ ଆଭିଭ୍‌କୁ ବିମାନ ଚଳାଚଳ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୫ା୫: ଇସ୍ରାଏଲ୍‌ର ବେନ୍‌ ଗୁରିଅନ୍‌ ବିମାନବନ୍ଦରରେ ରବିବାର ହୁଟି ଆତଙ୍କବାଦୀ ମିଶାଇଲ୍‌ ଆକ୍ରମଣ କରିବା ପରେ ଏୟାର ଇଣ୍ଡିଆ ଆଗାମୀ ୨ ଦିନ ପାଇଁ ତେଲ୍‌ ଆଭିଭ୍‌କୁ ବିମାନ ଚଳାଚଳ ସ୍ଥଗିତ ରଖିଛି। ଆକ୍ରମଣ ପରେ ରବିବାର ଦିଲ୍ଲୀରୁ ତେଲ୍‌ ଆଭିଭ୍‌ ଯାଉଥିବା…

ବଡ଼ ଆକ୍ରମଣର ଧମକ ଦେଲେ ନେତାନ୍ୟାହୁ

ତେଲ୍‌ ଆଭିଭ୍‌,୫ା୫: ଇରାନ ସମର୍ଥତ୍ତ ୟେମେନ୍‌ର ହୁଟି ଆତଙ୍କବାଦୀମାନେ ରବିବାର ଇସ୍ରାଏଲ୍‌ର ତେଲ୍‌ ଆଭିଭ୍‌ସ୍ଥିତ ଦେଶର ସର୍ବବୃହତ୍‌ ବିମାନବନ୍ଦରରେ ମିଶାଇଲ ମାଡ଼ କରିଛନ୍ତି। ଏହାର ଜବାବରେ ହୁଟି ବିରୋଧରେ ବଡ଼ ଆକ୍ରମଣ କରାଯିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସଂକଳ୍ପ ନେଇଛନ୍ତି।…

ପ୍ରଶାସନିକ ସୀମା ପୁନର୍ଗଠନ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି, ଜୁନ୍‌ ୩୦ ଡେଡ୍‌ଲାଇନ

ଭୁବନେଶ୍ୱର, ୪ା୫: ଓଡ଼ିଶା ସରକାର ଦେଶରେ ଆଗାମୀ ଜନଗଣନା ପାଇଁ ବିଭିନ୍ନ ପ୍ରଶାସନିକ ଅଞ୍ଚଳର ସୀମା ନିର୍ଦ୍ଧାରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାର ଚଳିତ ବର୍ଷ ଜୁନ୍ ୩୦ ପୂର୍ବରୁ ଜିଲା, ଉପ-ବିଭାଗ, ତହସିଲ, ରାଜସ୍ୱ ଗ୍ରାମ ଏବଂ…

ଭାରତ ପାଣି ବନ୍ଦ କରିବା ପରେ ପାକିସ୍ତାନ ଖପ୍ପା, ମନ୍ତ୍ରୀ କହିଲେ ଆମ ପାଖରେ ବି ବିକଳ୍ପ ଅଛି, ଆମେ ଚାହିଁଲେ…

ନୂଆଦିଲ୍ଲୀ/ଇସଲାମାବାଦ,୪ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିନ୍ଧୁ ନଦୀ ଚୁକ୍ତିନାମା ବାତିଲ ଘୋଷଣା କରିଛି। ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ରାଗି କି ନିଆଁବାଣ। ଏବେ ଭାରତକୁ ପରମାଣୁ ବୋମା ମାଡ଼ର ଧମକ…

ପାକିସ୍ତାନ ସେନା ମୁଖ୍ୟଙ୍କୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଇମ୍ରାନ ଖାନ୍‌ଙ୍କୁ ହତ୍ୟା କରିବା ପାଇଁ…

ଇସଲାମାବାଦ,୪ା୫: ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ସଦ୍ଭାବନା ରାଷ୍ଟ୍ରଦୂତ ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ସଲମାନ ଅହମ୍ମଦଙ୍କୁ ଇମ୍ରାନ ଖାନଙ୍କ…

ବିମାନ ଅବତରଣ କରିବାର ଘଣ୍ଟାଏ ପୂର୍ବରୁ କ୍ଷେପଣାସ୍ତ୍ର ମାଡ଼, ଆଉ ତା’ ପରେ…

ଆବୁଧାବି/ନୂଆଦିଲ୍ଲୀ,୪ା୫: ରବିବାର ଦିଲ୍ଲୀରୁ ତେଲ ଅଭିଭ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଆବୁଧାବିକୁ କନଭର୍ଟ କରାଯାଇଛି। ଇସ୍ରାଏଲର ଏକ ସହରର ବିମାନବନ୍ଦର ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିମାନଟିର ଦିଗ ପରିବର୍ତ୍ତନ କରାଯାଇଥିଲା। ସୂତ୍ର ଅନୁଯାୟୀ, ବୋଇଂ ୭୮୭ ବିମାନ…

ଭୟଙ୍କର ଦୁର୍ଘଟଣା: ଘାଟିରୁ ୩୦୦ ଫୁଟ ତଳକୁ ଖସିଲା ସେନା ଟ୍ରକ୍‌, ଶହୀଦ ହୋଇଗଲେ ୩ ଯବାନ

ଶ୍ରୀନଗର,୪ା୫: ଜମ୍ମୁ-କଶ୍ମୀରର ରାମବନ ଜିଲାର ବ୍ୟାଟେରି ଚଷ୍ମା ନିକଟରେ ଏକ ସେନା ଟ୍ରକ୍‌ ଘାଟିରୁ ପ୍ରାୟ ୨୦୦-୩୦୦ ମିଟର ତଳକୁ ଖସି ପଡ଼ିଛି। ଫଳରେ ୩ ଯବାନ ଶହୀଦ ହୋଇଛନ୍ତି। ପୋଲିସ, ଏସ୍‌ଡିଆର୍‌ଏଫ୍‌, ସେନା ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ, ଚାଲିଛି ବଡ଼ ଆଲୋଚନା, ଖୁବ୍‌ଶୀଘ୍ର ହେବ…

ନୂଆଦିଲ୍ଲୀ,୪ା୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ବି ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜାତୀୟ…

ମାତ୍ର ୪ ଦିନରେ ଆଣ୍ଠେଇବ ପାକିସ୍ତାନ! ଶୁଖିଲା ଧମକ ଦେଉଥିବା Pak ପାଖରେ ନାହିଁ ଗୋଳାବାରୁଦ, ଆସିଲା ସାଂଘାତିକ…

ଶ୍ରୀନଗର,୪।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ଅବସ୍ଥା ଖରାପ ହେବାରେ ଲାଗିିଛି। ଭାରତକୁ ଚ୍ୟାଲେଞ୍ଜ କରୁଥିବା ପାକିସ୍ତାନ ବର୍ତ୍ତମାନ ଗୋଳାବାରୁଦର ଅଭାବର ସମ୍ମୁଖୀନ ହେଉଛି। ଯୁଦ୍ଧ କଥା କହୁଥିବା ପାକିସ୍ତାନ ପାଖରେ ମାତ୍ର ୯୬ ଘଣ୍ଟାର ଗୁଳି ବାକି…

ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ: ଏହି ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୪ା୫: ରାଜ୍ୟରେ ଜାରି ରହିଛି କାଳବୈଶାଖୀ । ଆସନ୍ତା ୬ ତାରିଖ ଯାଏ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ରବିବାର ମଧ୍ୟ ବିଭିନ୍ନ ଜିଲାକୁ କାଳବୈଶାଖୀ ଭୟ ରହିଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ,…

ସ୍ବଦେଶୀ କ୍ରୀଡ଼ାକୁ ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ମୁମ୍ବାଇ,୩ା୫: ଜିଓ ଓ୍ବାଲର୍‌ଡ ସେଣ୍ଟରରେ ଆୟୋଜିତ ଓ୍ବାଲର୍‌ଡ ଅଡିଓ ଭିଜୁଆଲ ଓ ଏଣ୍ଟରଟେନମେଣ୍ଟ ସମିଟ୍‌ (ଓ୍ବେବ୍ସ) ୨୦୨୫ରେ ଶନିବାର ‘ସ୍ବଦେଶୀ କ୍ରୀଡ଼ା-ଭାରତରୁ ବିଶ୍ୱସ୍ତର’ ଶୀର୍ଷକ ଉପରେ ଆଲୋଚନା ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେଇ ସ୍ବଦେଶୀ କ୍ରୀଡ଼ାକୁ ବିଶ୍ୱସ୍ତରୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri