Operation Sindoor: ଅପରେଶନ ସିନ୍ଦୂର ପରେପରେ ପାକିସ୍ତାନରୁ ଅଜିତ ଡୋଭାଲଙ୍କୁ ଆସିଲା ଫୋନ, କଲା ଏମିତି ବିନତି
ନୂଆଦିଲ୍ଲୀ,୮।୫: ମଙ୍ଗଳବାର ରାତିରେ ପାକିସ୍ତାନ ଏବଂ ପାକ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ ପ୍ରବଳ ବୋମାମାଡ଼ ପରେ ପଡ଼ୋଶୀ ଦେଶ ସମ୍ପୂର୍ଣ୍ଣ ଭାବରେ ଆଣ୍ଠୁମାଡ଼ି ପଡ଼ିଛି। ତଥାପି, ଭାରତ ନିଜ ପକ୍ଷରୁ ଘୋଷଣା କରିଛି ଯେ ସେ ଅପରେଶନ ସିନ୍ଦୁର…
ରୋହିତ ଶର୍ମାଙ୍କ ଇସ୍ତଫା ପରେ ଭାରତୀୟ ଟେଷ୍ଟ ଅଧିନାୟକ ଦୋୖଡରେ ଶୁଭମନ ଗିଲ ଆଗରେ
ମୁମ୍ବାଇ, ୭।୫: ରୋହିତ ଶର୍ମାଙ୍କ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଘୋଷଣା ପରେ ଭାରତୀୟ କ୍ରିକେଟରେ ନୂଆ ନେତୃତ୍ୱ ଚୟନ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଯୁବ ବ୍ୟାଟସମ୍ୟାନ ଶୁଭମନ ଗିଲ ଅନ୍ୟତମ ପ୍ରମୁଖ ଦାବିଦାର ଭାବେ ଆଗରେ ରହିଛନ୍ତି।…
ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ରୋହିତ ଶର୍ମା
ମୁମ୍ବାଇ, ୭।୫: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି, ଯେଉଁଠାରେ ତାଙ୍କର ପ୍ରଦର୍ଶନ ନିରାଶାଜନକ ଥିଲା। ତିନୋଟି ଟେଷ୍ଟରେ ମାତ୍ର ୩୧…
‘ଅପରେଶନ ସିନ୍ଦୁର’ ପରେ ୧୫ ଭାରତୀୟଙ୍କ ଜୀବନ ନେଲାଣି ପାକିସ୍ତାନ, ଦେଲା ଆକ୍ରମଣ କରିବାକୁ ଧମକ
ନୂଆଦିଲ୍ଲୀ, ୭।୫: ମଙ୍ଗଳବାର ରାତିରେ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲଓସି) ଏବଂ ଆନ୍ତର୍ଜାତୀୟ ସୀମାରେ ଅଯଥା ଗୁଳିଚାଳନା ଏବଂ ଭାରୀ ଗୋଳାବର୍ଷଣ କରିବାରୁ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଏବଂ ତାଙ୍ଗଧାର ଅଞ୍ଚଳରେ ୧୫ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି ଏବଂ…
ଅପରେଶନ ସିନ୍ଦୂରରେ କେନ୍ଦ୍ରାପଡ଼ା ମାଟିର ପୁଅ ଶଶିକାନ୍ତ, ବୀର ଯବାନଙ୍କୁ ଅଞ୍ଚଳବାସୀଙ୍କ ସାଲ୍ୟୁଟ୍
ରାଜନଗର,୭ା୫(ଭାସ୍କର ରାଉତରାୟ): ପାକିସ୍ତାନ ଉପରେ ବଦଲା ନେଇଛି ଭାରତ। ମଙ୍ଗଳବାର ରାତିରେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତ। ଆଉ ଏହି କାର୍ଯ୍ୟରେ ସାମିଲ ଅଛନ୍ତି ଓଡ଼ିଶା ମାଟିର ପୁଅ ତଥା କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ…
ଶେହବାଜ ଦେଲେ ଆଟାକ୍ ଅର୍ଡର, ପାକ୍ ସେନାକୁ ଫ୍ରି ହ୍ୟାଣ୍ଡ, ଭାରତରେ ହାଇ ଆର୍ଲଟ
ନୂଆଦିଲ୍ଲୀ/ଇସଲାମବାଦ, ୭।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତ ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଅଡ୍ଡା ଉପରେ ମିସାଇଲ ଆକ୍ରମଣ କରିଛି। ଏହି ଅଭିଯାନକୁ…
ବାଜିଲା ଯୁଦ୍ଧ ସାଇରନ
ଭୁବନେଶ୍ୱର,୭ା୫: ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍। ରାଜଧାନୀ ଭୁବନେଶ୍ୱରରେ ବାଜିଲା ସାଇରନ। ଏଥିସହିତ ଏକାସାଙ୍ଗରେ କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱର, ରାଉରକେଲା, ଗଞ୍ଜାମର ଗୋପାଳପୁରରେ ମଧ୍ୟ ଏହି ଯୁଦ୍ଧ ସାଇରନ ବାଜିଛି। ବୋମା ବର୍ଷଣ ବେଳେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ…
Operation Sindoor: ଆତଙ୍କବାଦୀ ଶିବିର ଉପରେ ଆକ୍ରମଣର ଭିଡିଓ ଜାରି କଲା ସେନା, ଦେଖନ୍ତୁ
ନୂଆଦିଲ୍ଲୀ, ୭।୫: ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଅବସ୍ଥିତ ଆତଙ୍କବାଦୀ ଶିବିରଗୁଡ଼ିକରେ ଆକ୍ରମଣ ସମୟର ଭିଡିଓ ଜାରି କରିଛି ଭାରତୀୟ ସେନା। ଭାରତୀୟ ସେନା ଟାର୍ଗେଟ ୧ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରିଛି। ଏହା କୋଟଲିରେ…
Operation Sindoor: ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ପୁଣି କିଛି ବଡ଼ ହେବ କି?
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟି ଅପରେଶନ ସିନ୍ଦୁର ବିଷୟରେ ସୂଚନା ଦେଇଛନ୍ତି। ଏହି ଅପରେଶନ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାର ମିଳିତ କାର୍ଯ୍ୟ ଥିଲା, ଯେଉଁଥିରେ ପାକିସ୍ତାନ ଅଧୀନସ୍ଥ କାଶ୍ମୀରରେ…
କଫ୍ ସିରପ୍ର ମଜା
ଔଷଧର ବ୍ୟବସାୟିକ ଲାଭ ତୁଳନାରେ ମଣିଷ ଜୀବନ ଗୌଣ ହୋଇଗଲାଣି। ଯେଉଁ ଔଷଧ ଘାତକ, ତାହା ଉପରେ କାହାରି ଦୃଷ୍ଟି ନ ରହିଲା ଭଳି ମନେହେଉଛି। ଓଡ଼ିଶାରେ ବିିଶେଷକରି ସମ୍ବଲପୁରରୁ ବାରମ୍ବାର ଜବତ ହେଉଥିବା କଫ୍ ସିରପ୍ ଏହା ପ୍ରମାଣ କରୁଛି।…
Operation Sindoor: ରାତି ସାରା ‘ଅପରେସନ ସିନ୍ଦୂର’ ଉପରେ ନଜର ରଖିଥିଲେ ମୋଦି
ନୂଆଦିଲ୍ଲୀ,୭।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣର ନାଁ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ମିଶନରେ ପ୍ରଧାନମନ୍ତ୍ରୀ ମୋଦି ରାତିସାରା ନଜର ରଖିଥିଲେ। ପହଲଗାମ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ…
Operation Sindoor: ମିଶନ ପାଇଁ କାହିଁକି ବଛାଗଲା ‘ଅପରେସନ ସିନ୍ଦୂର’ ନାମ, ପହଲଗାମ ପୀଡ଼ିତଙ୍କୁ ଏମିତି ମିଳିଲା ନ୍ୟାୟ
ନୂଆଦିଲ୍ଲୀ,୭।୫: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ କେବଳ ପୁରୁଷମାନଙ୍କୁ ସେମାନଙ୍କର ଧର୍ମ ପଚାରି ହତ୍ୟା କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ମହିଳା ସେମାନଙ୍କର ସ୍ବାମୀଙ୍କୁ ହରାଇଛନ୍ତି। ଏହି ନୃଶଂସ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ,…
Archives


