ଲାଲୁ ପ୍ରସାଦ ବଡ଼ ପୁଅଙ୍କୁ ଦଳରୁ ବିଦା କରିବା ପରେ ସାନ ପୁଅଙ୍କ ପ୍ରତିକ୍ରିୟା, କହିଲେ ମୁଁ ଏସବୁ ସହି ପାରୁନି କି…
ପାଟ୍ନା,୨୫ା୫: ତେଜ ପ୍ରତାପ ଏବଂ ଅନୁଷ୍କା ମାମଲାରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ(ତେଜ ପ୍ରତାପ)ଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବେ ତେଜ ପ୍ରତାପଙ୍କ ସାନ ଭାଇ ତଥା ଆରଜେଡି ନେତା ତେଜସ୍ବୀ ଯାଦବ…
ବାତ୍ୟା ରୂପ ନେବ କି ଲଘୁଚାପ ? ବଡ଼ ସୂଚନା ଦେଲା ପାଣିପାଗ ବିଭାଗ
ଭୁବନେଶ୍ୱର,୨୫।୫: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନ ଅନୁଯାୟୀ ଓଡ଼ିଶାରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଝଟ୍କା ପବନ ମଧ୍ୟ ବହିବ। ଆଗାମୀ ୨୭ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ…
ଆଉ କେଇଟା ସେକେଣ୍ଡରେ ପଡିଥାନ୍ତା ହାତଗଣ୍ଠି: ବିବାହ ମଣ୍ଡପରେ ଏମିତି କାଣ୍ଡ କାରନାମା କଲେ ଝିଅ , ସମସ୍ତଙ୍କ ମଥା ଗୋଲ
ଆଉ କେଇଟା ସେକେଣ୍ଡରେ ପଡିଥାନ୍ତା ହାତଗଣ୍ଠି। ଝିଅରୁ ହୋଇଯାଇଥାନ୍ତେ ସ୍ତ୍ରୀ, ହେଲେ ବିବାହ ବେଦୀରେ ଝିଅଙ୍କ ଏମିତି କାଣ୍ଡକାରନାମା, ଶୁଣିକି ସମସ୍ତଙ୍କ ମଥା ଗୋଲ। ବରଙ୍କୁ ହେବାକୁ ପଡ଼ିଶା ଶିଶୁପାଳ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କର୍ଣ୍ଣାଟକ ହାସନ ଜିଲାରେ।…
ବିଶ୍ୱରେ ଚହଳ! ଭାରତ ପାଲଟିଲା ଚତୁର୍ଥ ବୃହତ୍ତମ ଅର୍ଥନୀତି
ନୂଆଦିଲ୍ଲୀ,୨୫।୫: ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ଏବେ ଆକଳନ କରାଯାଉଛି ଯେ ଆଗାମୀ ୩୦ ରୁ ୩୬ ମାସ ମଧ୍ୟରେ ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ପାଲଟିବ।…
ଟ୍ରମ୍ପଙ୍କ ଦେଶରେ ଏତେ ବଡ଼କଥା କହିଦେଲେ ଥରୁର, ଆମେରିକାରେ ଚହଳ!
ନୂଆଦିଲ୍ଲୀ, ୨୫।୫: କଂଗ୍ରେସ ଏମପି ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଆମେରିକା ସମେତ ପାଞ୍ଚଟି ଦେଶରେ ଭାରତର ଆତଙ୍କବାଦ ବିରୋଧୀ ନୀତି ଏବଂ ଦୃଢ଼ ଆଭିମୁଖ୍ୟକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ଗସ୍ତ କରୁଛନ୍ତି।…
ଭାରତ-ପାକିସ୍ତାନ ଯୁଦ୍ଧ ପଛରେ ଆମେରିକାର ହାତ! ବଡ଼ ଖୁଲାସା କଲେ…
ଇସଲାମବାଦ,୨୫।୫: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆମେରିକା ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଖୱାଜା ଆସିଫ ସାରା ବିଶ୍ୱରେ ଘଟୁଥିବା ହିଂସା ଏବଂ ଯୁଦ୍ଧ ସମ୍ପର୍କରେ ଆମେରିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆମେରିକା…
ରାତି ପାହିଲେ ସାବିତ୍ରୀ: ଜାଣନ୍ତୁ କ’ଣ ରହିଛି ଫଳ ରେଟ୍
ଭୁବନେଶ୍ୱର,୨୫।୫: ରାତି ପାହିଲେ ସାବିତ୍ରୀ, ସବୁଠି ଚଳଚଞ୍ଚଳ, ଫଳ ବଜାର କୁହ କି ଶାଢ଼ି ଦୋନ, ଅବା ଲେଡିସ୍ କର୍ଣ୍ଣର ସବୁଠି ଭିଡ଼। ବର୍ଷକେ ଥରେ ଆସୁଛି ସାବିତ୍ରୀ ସ୍ବାମୀଙ୍କ ଶୁଭ ମନାସି ମହିଳା ରଖିଥାନ୍ତି ଏହି ବ୍ରତ। ଅନ୍ୟପଟେ ଫଳଦର…
ପାକିସ୍ତାନ ଉପରେ ପୁଣି ବଡ଼ ଆଟାକ୍, ଭୟଙ୍କର ବୋମା ମାଡ଼…
ଇସଲାମବାଦ,୨୫।୫: ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମ ଅଞ୍ଚଳ ପୁଣି ଥରେ ହିଂସାର ଶିକାର ହୋଇଛି। ଖାଇବର ପଖତୁନଖୱାରେ ହୋଇଥିବା ଦୁଇଟି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ କେବଳ ସୁରକ୍ଷା ବ୍ୟବସ୍ଥାକୁ ସ୍ପଷ୍ଟ କରିନାହିଁ ବରଂ ପୁଣି ଥରେ ଏହି ପ୍ରଶ୍ନ ଉଠାଇଛି ଯେ ପାକିସ୍ତାନ…
ବଡ଼ ଖବର: ଦାନାବାନ୍ଧିଲାଣି ଲଘୁଚାପ, କଳା ଅନ୍ଧାର କରି ଘୋଟିଆସିବ …
ଭୁବନେଶ୍ୱର,୨୫।୫: ଦାନା ବାନ୍ଧୁଛି ଲଘୁଚାପ। ୨୭ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପାସଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ…
ଦେଶ ବିକାଶର ଇଞ୍ଜିନ୍ ହେବ ଓଡ଼ିଶା
ଓଡ଼ିଶା ଭାରତର ବିକାଶରେ ଇଞ୍ଜିନ୍ ପାଲଟିବ ବୋଲି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟର ୬ ସହର ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଟଣୀ ଓ ପାରାଦୀପକୁ ନେଇ ମେଟ୍ରୋପଲିଟାନ୍ ରିଜିଅନ୍ କରାଯିବାର ପ୍ରସ୍ତାବ ରହିଥିବା…
ବିଶ୍ୱରେ X ସେବା ପୁଣି ଠପ୍: ୟୁଜର୍ସ ଆଣିଲେ ଅଭିଯୋଗ
ଓ୍ବାଶିଂଟନ୍,୨୪।୫: ଏଲନ ମସ୍କଙ୍କ ସୋସିଆଲ ମିଡିଆ ସାଇଟ X ପୁଣି ଥରେ ଡାଉନ ହୋଇଯାଇଛି। ଅନେକ ଦେଶର ୟୁଜର୍ସ ଏନେଇ ଅଭିଯୋଗ ଆଣିଛନ୍ତି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଅସୁବିଧା ପରିଲକ୍ଷିତ ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଗତକାଲି ରାତିରେ ମଧ୍ୟ…
ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତୀଶ
ନୂଆଦିଲ୍ଲୀ,୨୪ା୫: ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଛି। ବିକଶିତ ଭାରତ @୨୦୪୭ ଉପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଗାମୀ ୨୫ ବର୍ଷ…
Archives


