Home Middle

IPL 2025 ପ୍ରଥମ କ୍ୱାଲିଫାୟାର: ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯ୍ୟୟ, ବାଙ୍ଗାଲୋର ଆଗରେ ୧୦୨ ରନର ଟାର୍ଗେଟ

ନୂଆଦିଲ୍ଲୀ,୨୯।୫: ଚଣ୍ଡିଗଡ଼ର ମୁଲ୍ଲାନପୁରରେ ଖେଳାଯାଉଥିବା IPL 2025 ର ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (PBKS) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିପକ୍ଷରେ ମାତ୍ର ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ ହୋଇଛି। ଫଳରେ, RCB କୁ ଫାଇନାଲରେ ପ୍ରବେଶ…

ଆର୍ଥିକ ବର୍ଷ ୨୫ରେ ବ୍ୟାଙ୍କ ଠକେଇ ତିନି ଗୁଣା ବୃଦ୍ଧି ପାଇ ୩୬,୦୧୪ କୋଟି ଟଙ୍କା: RBI

ମୁମ୍ବାଇ,୨୯।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ବାର୍ଷିକ ରିପୋର୍ଟରେ ଜଣାଇଛି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ୧୯୪% ବୃଦ୍ଧି ପାଇ ପ୍ରାୟ ତିନି ଗୁଣ ହୋଇ ୩୬,୦୧୪ କୋଟି ଟଙ୍କାକୁ ପହଞ୍ଚିଛି। ଗତ ଆର୍ଥିକ ବର୍ଷ…

ମୋଦିଙ୍କୁ ଏମିତି ଚ୍ୟାଲେଞ୍ଜ ଦେଲେ ମମତା ବାନାର୍ଜୀ: କହିଲେ, ଯଦି ସାହସ ଅଛି…

କୋଲକାତା,୨୯।୫: ପଶ୍ଚିମବଙ୍ଗ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଏମସି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବଙ୍ଗଳା ବିରୋଧରେ ବୟାନବାଜି ଠିକ ନୁହେଁ। ପ୍ରଧାନମନ୍ତ୍ରୀ ମୋଦି ଆଜି…

ଦିଦିଙ୍କ ଉପରେ ରାଗିକି ନିଆଁବାଣ ମୋଦି: ଜାଣନ୍ତୁ କାହିଁକି

କୋଲକାତା,୨୯।୫: ପଶ୍ଚିମବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଲିପୁରଦୁଆରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟର ଟିଏମସି ସରକାରଙ୍କ ନିଷ୍ଠୁରତାର ଏକ ଉଦାହରଣ ବୋଲି କହିଛନ୍ତି। ମମତା ସରକାରଙ୍କୁ…

ଗିରଫ ହେଲେ ହାର୍ଡକୋର ମାଓବାଦୀ ହିଡ୍‌ମା

କୋରାପୁଟ,୨୯ା୫(ଅମିତାଭ ବେହେରା): ଗୁରୁବାର ଭୋର୍‌ରୁ ବୈପାରୀଗୁଡ଼ା ଥାନାର ପେଟିଗୁଡ଼ା ଗ୍ରାମ ନିକଟ ଜଙ୍ଗଲରୁ ଜଣେ ହାର୍ଡକୋର୍‌ ଏସିଏମ୍‌ ର଼୍ୟାଙ୍କର ମାଓବାଦୀ ମୋହନ ତଥା କୁଞ୍ଜମ ହିଡ୍‌ମାକୁ କୋରାପୁଟ ଡିଭିଏଫ୍‌ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ଅପରାହ୍ନରେ ସ୍ଥାନୀୟ ଏସ୍‌ପି କାର୍ଯ୍ୟାଳୟ…

ସାବଧାନ! ସିସିଟିଭି ଜରିଆରେ ଚାଇନା କରୁଛି ଗୁପ୍ତଚରଗିରି, ସରକାରଙ୍କ ନିଷ୍ପତ୍ତିକୁ ନେଇ ହଇଚଇ!

ନୂଆଦିଲ୍ଲୀ,୨୯।୫: ସିକ୍ୟୁରିଟି କ୍ୟାମେରା ନିର୍ମାତାଙ୍କ ପାଇଁ ଅପରିହାର୍ଯ୍ୟ ଆବଶ୍ୟକତା (ଇଆର୍‌) ନିୟମକୁ ବାଧ୍ୟତାମୂଳକ କରାଯାଇଥିବା ବିଷୟ ସରକାରୀ ଦସ୍ତାବିଜ ଓ କମ୍ପାନୀ ଇମେଲ୍‌ଗୁଡ଼ିକରୁ ଜଣାପଡ଼ିଛି। ଦେଶରେ ଚାଇନା ସର୍ଭିଲାନ୍ସ କ୍ଷମତା ସମ୍ପର୍କିତ ଚିନ୍ତା ବଢ଼ିଥିବାବେଳେ ଏହି ସିକ୍ୟୁରିଟି ଟେଷ୍ଟିଂ ନୀତି ଯୋଗୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆହୁରି ଘନୀଭୂତ ହୋଇ ଅପରାହ୍ନରେ…

ଭୁବନେଶ୍ୱର,୨୯ା୫: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଗୁରୁବାର ସୃଷ୍ଟି ହୋଇଛି ଗଭୀର ଅବପାତ। ଏହି ଅବପାତ ୨୦ କିମି ବେଗରେ ଉତ୍ତର ଦିଗକୁ ଗତିକରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଦୀଘାଠାରୁ ୧୧୦ କିମି ପୂର୍ବ ଦକ୍ଷିଣପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇ…

ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୫: ହୋମଗାର୍ଡ ଚାକିରି ଆଶାୟୀ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଉକ୍ତ ଘଟଣାରେ ମୁଁ ଦୁଃଖ ପ୍ରକାଶ ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।…

ନିଜ ଦଳର ନେତାଙ୍କୁ ମୁହଁତୋଡ଼ ଜବାବ ଦେଲେ ଶଶି ଥରୁର: କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୯।୫: ଭାରତ ସରକାର ଅପରେଶନ ସିନ୍ଦୂରର ସଫଳତାକୁ ପାଳନ କରିବା ଏବଂ ପାକିସ୍ତାନର ମୁହଁରୁ ଆତଙ୍କବାଦର ମୁଖା ହଟାଇବା ପାଇଁ ବିଶ୍ୱର ଅନେକ ଦେଶକୁ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପଠାଇଛନ୍ତି। କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଏହାର ଏକ ଅଂଶ।…

ଭାଙ୍ଗିଯିବ ଭାରତ-ପାକିସ୍ତାନ ଯୁଦ୍ଧବିରତି! ଭାରତକୁ ନେଇ ଟ୍ରମ୍ପ କହିଦେଲେ ବଡ଼କଥା

ଓ୍ବାଶିଂଟନ,୨୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଦାବି କରିଛନ୍ତି। ଟ୍ରମ୍ପ କହିଥିଲେ ଯେ ସେ ଯୁଦ୍ଧବିରତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏବେ ଟ୍ରମ୍ପ ପ୍ରଶାସନ କୋର୍ଟରେ ସମାନ ଦାବି କରିଛି।…

ପାକିସ୍ତାନର ଅସଲ ମୁଖା ଖୋଲିଲା: ପୁଣି ଆତଙ୍କବାଦୀଙ୍କୁ କୋଳାଗ୍ରତ କରି ଭାରତ ବିରୋଧରେ ବିଷ ଓଗାଳିଲେ ଶେହବାଜ ସରକାର

ଇସଲାମାବାଦ୍‌,୨୯।୫: ପାକିସ୍ତାନର ପଞ୍ଜାବ ପ୍ରଦେଶର କସୁର ଜିଲାରେ ପାକିସ୍ତାନ ସରକାର ଏବଂ ଲସ୍କର-ଏ-ତୋଇବା ମଧ୍ୟରେ ପାରସ୍ପରିକ ମେଣ୍ଟର ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଜରିଆରେ ସମଗ୍ର ବିଶ୍ୱ ସମ୍ମୁଖରେ ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି। ଏହା କୌଣସି ଅଭିଯୋଗ ନ…

ବିଳିବିଳଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ: ହଠାତ୍‌ ଅସୀମ ମୁନିରଙ୍କୁ ବୈଠକ ମଝିରେ ଠିଆ କରାଇ କହିଲେ…

ଇସଲାମାବାଦ୍‌,୨୯।୫: ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଛି। ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବିଦେଶ ଗସ୍ତରେ ଯାଇଛନ୍ତି। ସେ ଯେଉଁଠିକୁ ଯାଉଛନ୍ତି ସେଠାରେ କହୁଛନ୍ତି ଯେ, ପାକିସ୍ତାନ ଭାରତକୁ କଡ଼ା ଜବାବ ଦେଇଛି। କେବଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri