Home Middle

IPL ଟ୍ରଫି ଜିତିଲେ ଶ୍ରେୟସ ଆୟରଙ୍କ ଏତେ ବଢିଯିବ ଆୟ! ନେଟୱର୍ଥ ଜାଣିଲେ ତାଜୁବ ହେବ…

ମୁମ୍ବାଇ,୩।୬: ଭାରତୀୟ କ୍ରିକେଟର ତଥା ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର କେବଳ ମଇଦାନରେ ନୁହେଁ, ନେଟ୍‌ଓ୍ବର୍ଥରେ ମଧ୍ୟ ଶୀର୍ଷରେ ଅଛନ୍ତି। ୩୦ ବର୍ଷ ବୟସରେ ଶ୍ରେୟସଙ୍କ ନେଟୱର୍ଥ ପ୍ରାୟ ୬୫ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଆଇପିଏଲ ୨୦୨୫ରେ…

ଓଡ଼ିଶାରେ B.Ed କୋର୍ସ ଚାହିଦା କାହିଁକି ବଢ଼ୁଛି ? ୨,୭୫୦ ସିଟକୁ ୧,୨୬,୧୨୫ ଆବେଦନକାରୀ

ଭୁବନେଶ୍ୱର, ୩।୬: ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାରମ୍ପରିକ ଶିକ୍ଷାଗତ ପାଠ୍ୟକ୍ରମ ଅପେକ୍ଷା ବୃତ୍ତିଗତ ପାଠ୍ୟକ୍ରମ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ବିଶେଷ କରି ବ୍ୟାଚେଲର ଅଫ ଏଡୁକେସନ (ବି.ଏଡ୍) ପାଠ୍ୟକ୍ରମରେ ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି। ଚଳିତ ବର୍ଷ ମାତ୍ର…

ପ୍ରବଳ ବର୍ଷା ପରେ ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ବେଳେ ଅଘଟଣ: ଘର ଭୁଶୁଡ଼ି ତିନି ଶ୍ରମିକ ଚାପିହୋଇଗଲେ

ଭୁବନେଶ୍ୱର, ୩।୬: ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ଥିବା ଲିଙ୍ଗରାଜ ବିହାରରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ନିର୍ମାଣ ସ୍ଥଳରେ ପୁରୁଣା ଛାତ ଭାଙ୍ଗୁଥିବା ବେଳେ ଘରଟି ଭୁଶୁଡ଼ି ପଡ଼ିବାରୁ ତିନି ଜଣ ଶ୍ରମିକ ଚାପି ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର…

IPL 2025 Final: ପଞ୍ଜାବ ଜିତିଲା ଟସ୍‌, RCB କରିବ ବ୍ୟାଟିଂ; ଜାଣନ୍ତୁ କେଉଁ ଦଳରୁ କିଏ?

ଅହମ୍ମଦାବାଦ,୩।୬: ଆଇପିଏଲ୍‌ ୨୦୨୫ର ଫାଇନାଲ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମଙ୍ଗଳବାର ଖେଳାଯାଉଛି। ଏଥିରେ ପଞ୍ଜାବ ଟିମ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ବାଙ୍ଗାଲୋର ଟିମ୍‌ ପ୍ରଥମେ ବ୍ୟାଟିଂ କରିବ। ମ୍ୟାଚ୍‌…

ପାକିସ୍ତାନ ଏୟାରବେସ୍‌କୁ କବଜା କଲା ଆମେରିକା? ଚାଞ୍ଚଲ୍ୟକର ଖୁଲାସା

ଇସଲାମବାଦ,୩।୬: ପାକିସ୍ତାନର ପ୍ରଖ୍ୟାତ ସୁରକ୍ଷା ବିଶେଷଜ୍ଞ ଇମ୍ତିଆଜ ଗୁଲଙ୍କ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ଏକ ସାମାଜିକ ଗଣମାଧ୍ୟମ ଭିଡିଓରେ ସେ ଦାବି କରିଛନ୍ତି ଯେ, ରାୱାଲପିଣ୍ଡିରେ ଅବସ୍ଥିତ ପାକିସ୍ତାନ ବାୟୁସେନାର ନୂର ଖାନ ଏୟାରବେସ ବର୍ତ୍ତମାନ…

ବିଚ୍‌ ରାସ୍ତାରେ ହାଇଡ୍ରାମା: ପ୍ରଥମେ ଅଟୋବାଲକୁ ଗୋଡ଼ରୁ ଚପଲ କାଢ଼ି କଶିପକାଇଲେ ମହିଳା ପରେ…

ବିଚ୍‌  ରାସ୍ତାରେ ହାଇ ଡ୍ରାମା ।(ଭିଡିଓ କରିବ ତ’କର) ଏମିତି କହି ଅଟୋ ଡ୍ରାଇଭରଙ୍କୁ ଚପଲରେ ପିଟିଲେ ମହିଳା । ଭିଡିଓ ଭାଇରାଲ ପରେ ଡ୍ରାଇଭରଙ୍କ ଗୋଡ଼ ତଳେ ପଡ଼ି ମାଗିଲେ କ୍ଷମା। ସେପଟେ ଅଟୋ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୋଲିସ…

ଟ୍ରମ୍ପ୍‌ ଦେଲେ ନିର୍ଦ୍ଦେଶ, ”ନରେନ୍ଦର ସରେଣ୍ଡର”, ପାକିସ୍ତାନ ସହିତ ଯୁଦ୍ଧ ବିରତିକୁ ନେଇ ରାହୁଲ ଗାନ୍ଧୀଙ୍କ ତାଚ୍ଛଲ୍ୟ

ଭୋପାଳ, ୩।୬: କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଭୋପାଳରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ରାହୁଲ ଗାନ୍ଧୀ…

IPL final: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଲେ RCB ଖେଳାଳି, ସ୍ୱାଗତ କଲା ବର୍ଷା

ଅହମ୍ମଦାବାଦ,୩।୬: ଆଇପିଏଲ ୨୦୨୫ର ମହାମୁକାବିଲା ପାଇଁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଖେଳାଳିମାନେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଛନ୍ତି। କିନ୍ତୁ ମ୍ୟାଚ ଆରମ୍ଭ ପୂର୍ବରୁ ଅହମ୍ମଦାବାଦରେ ବର୍ଷା ଆରମ୍ଭ ହୋଇଛି, ଯାହା ଫାଇନାଲ ମ୍ୟାଚ ଉପରେ ପ୍ରଭାବ ପକାଇବାର ଆଶଙ୍କା…

ମଟନ୍‌ କହି କିଲୋପିଛା ୧୫୦ ବିକୁଥିଲେ ଗୋ’ମାଂସ: ମାଡ଼ ମାରି ଦେହ ସାରା ଗୋବର ବୋଳିଦେଲେ ଲୋକେ

ମୋରଡା,୩।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଦୁଇଜଣ ଗୋ ମାଂସ ବେପାରୀଙ୍କୁ ଧରି ନିସ୍ତୁକ ଉତ୍ତମ ମଧ୍ୟମ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ସୂଚନା ମୁତାବକ, ବଜରଙ୍ଗ ସେନା ସଦସ୍ୟ ଯୁଧିଷ୍ଠିର ଭଦ୍ର, ଛତିଶ…

ମୁଁ ଆଦୌ କ୍ଷମା ମାଗିବିନି…ରୋକଠୋକ କହିଦେଲେ କମଲ ହାସନ

ଚେନ୍ନାଇ,୩।୬: ତାମିଲ-କନ୍ନଡ ଭାଷା ବିବାଦ ସମ୍ପର୍କରେ ସାଉଥ୍‌ ଷ୍ଟାର୍‌ କମଲ ହାସନ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ତାଙ୍କ ଫିଲ୍ମ ଠଗ ଲାଇଫ ଆଉ କର୍ନାଟକରେ ରିଲିଜ ହେବ ନାହିଁ। କମଲ ହାସନଙ୍କ ପ୍ରଯୋଜନା କମ୍ପାନୀ ମଙ୍ଗଳବାର କର୍ନାଟକ ହାଇକୋର୍ଟକୁ କହିଛି…

ଏଣିକି ଟ୍ରାଫିକ୍‌ ପୋଷ୍ଟରେ ହେବ ବଡ଼ ପରିବର୍ତ୍ତନ: ସରକାର କହିଲେ…

ଭୁବନେଶ୍ୱର,୩।୬: ଟ୍ରାଫିକ୍‌ ପୋଷ୍ଟରେ ହେବ ବଡ଼ ପରିବର୍ତ୍ତନ। ଏଣିକି ସବୁ ଟ୍ରାଫିକ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ। ଫଳରେ ଟ୍ରାଫିକ ପୋଷ୍ଟରେ ଅଟକୁଥିବା ଯାତ୍ରୀମାନେ ଭଲ ଅକ୍ସିଜେନ ପାଇପାରିବେ। ତୁଳସୀ ଗଛ ଭଲ ଅକ୍ସିଜେନ ଦେଇଥାଏ। ଏବେ ଆମ…

ଲଗାତାର ତୃତୀୟ ଦିନ ପାଇଁ ତଳମୁହାଁ ଶେୟାର ବଜାର, ଛାଇ ରହିଛି ବୈଶ୍ଵିକ ଅସ୍ଥିରତାର କଳାବାଦଲ

ମୁମ୍ବାଇ,୩।୬: ମଙ୍ଗଳବାର ଭାରତୀୟ ଷ୍ଟକ୍ ମାର୍କେଟରେ ଲଗାତାର ତୃତୀୟ ଦିନ ପାଇଁ ହ୍ରାସ ଦେଖାଦେଇଛି। ବିଏସଇ ସେନସେକ୍ସ ୬୩୬ ପଏଣ୍ଟ ହ୍ରାସ ପାଇ ୮୦,୭୩୭.୫୧ ସ୍ତରରେ କାରବାର ଶେଷ କରିଛି। ସେହିପରି ଏନଏସଇ ନିଫ୍ଟି ୦.୭୪% ଅର୍ଥାତ୍ ୧୭୪ ପଏଣ୍ଟ ହ୍ରାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri