Home Middle

BJ ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ିଥିଲା ବିମାନ, ୨୦ ଛାତ୍ରଙ୍କ ମୃତ୍ୟୁ ଆଶଙ୍କା; ଫଟୋରେ ଦେଖନ୍ତୁ…

ଅହମ୍ମଦାବାଦ,୧୨।୬: ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୁରୁବାର ଏୟାର ଇଣ୍ଡିଆର B-୭୮୭ ଡ୍ରିମଲାଇନର ବିମାନ, ଯାହା AI-୧୭୧ ଫ୍ଲାଇଟ ଯୋଗେ ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ ଯାତ୍ରା କରୁଥିଲା, ମେଘନାନୀ ନଗରର ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ବିଜେ…

୧.୧୦ରେ ବୋର୍ଡିଂ, ୧:୧୭ରେ ଉଡ଼ାଣ: ମାତ୍ର କିଛି ମିନିଟ ମଧ୍ୟରେ ଛାରଖାର୍‌ ହୋଇଗଲା ବିମାନ: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଅହମ୍ମଦାବାଦ,୧୨।୬: ଗୁଜରାଟର ଅହମ୍ମଦାବାଦରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଏୟାର ଇଣ୍ଡିଆ ବିମାନ AI-171 ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲା। ସମସ୍ତ ୨୪୨ ଜଣ ଯାତ୍ରୀ ଚଢ଼ି ସାରିଥିଲେ…

କିଏ ସେହି କ୍ୟାପ୍ଟେନ ସୁମିତ ସବରୱାଲ, ଯିଏ ଉଡାଉଥିଲେ ଏୟାର ଇଣ୍ଡିଆ ବିମାନ

ଅହମ୍ମଦାବାଦ,୧୨।୬: ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନର ପାଇଲଟଙ୍କ ନାମ କ୍ୟାପ୍ଟେନ ସୁମିତ ସବରୱାଲ। ଦୁର୍ଘଟଣାଗ୍ରସ୍ତ ବିମାନଟି କ୍ୟାପ୍ଟେନ ସୁମିତ ସବରୱାଲ ଉଡ଼ାଉଥିଲେ। ସେ…

ବିମାନ ଦୁର୍ଘଟଣା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହା

ନୂଆଦିଲ୍ଲୀ,୧୨ା୬: ଗୁରୁବାର ଅପରାହ୍ନରେ ଗୁଜରାଟର ଅହମ୍ମଦାବାଦରେ ଭାରତର ଯାତ୍ରୀବାହୀ ବିମାନ ବୋଇଂ ଡ୍ରିମ୍‌ଲାଇନ ୭୮୭ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଏହା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

କେମିତି ହେଲା ବିମାନ ଦୁର୍ଘଟଣା: ଏୟାର ଇଣ୍ଡିଆର ଆସିଲା ପ୍ରଥମ ବୟାନ

ଅହମ୍ମଦାବାଦ,୧୨।୬:ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ ମେଘନାନୀ ନଗର ଅଞ୍ଚଳରେ ଗୁରୁବାର ଅପରାହ୍ନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସମ୍ପର୍କରେ ଏୟାର ଇଣ୍ଡିଆର ପ୍ରଥମ ବୟାନ ଆସିଛି। ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, ଅହମ୍ମଦାବାଦ-ଲଣ୍ଡନ ଉଡ଼ାଣ କରୁଥିବା ବିମାନ AI171…

ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ,୧୨।୬: ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଆସିଛି। ଏହି ବିମାନରେ ୨୪୨ ଯାତ୍ରୀ ଥିଲେ। ସବୁଠୁ ବଡ଼ କଥା ହେଉଛି, ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିବା କୁହାଯାଉଛି। ସେ…

ଚାଇନାର ସ୍ବପ୍ନକୁ ଛାରଖାର କରିଦେବ ଭାରତ: ମୋଦି କରୁଛନ୍ତି ବଡ଼ ପ୍ଲାନ୍‌

ବେଜିଂ,୧୨।୬:ଭାରତର ପଡ଼ୋଶୀ ଦେଶ ଚାଇନା ଏକ ବିସ୍ତାରବାଦୀ ନୀତିରେ କାମ କରେ। ମଧ୍ୟ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ମଙ୍ଗୋଲିଆ ଏହାର ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷାର ଲକ୍ଷ୍ୟସ୍ଥଳ। ଡ୍ରାଗନ ଏହା ଉପରେ ନଜର ରଖେ। ଏହା ଯେକୌଣସି ଉପାୟରେ ମଙ୍ଗୋଲିଆକୁ କବଜା କରିବାକୁ…

ଅହମ୍ମଦବାଦରେ ବଡ଼ ବିମାନ ଦୁର୍ଘଟଣା, ଜଳିଗଲା ବିମାନ, ଭିତରେ ଥିଲେ ୨୪୨ଜଣ ଯାତ୍ରୀ…

ଅହମଦାବାଦ, ୧୨।୬: ଗୁଜରାଟର ରାଜଧାନୀ ଅହମ୍ମଦବାଦରେ ଆଜି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟସ୍ଥ ମେଘାଣୀ ନଗର ଅଞ୍ଚଳରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ,…

ତୁଚ୍ଛାଟାରେ ଡିଣ୍ଡିମ ପିଟୁଥିଲା ପାକିସ୍ତାନ: ଆମେରିକାକୁ ଆସିମ ମୁନିରଙ୍କୁ ମିଳିନାହିଁ ନିମନ୍ତ୍ରଣ, ୨୪ ଘଣ୍ଟାରେ…

ଇସଲାମାବାଦ,୧୨।୬: ପାକିସ୍ତାନର ଆଉ ଏକ ମିଛ ସାମ୍ନାକୁ ଆସିଛି। ପାକିସ୍ତାନ ବିଶ୍ୱରେ ନିଜର ପତିଆରାକୁ ଦେଖାଇବା ଲାଗି ସମସ୍ତ ପ୍ରକାର ଚେଷ୍ଟା କରିଆସିଛି। ଏବେ ସେଭଳି କିଛି ଚେଷ୍ଟାର ପର୍ଦ୍ଦାଫାଶ ହୋଇଛି। ବୁଧବାର ପାକିସ୍ତାନ ସୂଚନା ଦେଇଥିଲା ଯେ ପାକିସ୍ତାନର ସେନା…

ଯୁକ୍ତ ୩ ନାମ ଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ଲିଷ୍ଟ

ଭୁବନେଶ୍ୱର,୧୨ା୬: ଯୁକ୍ତ ୩ ନାମଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ସର୍ବାଧିକ କଟ୍‌ଅଫ୍‌ ସହ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦% କଟ୍‌ଅଫ୍‌ ମାର୍କ ରହିଥିବା ବେଳେ ପ୍ରାଣୀ ବିଜ୍ଞାନରେ ୯୪%, ପଦାର୍ଥ ବିଜ୍ଞାନରେ…

ଭୁବନେଶ୍ୱରରୁ UAEକୁ ସିଧା ବିମାନ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୬: ରାଜଧାନୀ ଭୁବନେଶ୍ବରରୁ UAEକୁ ସିଧା ବିମାନ ସେବା ଆରମ୍ଭ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ସିଧା ଉଡ଼ାଣ କରି ବିମାନ। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନବନ୍ଦରରେ ପତାକା ହଲାଇ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି।…

ବିକାଶ ବାହନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୩୧୪ ବ୍ଲକରେ ବୁଲି…

ଭୁବନେଶ୍ୱର,୧୨ା୬: ଗୁରୁବାର ରାଜ୍ୟସ୍ତରୀୟ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଏହା ଜୁନ୍‌ ୨୧ ଯାଏ ଗଡ଼ିବ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସରକାରୀ ଯୋଜନା ସମ୍ବନ୍ଧରେ ଲୋକକଙ୍କୁ ସଚେତନତା କରିବା। ରାଜ୍ୟର ୩୧୪ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri