Home Middle

ଆଗକୁ ଜିମ୍‌, ଯୋଗକେନ୍ଦ୍ର ଯିବାକୁ ଭାବିଛନ୍ତି କି.. , ଜାଣନ୍ତୁ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୩।୨(ବ୍ୟୁରୋ): ଅଗଷ୍ଟ ୫ ତାରିଖରୁ ଜିମ୍‌ ଏବଂ ଯୋଗକେନ୍ଦ୍ର ଖୋଲିବ। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହା କେବଳ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଖୋଲିବ। ଯୋଗ ବା…

୫ ଦିନରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୫ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ଫଳରେ ଗତ ୫ଦିନ ମଧ୍ୟରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ…

ବଦଳିଲେ ଖୋର୍ଦ୍ଧା ଜିଲାପାଳ

ଭୁବନେଶ୍ୱର,୩ା୮(ବ୍ୟୁରୋ): ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତଙ୍କର ସୋମବାର ବଦଳି ହୋଇଛି। ତାଙ୍କ ବଦଳି ପରେ ସନତ କୁମାର ମହାନ୍ତି ନୂତନ ଜିଲାପାଳ ହୋଇଛନ୍ତି। ଏଥିସହିତ ଗଞ୍ଜାମ କୋଭିଡ୍‌ ମ୍ୟାନେଜମେଣ୍ଟର ଓଏସ୍‌ଡି ଭାବେ ଆଇଏଏସ୍‌ କୀର୍ତ୍ତି ଭାସାନଙ୍କ ବଦଳି ହୋଇଛି। ସେହିପରି…

ଭାରତର ଏସବୁ ସହରରେ ହେବ କୋଭିଶିଲ୍ଡର ମାନବ ପରୀକ୍ଷଣ

ନୂଆଦିଲ୍ଲୀ, ୩।୮: ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଔଷଧ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟୀକା କୋଭିଶିଲ୍ଡର ଭାରତରେ ମାନବ ପରୀକ୍ଷଣ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏନେଇ ଭାରତୀୟ ଡ୍ରଗ୍‌ ନିୟନ୍ତ୍ରକ ନିର୍ଦ୍ଦେଶାଳ(ଡିସିଜିଆଇ) ପକ୍ଷରୁ ସିରମ୍‌…

ଖୁସି ଖବର: ସ୍କୁଲ ପିଲାଙ୍କୁ ଏବେ ମିଳିବ ବ୍ରେକ୍‌ଫାଷ୍ଟ୍‌

ନୂଆଦିଲ୍ଲୀ, ୩।୮: ସରକାରୀ ସ୍କୁଲର ଛୋଟ ପିଲାଙ୍କ ଖୁସି ଖବର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନୂଆ ଶିକ୍ଷା ନୀତିରେ ସ୍କୁଲ ପିଲାଙ୍କ ପାଇଁ ବ୍ରେକ୍‌ଫାଷ୍ଟ୍‌ର ସୁବିଧା ରହିଛି। ସରକାରୀ ସ୍କୁଲରେ ଛୋଟ ପିଲାଙ୍କୁ ଏବେ ମଧ୍ୟାହ୍ନ ଭୋଜନ ସହିତ…

ରାଜ୍ୟରେ ୨୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୩ା୮(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୨୦୭ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୩, ରାୟଗଡ଼ାରୁ ୩, ଗଜପତିରୁ…

CORONAVIRUS UPDATE: ରାଜ୍ୟରେ ୩୬,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୩୮୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩ା୮(ବ୍ୟୁରୋ) : ସୋମବାର ୨୬ଟି ଜିଲାରୁ ୧୩୮୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୮୭୩…

ଶ୍ରାବଣରେ କ୍ଷେତ ଫାଟି ଆଁ: ୬୧%ରୁ କମ୍‌ ବର୍ଷା

ପାଟଣା,୩।୮( ସ୍ବ.ପ୍ର.)-କେନ୍ଦୁଝର ଜିଲାର ୮୦ ପ୍ରତିଶତ ଅଧିବାସୀ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଚଳିତ ବର୍ଷ କରୋନା ଯୋଗୁ ସବୁ କାମଧନ୍ଦା ମାନ୍ଦା ପଡ଼ିଥିବା ବେଳେ ଲୋକଙ୍କର ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ଏଭଳି ପରିସ୍ଥିତିରେ…

ରାଜ୍ୟରେ ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ: କଟକରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨ା୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ କଟକରୁ ସର୍ବାଧିକ ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୮୮, କୋରାପୁଟରୁ ୬୬, ଖୋର୍ଦ୍ଧାରୁ ୬୧, ରାୟଗଡାରୁ ୫୭, ଗଂଜାମରୁ ୪୩, ସୁନ୍ଦରଗଡ଼ରୁ ୩୨, ନୟାଗଡ଼ରୁ…

ଭୁବନେଶ୍ୱରରେ ଆଉ ୧୧୮ କରୋନା ପଜିଟିଭ

ଭୁବନେଶ୍ୱର,୨।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ରବିବାର ଆଉ ୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬୯ ଏବଂ ୪୯ ଲୋକାଲ କଣ୍ଟାକ୍ଟ କେସ। ଏକ ଘରୋଇ ହସ୍ପିଟାଲରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଗିଣିଆରୁ ୨, ଅଶୋକ ନଗରରୁ ଜଣେ, ଟଙ୍କପାଣି…

ଅମିତ ଶାହାଙ୍କୁ କରୋନା, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨।୮: ସ୍ବରାଷ୍ଟ୍ର୍ୟ ମନ୍ତ୍ରୀ ଅମିତ ଶାହା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏକଥା ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। କରୋନା ପଜିଟିଭ୍‌ ଜଣାପଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାାଇଛି। କରୋନା ଲକ୍ଷଣ ଦେଖା ଦେବାରୁ ଟେଷ୍ଟ କରିଥିଲି…

ସମସ୍ୟା ନ ସୁଧୁରିଲେ ମୋଦିଙ୍କ ଇସ୍ତଫା ଦାବି କରିିବେ ଲୋକେ: ସଞ୍ଜୟ ରାଉତ

ମୁମ୍ବାଇ,୨।୮: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅସଫଳ ରହିଛନ୍ତି। ସେହିପରି ଆର୍ଥିକ ସଙ୍କଟର ସମାଧାନ କରିବାକୁ ସରକାର ଅସମର୍ଥ। ଏପରି ଧାରା ଜାରି ରହିଲେ ଲୋକଙ୍କ ସହିବାର ସୀମା ଟପିଯିବ। ସେତେବେଳେ ଲୋକେ ମୋଦିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri