Home Middle

ଏପ୍ରିଲ ପାଇଁ ଗାଇଡ୍‌ଲାଇନ୍‌ ଜାରି, ଜାଣନ୍ତୁ କ’ଣ ରହିଛି ଏଥିରେ

ଭୁବନେଶ୍ୱର,୩୧।୩(ବ୍ୟୁରୋ): କରୋନାକୁ ଦୃଷ୍ଟିରେ ରଖି ବୁଧବାର ଏପ୍ରିଲ ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ଗାଇଡ୍‌ଲାଇନ୍‌ ଏପ୍ରିଲ ୧ରୁ ୩୦ ତାରିଖ ଯାଏ ଲାଗୁ ହେବ। କ’ଣ ରହିଛି ଗାଇଡ୍‌ଲାଇନ୍‌ରେ ଜାଣନ୍ତୁ: – ସତର୍କତାର ସହ ମାଇକ୍ରୋ…

ଏପ୍ରିଲରେ ୧୫ ଦିନ ବ୍ୟାଙ୍କ ବନ୍ଦ ! ଜରୁରୀ କାମ ଥିଲେ ଶୀଘ୍ର ସାରିଦିଅନ୍ତୁ

ନୂଆଦିଲ୍ଲୀ,୩୧।୩: ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ। ଏହାପରଠାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ହେଲେ ଆସନ୍ତା ମାସର ୩୦ ଦିନରୁ ପ୍ରାୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଏଥିଯୋଗୁ ଯଦି ଏପ୍ରିଲରେ ବ୍ୟାଙ୍କିଂ ସହ…

ଘରକୁ ଘର ବୁଲି ଭାକ୍ସିନ ଦେବାର ସମୟ ଆସିନାହିଁ

ନୂଆଦିଲ୍ଲୀ, ୩୦।୩ : ଘରକୁ ଘର ବୁଲି ଏବେ କୋଭିଡ୍‌-୧୯ ଭାକ୍ସିନ ଦିଆଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କରୋନାର ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏ ନେଇ…

ବାରିପଦା ସବୁଠୁ ଉତ୍ତପ୍ତ, ୪୪ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର,୩୦।୩(ବ୍ୟୁରୋ): ଅସହ୍ୟ ହେଲାଣି ଖରା। ମଙ୍ଗଳବାର ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ଜଣାପଡ଼ିଛି। ସେଥିରୁ ବାରିପଦା ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୪.୬ ଡିଗ୍ରୀ ରହିଥିଲା। ଏହାଛଡ଼ା ତାଳଚେରରେ ତାପମାତ୍ରା ୪୨.୭ ଡିଗ୍ରୀ…

୪୬ ମହିଳା କଏଦୀଙ୍କୁ କରୋନା

ଚଣ୍ଡିଗଡ,୩୦।୩: ପଞ୍ଜାବରେ କରୋନା ଦ୍ରୁତ ଗତିରେ ବ୍ୟାପିଛି। ମଙ୍ଗଳବାର ପଟିଆଲାର ନଭା ଜିଲା ଜେଲରେ ୪୬ ଜଣ ମହିଳା କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ସେମାନେଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି। ସୂଚନାନୁସାରେ, ନବାଙ୍କ ନୂତନ…

ବିଡ଼ିସି ବୈଠକରେ ଆତଙ୍କବାଦୀ ଆକ୍ରମଣ: ପିଏସ୍‌ଓ ଶହୀଦ୍‌, ଜଣେ କାଉନସିଲରଙ୍କ ମୃତ୍ୟୁ

ଶ୍ରୀନଗର,୨୯।୩: ଜମ୍ମୁ-କଶ୍ମୀରର ସୋପୋରରେ ବିଡ଼ିସି ବୈଠକରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ପିଏସ୍‌ଓ ଶହୀଦ ହୋଇଥିବାବେଳେ ଜଣେ କାଉସିଲରଙ୍କର ମୃତ୍ୟୁ ଘଟିଛି। ପିଏସ୍‌ଓଙ୍କ ନାମ ମୁସ୍ତାକ ଅହମ୍ମଦ ବୋଲି କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଏହି…

ସି-୬୦ କମାଣ୍ଡୋଙ୍କୁ ସଫଳତା: ଗଡ଼ିଲା ୫ ମାଓବାଦୀଙ୍କ ମୁଣ୍ଡ

ଗଡ଼ଚିରୋଲି,୨୯।୩: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲାର ଖେଡ଼ା ଅଞ୍ଚଳରେ ସି-୬୦ କମାଣ୍ଡୋଙ୍କୁ ସର୍ଚ୍ଚ ଅପରେଶନ୍‌ରେ ବଡ଼ ସଫଳତା ମିଳିଛି। ସ୍ଥାନୀୟ ଖୋବ୍ରା ମେଢ଼ା ଜଙ୍ଗଲରେ ମାଓବାଦୀମାନେ ସି-୬୦ କମାଣ୍ଡୋଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ କମାଣ୍ଡୋଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା।…

ଲକ୍ଷେ ମୁହାଁ କରୋନା: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ହଜାର ଟପିଲା

ନୂଆଦିଲ୍ଲୀ,୨୯।୩: ଦେଶରେ କରୋନାର ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଏବେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ମୁହାଁ ହୋଇଛି। ଦେଶରେ ଲଗାତାର ତୃତୀୟ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨…

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଜଣାଇଲେ ହୋଲିର ଶୁଭକାମନା

ନୂଆଦିଲ୍ଲୀ,୨୯।୩: ହୋଲି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ରଙ୍ଗର ଉତ୍ସବ ହୋଲି ସମସ୍ତଙ୍କଜୀବନରେ ସୁଖ ଶାନ୍ତି ଭରି ଦେଉ ବୋଲି ରାଷ୍ଟ୍ରପତି ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରି ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କୁ ମିଳିବ ଘର

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାର ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଘର ଯୋଗାଇ ଦିଆଯିବ। ଏନେଇ ୨୦୨୧-୨୨ ବଜେଟ୍‌ରେ ୫୩୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଇତିମଧ୍ୟରେ ସୁଲତାନପୁରୀ…

ରାସ୍ତାରେ ଗଡୁଛି ୪ କୋଟିରୁ ଅଧିକ ପୁରୁଣା ଗାଡ଼ିମୋଟର

ନୂଆଦିଲ୍ଲୀ,୨୮।୩: ବାୟୁ ପ୍ରଦୂଷଣ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ୧୫ ବର୍ଷରୁ ଅଧିକ ପୁରାତନ ଗାଡ଼ିମୋଟରର ଚଳାଚଳ ଉପରେ କଟକଣା ଜାରି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏପରିସ୍ଥଳେ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ…

କରୋନା ଲଢ଼େଇରେ ସଚେତନ ରହିବା ଗୁରୁତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୨୮।୩: ଦେଶରେ କରୋନା ସଂକ୍ରମଣ ଏବେ ବି ଜାରି ରହିଛି। ତେଣୁ ମାର୍ଗଦର୍ଶିକା ପାଳନ ସହିତ ଔଷଧ ସେବନ କରିବା ପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?