Home Middle

କିଏ ଅସଲି-ନକଲି କିଏ, ଜାଣିବେ କିପରି…

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ରେମ୍‌ଡେସିଭିର୍‌ ଇଞ୍ଜେକଶନ୍‌ର ନକଲି କାରବାର ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ତେବେ କେଉଁ ରେମ୍‌ଡେସିଭିର୍‌ ଇଞ୍ଜେକଶନ୍‌ ଅସଲି ଏବଂ କିଏ ନକଲି ତାହା ଜାଣିବା…

ତୃଣମୂଳର ଡବଲ ସେଞ୍ଚୁରୀ: ଦୁଇ ଅଙ୍କରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ଲେଫ୍ଟ ମେଣ୍ଟ ୧ଟି ଆସନରେ ଅଗୁଆ ରହିଛି। ଅନ୍ୟ ଦଳଗୁଡ଼ିକ ୨ଟି ବିଧାନସଭା ଆସନରେ ଆଗୁଅ ରହିଛନ୍ତି। ରାଜ୍ୟର…

ଖବରଦାତାଙ୍କୁ କୋଭିଡ୍‌ ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜୀବନକୁ ବାଜି ଲଗାଇ ଖବର ପହଞ୍ଚାଉଥିବାରୁ କଲେ ପ୍ରଶଂସା

ଭୁବନେଶ୍ୱର,୨।୫(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଜୀବନ ହାରିଲେଣି ଅନେକ ସାମ୍ବାଦିକ। ତଥାପି ଜୀବନକୁ ବାଜି ଲଗାଇ ସେମାନେ ଖବର ପରିବେଷଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଖବରଦାତାଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରାଯାଉ ବୋଲି ଦାବି କରାଯାଉଥିଲା। ଶେଷରେ ତାହା…

ହ୍ୟାଟ୍ରିକ୍‌ ମୁହାଁ ଦିଦି: ଲାଭରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ମେଣ୍ଟ ୧ଟି ଆସନରେ ଅଗୁଆ ରହିଛି। ଅନ୍ୟ ଦଳ ୨ ଆସନରେ ଆଗୁଅ ରହିଛନ୍ତି। ରାଜ୍ୟର…

ଆସାମରେ ଭାଜପା-ପଶ୍ଚିମବଙ୍ଗରେ ତୃଣମୂଳ ମ୍ୟାଜିକ୍‌ ନମ୍ବର ମୁହାଁ…

କୋଲକାତା/ଗୁଆହାଟି, ୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୧୯୪ ଆସନରେ ଆଗେଇଥିବାବେଳେ ଭାଜପା ୧୦୦ ଆସନରୁ ଖସି ୯୬ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ମେଣ୍ଟ ୧ଟି ଆସନରେ ଅଗୁଆ ରହିଛି। ଅନ୍ୟ ଦଳ ୨…

୧୪ ଦିନ ଯାଏ ଲକ୍‌ଡାଉନ୍‌: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର,୨।୫(ବ୍ୟୁରୋ): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁ ଏହାକୁ ନିୟନ୍ତ୍ରଣକୁ ଆଣିବା ନିହାତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ମେ’ ୫ରୁ ୧୯ ଯାଏ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ୧୪ ଦିନ ମଧ୍ୟରେ ଶନିବାର…

୧୯୪ ଆସନରେ ତୃଣମୂଳ ଆଗୁଆ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୧୯୪ ଆସନରେ ଆଗେଇଥିବାବେଳେ ଭାଜପା ୯୩ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ମେଣ୍ଟ ୫ଟି ଆସନରେ ଅଗୁଆ ରହିଛି। ରାଜ୍ୟର ୨୯୨ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ…

ଏନ୍‌ଡିଏ-ୟୁପିଏ ଟକ୍କର…

ପୁଡୁଚେରୀ,୨।୫: ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ ଗଣନା ରବିବାର ଆରମ୍ଭ ହୋଇଛି। ରାଜ୍ୟରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ୯ ଆସନରେ ଆଗୁଆ ରହିଛି। ସେହିପରି ଏଠାରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୫ ଆସନରେ ଆଗୁଆ ରହିଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର…

ଡିଏମ୍‌କେ ଆଗରେ: ପଛରେ ପଡ଼ିଲା ଏଆଇଏଡିଏମ୍‌କେ…

ଚେନ୍ନାଇ,୨।୫: ତାମିଲନାଡୁ ବିଧାନସଭା ନିର୍ବାଚନର ଭୋଟ ଗଣନା ରବିବାର ଆରମ୍ଭ ହୋଇଛି। ରାଜ୍ୟରେ ଡିଏମ୍‌କେ ୧୩୨ ଆସନରେ ଆଗୁଆ ରହିଛି। ସେହିପରି ଏଠାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏଆଇଏଡିଏମ୍‌କେ ୯୨ ଆସନରେ ଆଗୁଆ ରହିଛି। ରାଜ୍ୟର ୨୩୪ ବିଧାନସଭା ଆସନ ମଧ୍ୟରୁ ସରକାର…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମେ’ ୫ରୁ ଲକ୍‌ଡାଉନ୍‌

ଭୁବନେଶ୍ୱର,୨।୫(ବ୍ୟୁରୋ): ଶେଷ ଅସ୍ତ୍ର ପ୍ରୟୋଗ କଲେ ରାଜ୍ୟ ସରକାର। କରୋନା ସଂକ୍ରମଣ ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ରବିବାର ମେ’ ୫ରୁ ୧୯ ପର୍ଯ୍ୟନ୍ତ ୧୪ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆସନ୍ତା ବୁଧବାରରୁ ଏହି ଲକ୍‌ଡାଉନ୍‌ ଆରମ୍ଭ…

ଏଲ୍‌ଡିଏଫ୍‌ ଆଗରେ: ୟୁଡିଏଫ୍‌ ପଛୁଆ…

ଥିରୁଭାନ୍ତପୁରମ୍‌,୨।୫: କେରଳ ବିଧାନସଭା ନିର୍ବାଚନର ଭୋଟ ଗଣନା ରବିବାର ଆରମ୍ଭ ହୋଇଛି। ରାଜ୍ୟରେ ଏଲ୍‌ଡିଏଫ୍‌ ୮୮ ଆସନରେ ଆଗୁଆ ରହିଛି। ସେହିପରି ଏଠାରେ ୟୁଡିଏଫ୍‌ ୫୦ ଆସନରେ ଆଗୁଆ ରହିଛି। ଭାଜପା ରାଜ୍ୟରେ ୨ଟି ବିଧାନସଭା ଆସନରେ ଆଗରେ ରହିଛି। ରାଜ୍ୟର…

 ମୁଁ ଚେତାବନୀ ଦେଇଥିଲି, ମାତ୍ର ସେ ମଜା ଉଡ଼ାଇଥିଲେ: ରାହୁଲ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣ ବଢୁଥିବା ନେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଚେତାବନୀ ଦେଇଥିଲେ। ମାତ୍ର ସେ ଏହାର ମଜା ଉଡ଼ାଇଥିଲେ ବୋଲି ଏକ ସାକ୍ଷାତକାରରେ ରାହୁଲ କହିଛନ୍ତି। ସେ କହିଛନ୍ତି, ମୋଦି ସରକାର ବୈଜ୍ଞାନିକମାନଙ୍କ ଚେତାବନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?