ଆମେରିକୀୟଙ୍କୁ ସତର୍କ କରାଇଲେ ଟ୍ରମ୍ପ, ଓଡ଼ିଶା ଯାଉଥିଲେ ରାତିରେ ବାହାରନ୍ତୁନି…
ନୂଆଦିଲ୍ଲୀ, ୨୨।୬: ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ହଠାତ ଭାରତ ପାଇଁ ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯେଉଁଥିରେ ଆମେରିକୀୟଙ୍କୁ “ଅଧିକ ସତର୍କତା ଅବଲମ୍ବନ କରିବାକୁ” ଅନୁରୋଧ କରାଯାଇଛି। ଭାରତରେ “ଅପରାଧ, ବଳାତ୍କାର ଏବଂ ଆତଙ୍କବାଦ” କାରଣରୁ ଏହା ଜାରି କରାଯାଇଛି, ଏବଂ…
ଆମେରିକାର ଆକ୍ରମଣ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ସାରା ବିଶ୍ୱରେ ଚହଳ
ଜେରୁଜେଲେମ/ତେହେରାନ, ୨୨।୬: ଆମେରିକା ସେନା ଇରାନର ତିନିଟି ପରମାଣୁ ସ୍ଥାନଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନଉପରେ ବୋମା ହମଲା କରିବା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନେତାନ୍ୟାହୁ ଏହି ହମଲାକୁ ଏକ ଐତିହାସିକ…
କିଏ ହେବେ ଭାଜପା ରାଜ୍ୟ ସଭାପତି: କେବେ ହେବ ଘୋଷଣା, କହୁକହୁ ଏମିତି କହିଦେଲେ….
ଭୁବନେଶ୍ୱର,୨୧ା୬(ସୁନିତ୍ ମିଶ୍ର): ରଥଯାତ୍ରା ପରେ ଭାଜପାକୁ ନୂଆ ରାଜ୍ୟ ସଭାପତି ମିଳିପାରନ୍ତି। ଏହା ପୂର୍ବରୁ ଦଳର ନୂଆ ସଭାପତି ଚୟନ କଥା ନେଇ କିଛି ସମ୍ଭାବନା ନାହିଁ। ଦଳର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଏଭଳି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ…
ଆମେରିକାର ଆକ୍ରମଣ ପରେ ସିଧା ଚେତାବନୀ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ…
ଓ୍ବାଶିଂଟନ୍,୨୨।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦରେ ଏକ ନୂଆ ମୋଡ଼ ଆସିଛି। ପ୍ରଥମ ଥର ପାଇଁ, ଆମେରିକୀୟ ସେନା ସିଧାସଳଖ ହସ୍ତକ୍ଷେପ କରି ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥାନ, ଇସଫାହାନ, ନାଟାଞ୍ଜ ଏବଂ ଫୋର୍ଡୋ ଉପରେ ଆକ୍ରମଣ…
ଏଣିକି ସ୍କୁଲ ପାଠ୍ୟକ୍ରମରେ ରହିବ ଯୋଗ: କେବେଠୁ…
ଭୁବନେଶ୍ୱର,୨୨।୬ (ସୁନିତ୍ ମିଶ୍ର): ପିଲାଙ୍କ ଶାରୀରିକ, ମାନସିକ ଓ ଆବେଗିକ ସୁସ୍ଥତା ପାଇଁ ସ୍କୁଲ ପାଠ୍ୟକ୍ରମ ଏବଂ ଜନସ୍ବାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗକୁ ସାମିଲ କରାଯିବ। ଏହା ଏକ ସୁସ୍ଥ, ଆତ୍ମନିର୍ଭରଶୀଳ ଓ ସମର୍ଥ ଭାରତ ଗଢ଼ି ତୋଳିବାରେ ସହାୟକ ହେବ। ଏଥିସକାଶେ…
ଆଟାକ୍ ପରେ ପୁଣି ହୁଙ୍କାର ଭରିଲେ ଟ୍ରମ୍ପ, କହିଲେ ଇରାନକୁ…
ଓ୍ବାଶିଂଟନ୍,୨୨।୬: ଆମେରିକା ଇରାନ ଉପରେ ଆକ୍ରମଣ କରିଛି। ଆମେରିକା ଇରାନର 3ଟି ପରମାଣୁ ସ୍ଥାନ ଉପରେ ବୋମା ପକାଇଛି। ଏହି ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମୁଁ ବିଶ୍ୱକୁ କହିପାରିବି ଯେ ଏହି ଆକ୍ରମଣ ଏକ ମହାନ ସାମରିକ…
ଆଜି ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷିବ: ୧୮ ଜିଲାକୁ ସତର୍କ….
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ୨୬ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରବିବାର ବର୍ଷା ସହ ବଜ୍ରପାତ ନେଇ ୧୮ ଜିଲାକୁ…
ଝାଡ଼ଖଣ୍ଡରେ ବର୍ଷା, ବାଲେଶ୍ୱରରେ ବନ୍ୟା : ଭାଙ୍ଗିଲା ଖାଳଯୋଡ଼ି ସ୍ଲୁଇସ ଗେଟ୍
ଭୋଗରାଇ, ୨୨।୬ (ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଭୀଷଣ ବର୍ଷା ଓ ଗାଲୁଡିହି ବ୍ୟାରେଜ୍ର ପ୍ରାୟ ୮ ଗେଟ୍ରେ ପ୍ରତି ସେକେଣ୍ଡରେ ୨ଲକ୍ଷ ୪୨ କ୍ୟୁସେକ ଉଦ୍ବୃତ୍ତ ବର୍ଷାପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ କରାଯିବାରୁ ନଦୀରେ ଆକସ୍ମିକ ବନ୍ୟା ଆସିଛି। ଶୁକ୍ରବାର ସାରୁ…
ଟ୍ରମ୍ପଙ୍କ ଭୟଙ୍କର ଆଟାକ୍, ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଜୋରଦାର ଆକ୍ରମଣ
ଓ୍ବାଶିଂଟନ୍,୨୨।୬:ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକୀୟ ସେନା ଇରାନର ତିନୋଟି ପରମାଣୁ ସ୍ଥାନ ଫୋର୍ଡୋ, ନାଟାଞ୍ଜ ଏବଂ ଇସ୍ଫାହାନ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ଇସ୍ରାଏଲ ଏବଂ ଇରାନ…
ବଢ଼ିଲା ହଲଚଲ; ଇରାନକୁ ଚାରିଆଡ଼ୁ ଘେରିଲାଣି ଆମେରିକା; କରିପାରେ ବଡ଼ ଆକ୍ରମଣ!
ତେହରାନ/ଓ୍ବାଶିଂଟନ,୨୧।୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ସମଗ୍ର ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ଦ୍ୱାରରେ ପହଞ୍ଚଇଛି। ନିକଟରେ ଇସ୍ରାଏଲର ଆକ୍ରମଣ ପରେ, ଇରାନ ପ୍ରତିଶୋଧ ନେଇ ଉପଯୁକ୍ତ ଜବାବ ଦେଇଛି। ଏହା ପରେ ଆମେରିକା ଇରାନ ଚାରିପାଖରେ ତାର ନୌସେନା ଏବଂ…
ପାଇଲଟ୍ କହିଲେ Mayday-Mayday; ବେଙ୍ଗାଲୁରୁରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ, ମଝି ଆକାଶରେ…
ବେଙ୍ଗାଲୁରୁ,୨୧।୬: ଗୌହାଟିରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର ୬E-୬୭୬୪ (ଏୟାରବସ A୩୨୧), ୧୬୮ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA) ରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଚେନ୍ନାଇ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା…
ଦିନେ ପରସ୍ପରର ଜିଗିରୀ ସାଙ୍ଗ ହୋଇଥିବାବେଳେ କେମିତି ଶତ୍ରୁ ହୋଇଗଲେ ଇରାନ-ଇସ୍ରାଏଲ? ପଢନ୍ତୁ ରିପୋର୍ଟ
ଇଂରାଜୀରେ ଏକ ପ୍ରସିଦ୍ଧ ଉକ୍ତି ଅଛି ‘There are no permanent enemies, and no permanent friends, only permanent interests’। ଏହି ଉକ୍ତି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବହୁତ ଭଲ ଭାବରେ ଫିଟ ହୁଏ, କାରଣ ଇସ୍ରାଏଲ…
Archives


