ଅପରେଶନ ପରେ କେମିତି ଅଛନ୍ତି ନବୀନ: ବଡ଼ ଭାଇ ପ୍ରେମ ପଟ୍ଟନାୟକ କହିଲେ…
ଭୁବନେଶ୍ୱର,୨୩।୬: ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ, କହିଲେ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ। ଅପରେଶନ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରେମ୍। ସେ ସୁସ୍ଥ ଅଛନ୍ତି । ହସ୍ପିଟାଲରେ ସାମାନ୍ୟ ଚଲାବୁଲା କରୁଛନ୍ତି ବୋଲି ପ୍ରେମ ପଟ୍ଟନାୟକ…
ଖରାପ ପାଗ ଯୋଗୁ ହେଲିକପ୍ଟର ବଦଳରେ କାରରେ ଆସିକା ଗଲେ ମୁଖ୍ୟମନ୍ତ୍ରୀ
ଆସିକା,୨୩।୬(ସୁରେନ୍ଦ୍ର ନାଥ ସାହୁ): ଭାଜପା ସରକାର ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଆଜି ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡିଆରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ‘ଯୁବ ଶକ୍ତି ସମାବେଶ’ ହେଉଛି।…
ପଶିଲା ଆମେରିକା
ଇସ୍ରାଏଲ-ଇରାନ୍ ଯୁଦ୍ଧର ୧୦ ଦିନ ମଧ୍ୟରେ ଆମେରିକା ସେମାନଙ୍କ ମଝିରେ ପ୍ରବେଶ କରିବା ନୂଆ ଅନ୍ତର୍ଜାତୀୟ ବିବାଦ ସୃଷ୍ଟି କଲାଣି। ଯେତେବେଳେ ଇରାନ୍ ଉପରକୁ ଇସ୍ରାଏଲ ଆକ୍ରମଣ କରିଥିଲା ସେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ, ଇରାନ୍ ଓ…
ରୁଷିଆ,ଚାଇନାର ନିନ୍ଦା
ମସ୍କୋ/ବେଜିଂ,୨୩ା୬: ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ରୁଷିଆ ଦାୟିତ୍ୱହୀନତା କହି କଡ଼ା ନିନ୍ଦା କରିଥିବାବେଳେ ଏହା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମାର ଗୁରୁତର ଉଲ୍ଲଂଘନ ବୋଲି କହିଛି। ସେହିପରି ଚାଇନା…
୨ ଦିନ ପ୍ରବଳ ବର୍ଷିବ: ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ବୋହିବ ପବନ
ଭୁବନେଶ୍ୱର,୨୩।୬(ଅନୁରାଧା ମହାରଣା)- ଆସନ୍ତା ୨ଦିନ କେତେକ ଜିଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ୨୬ରୁ ବର୍ଷାର ପରିମାଣ ବଢ଼ିବ। ସୋମବାର କେନ୍ଦୁଝର ଓ ମୟୁରଭଞ୍ଜରେ ବିଜୁଳି ଘଡ଼ଘଡି ସହ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ଦୁଇ ଜିଲାରେ ଘଣ୍ଟାପ୍ରତି ୩୦ରୁ ୪୦…
୩ ବଡ଼ ଭୁଲ୍ କରିଦେଲା ଟିମ୍ ଇଣ୍ଡିଆ: ହାତରୁ ଖସିଗଲା ମ୍ୟାଚ୍
ଲିଡ୍ସ,୨୩।୬: ପ୍ରଥମ ଇନିଂସରେ ଭାରତୀୟ ଦଳ ଇଂଲଣ୍ଡ ଉପରେ ୬ ରନର ସାମାନ୍ୟ ଅଗ୍ରଣୀ ହାସଲ କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୪୭୧ ରନ କରିଥିଲା, ଅନ୍ୟପକ୍ଷରେ, ଇଂଲଣ୍ଡ ଦଳର ପ୍ରଥମ ଇନିଂସ ୪୬୫ ରନରେ ଶେଷ ହୋଇଥିଲା। ଓଲି…
ଖାମେନେଇଙ୍କୁ ଚେତାବନୀ ଦେଲେ ଟ୍ରମ୍ପ: କହିଲେ, ଆମେ ହଟାଇଦେବୁ
ଓ୍ବାଶିଂଟନ,୨୩।୬: ଆମେରିକା ଇରାନର ‘ପରମାଣୁ ସ୍ଥାନ’ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ଇସ୍ରାଏଲୀ ସେନାକୁ ଆମେରିକା ସହିତ କାମ କରିବା ପାଇଁ ଧନ୍ୟବାଦ…
ସିରିଆ: ଡାମାସ୍କସ୍ ଚର୍ଚ୍ଚରେ ବଡ଼ ଆତ୍ମଘାତୀ ଆକ୍ରମଣ… ୧୫ ଜଣଙ୍କ ମୃତ୍ୟୁ, ଅନେକ ଆହତ
ନୂଆଦିଲ୍ଲୀ, ୨୨।୬: ସିରିଆର ରାଜଧାନୀ ଡାମାସ୍କସ୍ର ଦ୍ୱେଇଲା ଅଞ୍ଚଳରେ ଥିବା ମାର ଏଲିଆସ୍ ଚର୍ଚ୍ଚରେ ରବିବାର ଏକ ଭୟଙ୍କର ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଡଜନେ ଆହତ ହୋଇଛନ୍ତି। ସିରିଆର ରାଷ୍ଟ୍ରୀୟ ଗଣମାଧ୍ୟମ ଓ…
ଭାରତ-ଇଂଲଣ୍ଡ ଟେଷ୍ଟ: ପ୍ରଥମ ଇନିଂସରେ ବୁମରାଙ୍କୁ ୫ ଉଇକେଟ, ମାତ୍ର ୬ ରନ ପଛରେ ପଡିଲା ଇଂଲଣ୍ଡ
ଲିଡସ, ୨୨।୬: ହେଡିଙ୍ଗଲେରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ ଚମତ୍କାର ବୋଲିଂ ସତ୍ତ୍ୱେ ଇଂଲଣ୍ଡ ପ୍ରଥମ ଇନିଂସରେ ଭାରତର ୪୭୧ ରନ ତୁଳନାରେ ୪୬୫ ରନ କରି ମାତ୍ର ୬…
ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ: ଦୁଇ ଦଳିତଙ୍କୁ ଲଣ୍ଡା କରି ନର୍ଦ୍ଦମା ପାଣି ପିଆଇଲେ
ଧରାକୋଟ,୨୨।୬: ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ । ଦୁଇ ଦଳିତଙ୍କୁ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ଆଣ୍ଠେଇ ଦୁଇ କି.ମି. ଚଲାଇବା ସହ ନର୍ଦ୍ଦମା ପାଣି ପିଆଇଛନ୍ତି ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା…
ଆମେରିକା ଆକ୍ରମଣ ପରେ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିବାକୁ ଅନୁମତି ଦେଲା ଇରାନ ସଂସଦ, ଭାରତ ପାଇଁ ବଡ ଝଟକା
ନୂଆଦିଲ୍ଲୀ, ୨୨।୬: ଇରାନର ସଂସଦ ରବିବାର ହର୍ମୁଜ୍ ଜଳସନ୍ଧି ବନ୍ଦ କରିବାକୁ ଅନୁମୋଦନ ଦେଇଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ନେବେ। ଆମେରିକା ଇରାନର ତିନୋଟି ସୈନ୍ୟ ଠିକଣା ଉପରେ ଆକ୍ରମଣ କରିବା ପରେ ଏହି…
ଅପରେସନ ମିଡନାଇଟ ହାମର: ୨୫ ମିନିଟରେ ଇରାନର ତିନୋଟି ପରମାଣୁ ସ୍ଥାନକୁ କିପରି ଧ୍ୱଂସ କଲା ଆମେରିକା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଓ୍ୱାଶିଂଟନ,୨୨ା୬: ଆମେରିକା ଶନିବାର ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥାନ—ଫୋର୍ଡୋ, ନାଟାନ୍ଜ ଓ ଇସଫାହାନ—ଉପରେ ଆକ୍ରମଣ କରିଥିବା ସାମରିକ ଅଭିଯାନକୁ ‘ଅପରେସନ ମିଡନାଇଟ ହାମର’ ନାମ ଦିଆଯାଇଛି। ଏହି ଅଭିଯାନ ୨୫ ମିନିଟରେ ସମ୍ପନ୍ନ ହୋଇଥିଲା ଏବଂ ଇରାନର ଆକାଶ ପ୍ରତିରକ୍ଷା…
Archives


