ସିରିଆ: ଡାମାସ୍କସ୍ ଚର୍ଚ୍ଚରେ ବଡ଼ ଆତ୍ମଘାତୀ ଆକ୍ରମଣ… ୧୫ ଜଣଙ୍କ ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ, ୨୨।୬: ସିରିଆର ରାଜଧାନୀ ଡାମାସ୍କସ୍‌ର ଦ୍ୱେଇଲା ଅଞ୍ଚଳରେ ଥିବା ମାର ଏଲିଆସ୍ ଚର୍ଚ୍ଚରେ ରବିବାର ଏକ ଭୟଙ୍କର ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଡଜନେ ଆହତ ହୋଇଛନ୍ତି। ସିରିଆର ରାଷ୍ଟ୍ରୀୟ ଗଣମାଧ୍ୟମ ସ୍ଥାନୀୟ ସୂତ୍ର ଅନୁସାରେ, ଆତ୍ମଘାତୀ ଆକ୍ରମଣକାରୀ ଚର୍ଚ୍ଚ ଭିତରେ ପ୍ରାର୍ଥନା ସମୟରେ ନିଜକୁ ବିସ୍ଫୋରଣ ଘଟାଇଥିଲେ। ଏହି ଆକ୍ରମଣକୁ ଇସଲାମିକ୍ ଷ୍ଟେଟ (ଆଇଏସ) ସହ ଜଡ଼ିତ ବୋଲି ସିରିଆର ଗୃହ ମନ୍ତ୍ରଣାଳୟ ଦାବି କରିଛି।

ଘଟଣାଟି ଡାମାସ୍କସ୍‌ର ଦ୍ୱେଇଲା ଅଞ୍ଚଳରେ ଥିବା ମାର ଏଲିଆସ୍ ଚର୍ଚ୍ଚରେ ଘଟିଛି, ଯେଉଁଠାରେ ପ୍ରାୟ ୪୦୦ ଲୋକ ରବିବାରୀୟ ପ୍ରାର୍ଥନାରେ ସାମିଲ ଥିଲେ। ଜଣେ ପୁରୋହିତଙ୍କ ବୟାନ ଅନୁସାରେ, ଦୁଇ ଜଣ ଆକ୍ରମଣକାରୀ ପ୍ରଥମେ ଚର୍ଚ୍ଚ ବାହାରେ ପରେ ଭିତରେ ଗୁଳିଚାଳନା କରିଥିଲେ, ତା’ପରେ ନିଜକୁ ବିସ୍ଫୋରକ ବେଲ୍ଟ ସହ ଉଡ଼ାଇ ଦେଇଥିଲେ। ସିରିଆର ସିଭିଲ ଡିଫେନ୍ସ ବାହିନୀ ‘ହ୍ୱାଇଟ ହେଲମେଟ୍ସ’ ଘଟଣାସ୍ଥଳରୁ ପ୍ରସାରିତ ଲାଇଭଷ୍ଟ୍ରିମରେ ଚର୍ଚ୍ଚରେ ରକ୍ତମୁଖର ମେଜ, ଭଙ୍ଗା ଆସବାବପତ୍ର ଧ୍ୱଂସସ୍ତୂପର ଦୃଶ୍ୟ ଦେଖାଯାଇଛି। ବ୍ରିଟେନ ଆଧାରିତ ସିରିଆନ ଅବଜରଭେଟୋରୀ ଫର ହ୍ୟୁମାନ ରାଇଟ୍ସ ଅନୁଯାୟୀ, ଏହି ଆକ୍ରମଣରେ ମୋଟ ୩୦ ଜଣ ମୃତ ଆହତ ହୋଇଛନ୍ତି, ଯେଉଁଥିରେ ଶିଶୁମାନେ ମଧ୍ୟ ରହିଛନ୍ତି। 

Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

ମିତ୍ର ଦେଶ କାନାଡାକୁ ଶକ୍ତ ଝଟକା ଦେଲେ ଟ୍ରମ୍ପ!

ଓ୍ବାଶିଂଟନ,୨୨।୮: ଡୋନାଲ୍ଡ ଟ୍ରମ୍ପ ଆମେରିକାର ଘନିଷ୍ଠ ସହଯୋଗୀ ଏବଂ ବନ୍ଧୁ କାନାଡା ଉପରେ ‘ଶୁଳ୍କ ବୋମା’ ପକାଇଛନ୍ତି। ବାଣିଜ୍ୟ ଚୁକ୍ତି ଆଲୋଚନା ସମୟରେ ଦୁଇ ରାଷ୍ଟ୍ର ଏକ…

୨୦୨୭ ଲଢେଇ ଜିତିବାକୁ ଭାଜପାର ବଡ଼ ପ୍ଲାନ: ଟାର୍ଗେଟ୍‌ରେ Gen G-Gen Z

ନୂଆଦିଲ୍ଲୀ,୨୨।୮: ନୂତନ ଜାତୀୟ ଟିମ୍‌ ଘୋଷଣା ପରେ ଭାଜପା ନେତା ନୀତିନ ନବୀନ ଶନିବାର ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀରେ ଥିବା ଭାଜପା ମୁଖ୍ୟାଳୟରେ…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri