ରାଫାଲ୍ ଡିଲ୍ ଯାଞ୍ଚ୍ ପାଇଁ ବିଚାରପତି ନିଯୁକ୍ତ, ବହୁ ଭିଆଇପିଙ୍କ ଉପରେ ନଜର…
ପ୍ୟାରିସ୍/ନୂଆଦିଲ୍ଲୀ,୩।୭: ରାଫାଲ୍ ଡିଲ୍ରେ ବ୍ୟାପକ ଅର୍ଥ ହେର୍ଫେର୍ ହୋଇଥିବା ଅଭିଯୋଗ ହେବା ପରେ ଫ୍ରାନ୍ସ୍ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଯାଞ୍ଚ୍ ପାଇଁ ଫ୍ରାନ୍ସ୍ ପକ୍ଷରୁ ବିଚାରପତି ନିଯୁକ୍ତ କରାଯାଇଛି। ଦେଶର ପବ୍ଲିକ୍ ପ୍ରସ୍ୟୁକିଶନ ସର୍ଭିସେଜ୍ର ଫାଇନାନ୍ସିଆଲ କ୍ରାଇମ୍…
ଆସିଲା ଖୁସି ଖବର, କୋଭାକ୍ସିନ୍ କରୋନାକୁ କରିବ ପରାସ୍ତ…
ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଥମୁଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଦେଶରେ ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ନେଇ ଆତଙ୍କ ସୃଷ୍ଟି ହୋଇଛି। ତେବେ ଲୋକଙ୍କୁ…
ଲଗାତାର ୬ ଦିନ ଧରି ଦୈନିକ ସଂକ୍ରମଣ ୫୦ ହଜାର ତଳେ…
ନୂଆଦିଲ୍ଲୀ,୩।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୬ ଦିନ ଧରି ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳେ…
ରାଜ୍ୟରେ କମିଲା ସଂକ୍ରମଣ:ଗତ ୨୪ଘଣ୍ଟାରେ ୩ହଜାର ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୩।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୩ହଜାରରୁ ଉପରେ ରହୁଥିଲା। ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତେବେ ଶୁକ୍ରବାର ରାଜ୍ୟରେ ୩,୨୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ…
୪ ଦିନ ଲାଗି ରହିବ ବର୍ଷା
ଭୁବନେଶ୍ବର,୨।୭: ରାଜ୍ୟରେ ପୁଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମଧରଣର ବର୍ଷା ଗୁରୁବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିବ। ଆସନ୍ତା ୨୪…
୭୦ ପ୍ରତିଶତ ସିଲାବସରେ ପରୀକ୍ଷା ଦେବେ ଅସନ୍ତୁଷ୍ଟ
ଭୁବନେଶ୍ବର,୨।୭: ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କୁ ଶାନ୍ତ କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶୁକ୍ରବାର ପୁଣି ମାଟ୍ରିକ ପରୀକ୍ଷା ଦେବାକୁ ଅନୁରୋଧ କରିଛନ୍ତି । ୧୫ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ କରିବାକୁ…
ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ
ଭୁବନେଶ୍ୱର,୨।୭: ଭୁବନେଶ୍ୱର ସାମପୁର ଓ୍ବାର୍ଡ ନମ୍ବର-୨୩ ସ୍ଥିତ ଜିମଖାନା ପାମ୍ ହାଇଟ୍ ଆପାର୍ଟମେଣ୍ଟର ବ୍ଲକ ‘ଇ’କୁ ସିଲ କରିଛି ବିଏମ୍ସି। ଉକ୍ତ ବ୍ଳକରୁ ଏକାଧିକ କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ ଶୁକ୍ରବାର ବିଏମ୍ସି ପକ୍ଷରୁ ଆପାର୍ଟମେଣ୍ଟକୁ ସିଲ୍ କରାଯାଇ କଣ୍ଟେନମେଣ୍ଟ…
୭୦% ସିଲାବସ୍ରୁ ହେବ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ଅସନ୍ତୁଷ୍ଟମାନେ ଦେଇପାରିବେ: ମନ୍ତ୍ରୀ
ଭୁବନେଶ୍ୱର,୨।୭(ବ୍ୟୁରୋ): ଆସନ୍ତା ୩୦ ତାରିଖରୁ ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା। ଯେଉଁମାନେ ମାର୍କିଂରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍ ପରୀକ୍ଷା ଦେଇପାରିବେ। ଏଥିପାଇଁ ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ଫିଲ୍ଅପ୍ ହେବ। ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ପାଇଁ ପ୍ରସ୍ତୁତି…
ପୁଣି ବଢ଼ିଲା: ୭ ବର୍ଷରେ ଡବଲ୍ ହେଲାଣି ଏଲ୍ପିଜି ଦର
ନୂଆଦିଲ୍ଲୀ,୧।୭: ମହାମାରୀ ସମୟରେ କ୍ରମାଗତ ବୃଦ୍ଧି ପାଉଥିବା ପେଟ୍ରୋଲ ଏବଂ ଡିଜେଲ ଦର ସାଙ୍ଗକୁ ଏଲ୍ପିଜ ଦର ଲୋକଙ୍କ ଉପରେ ସାଜିଲାଣି ବୋଝ ଉପରେ ନଳିତା ବିଡ଼ା। ଗୁରୁବାର ଭୁବନେଶ୍ୱରରେ ୧୪.୨ ଲିଟର ଓଜନର ଏଲ୍ପିଜି ସିଲିଣ୍ଡର ଦର ୨୫.୫୦ ଟଙ୍କା…
ଅସନ୍ତୁଷ୍ଟ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଘୋଷଣା
ଭୁବନେଶ୍ୱର,୧।୭: ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ ଅଫ୍ଲାଇନ ପରୀକ୍ଷା। ଅଫ୍ଲାଇନ ପରୀକ୍ଷା ପାଇଁ ଅନ୍ଲାଇନରେ ଫର୍ମ ପୂରଣ କରିବାକୁ ଜୁଲାଇ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା…
ରାସ୍ତାରେ ବ୍ୟୁଟିପାର୍ଲର, ସ୍ପା ମାଲିକ
ଭୁବନେଶ୍ୱର,୧।୭: ପାଖରେ ପଇସା ନାହିଁ। ଚଳିବୁ କିପରି ବୋଲି ଅଭିଯୋଗ କରି ଗୁରୁବାର ରାଜରାସ୍ତାକୁ ଓହ୍ଲାଇଥିଲେ ଭୁବନେଶ୍ୱରର ବ୍ୟୁଟିପାର୍ଲର ଏବଂ ସ୍ପା ମାଲିକମାନେ। ବ୍ୟୁଟିପାର୍ଲର ସଂଘ କର୍ମକର୍ତ୍ତା ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ଜୟଦେବ ଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।…
୧୫ ସୁଦ୍ଧା ଏମ୍ସରେ କାର୍ଯ୍ୟକ୍ଷମ ହେବ ଏକମୋ ମେଶିନ
ଭୁବନେଶ୍ୱର,୧।୭: ଭୁବନେଶ୍ୱର ଏମ୍ସରେ ପହଞ୍ଚିଛି ଏକମୋ ମେଶିନ। ଜୁଲାଇ ୧୫ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ଏପରି କି ଖୁବ ଶୀଘ୍ର ଦ୍ୱିତୀୟ ଏକମୋ ମେଶିନ ଆସିବ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଗୁରୁବାର ଏହି ସୂଚନା ଦେଇଛନ୍ତି। ଏକମୋ…
Archives


