ସେପ୍ଟେମ୍ବରରେ ପିଲାଙ୍କୁ ଟିକା
ନୂଆଦିଲ୍ଲୀ, ୧୯ା୮: ପିଲାମାନଙ୍କ ଉପରେ କୋଭିଡ୍ ଟିକାର ପରୀକ୍ଷା ଚାଲିଥିବାବେଳେ ଖୁବ୍ଶୀଘ୍ର ଏହାର ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି। ଉକ୍ତ ଫଳାଫଳ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଦାଖଲ କରାଯିବ। ତେଣୁ ସେପ୍ଟେମ୍ବର ସୁଦ୍ଧା କିମ୍ବା ଏହା ପରେ…
ପିଲାଙ୍କୁ ସଂକ୍ରମଣ ବଢ଼ିଲା
ଭୁବନେଶ୍ୱର, ୧୯।୮(ବ୍ୟୁରୋ) : ରାଜ୍ୟରେ ୨ଦିନ ହେଲା କରୋନା ସଂକ୍ରମଣ ହଜାରେ ତଳେ ରହିଛି। ହେଲେ ସଂକ୍ରମିତ ପିଲା ବା ଶିଶୁଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ଘାରିଛି। ଏବେ ଆକ୍ରାନ୍ତ ପିଲାଙ୍କ ସଂଖ୍ୟା ପୁଣି ୧୦୦ ପାର୍ କରିଛି। ରାଜ୍ୟରେ ଗତ…
ଗନିଙ୍କୁ ସ୍ବାଗତ କଲା ୟୁଏଇ
କାବୁଲ,୧୮।୮ : ଆଫଗାନିସ୍ତାନ ରାଜଧାନୀ କାବୁଲକୁ ତାଲିବାନ ମାଡ଼ି ବସିବା ପରେ ରାଷ୍ଟ୍ରପତି ଅଶ୍ରଫ ଗନି ଦେଶ ଛାଡ଼ି ପଳାୟନ କରିଛନ୍ତି। ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଗନି କେଉଁଠାରେ ଆତ୍ମଗୋପନ କରିଛନ୍ତି, ତାହା ଜଣା ପଡ଼ି ନ ଥିଲା।…
ଖୋଲିପାରେ ପ୍ରାଥମିକ ସ୍କୁଲ
ଭୁବନେଶ୍ୱର, ୧୮।୮(ବ୍ୟୁରୋ): ରାଜ୍ୟରେ ପ୍ରାଥମିକ ଶ୍ରେଣୀ ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍ସିପିସିଆର୍) ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଅଫ୍ଲାଇନ ଶିକ୍ଷାଦାନ ଆରମ୍ଭ କରିବା ପାଇଁ କୁହାଯିବ। ଏ ନେଇ…
ଆଗକୁ କିଭଳି ହେବ ଭାରତ-ଆଫଗାନିସ୍ତାନ ସମ୍ପର୍କ…
ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ଚାଇନା, ରୁଷିଆ, ପାକିସ୍ତାନ ଆଦି କେତେକ ଦେଶ ନିଜର ମନୋଭାବ ସ୍ପଷ୍ଟ କରିଛନ୍ତି। ଅନ୍ତର୍ଜାତୀୟ ସମ୍ପର୍କକୁ ନେଇ ଭାରତ ମଧ୍ୟ ସ୍ଥିତି ଉପରେ ନଜର ରଖିଛି। ଭାରତ କେଉଁ ନିଷ୍ପତ୍ତି ନେବ…
ଏନ୍ଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ..
ନୂଆଦିଲ୍ଲୀ,୧୮।୮: ନ୍ୟାଶନାଲ ଡିଫେନ୍ସ୍ ଏକାଡେମୀ(ଏନ୍ଡିଏ) ପରୀକ୍ଷା ଛାତ୍ରୀମାନେ ଦେଇପାରିବେ। ଏନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ବିଜ୍ଞାନ ଛାତ୍ରୀ ମାନେ ଦେଇପାରିବେ। ପରେ ଏନଡିଏରେ ଆଡମିଶନ…
ଶଶି ଥରୁର୍ଙ୍କୁ ଆଶ୍ୱସ୍ତି, ସୁନନ୍ଦା ପୁଷ୍କର ମାମଲାରୁ ଖଲାସ…
ନୂଆଦିଲ୍ଲୀ,୧୮।୮: ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ତାଙ୍କୁ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦିଲ୍ଲୀ ପୋଲିସ ଧାରା ୪୯୮-ଏ ଏବଂ ୩୦୬ ଅନୁଯାୟୀ…
୫୬,୦୦୦ ଅଙ୍କ ଟପିଲା ସେନସେକ୍ସ୍…
ମୁମ୍ବାଇ,୧୮।୮: ସେନସେକ୍ସ୍ ବୁଧବାର ପ୍ରଥମ ଥର ପାଇଁ ୫୬, ୦୦୦ ଅଙ୍କ ଟପିଛି। ସେହିପରି ନିଫ୍ଟି ମଧ୍ୟ ୧୭ ହଜାର ପାଖାପାଖି କାରବାର ଜାରି ରଖିଛି। ପ୍ରାରମ୍ଭିକ କାରବାରରେ, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ମୁଖ୍ୟ ୩୦-ଶେୟାର ବିଶିଷ୍ଟ ଇଣ୍ଡେକ୍ସ ୨୮୧.୦୪ ପଏଣ୍ଟ…
ଆଇଭିଏଫ୍ ଶିଶୁ ଉପରେ କେବଳ ମା’ଙ୍କର ଅଧିକାର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…
କୋଚି,୧୮।୮: କେରଳ ହାଇକୋର୍ଟରେ ଆଇଭିଏଫ୍ ଦ୍ୱାରା ଜନ୍ମ ହୋଇଥିବା ଶିଶୁ ମାମଲାର ଶୁଣାଣି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ହାଇକୋର୍ଟ କହିଛନ୍ତି ଯେ ଆଇଭିଏଫ୍ ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁ ଉପରେ କେବଳ ମା’ଙ୍କର ହିଁ ଅଧିକାର ରହିବ।…
୪୦ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୧୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ୫ ମାସ ପରେ ସର୍ବନିମ୍ନ ହୋଇ ୩୦ ହଜାର ତଳେ ରହିବା ପୁଣି…
୨୦୨୭ରେ ଦେଶକୁ ମିଳିପାରନ୍ତି ପ୍ରଥମ ମହିଳା ପ୍ରଧାନ ବିଚାରପତି…
ନୂଆଦିଲ୍ଲୀ,୧୮।୮: ସୁପ୍ରିମକୋର୍ଟରେ ବିଚାରପତିଙ୍କ ୯ ଟି ଖାଲି ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମର ବୈଠକ ପରେ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ କେନ୍ଦ୍ରକୁ ପଠାଯାଇଛି। ତାଲିକାରେ ୩…
ଆଫଗାନିସ୍ତାନରେ ଅଟକି ରହିଛନ୍ତି ୧୬୫୦ ଭାରତୀୟ, ଏୟାର ଲିଫ୍ଟ ପାଇଁ ଯୋଜନା…
ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରଠାରୁ, ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ନେଇ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏପର୍ଯ୍ୟନ୍ତ ଭାରତୀୟ ଦୂତାବାସର ଅଧିକାରୀ, କର୍ମଚାରୀ, ସୁରକ୍ଷା କର୍ମୀଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। ତେବେ…
Archives


