Home Middle

ଶିକ୍ଷୟିତ୍ରୀ ମମିତା ମୃତ୍ୟୁ ମାମଲା: ଆଖୁ କିଆରିରୁ ଧରା ପଡ଼ିଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ

ବଲାଙ୍ଗୀର ଅଫିସ,୧୯ା୧୦: ଶିକ୍ଷୟିତ୍ରୀ ମମିତା ମେହେର  ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଶେଷରେ ଧରା ପଡ଼ିଛନ୍ତି। ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ କିଆରିରେ ଲୁଚି ରହିଥିବା ବେଳେ ପୋଲିସ ହାତରେ…

ଭାରତ ଇତିହାସ ରଚିବା ଦ୍ୱାରଦେଶରେ, ୯୯ କୋଟିରୁ ଅଧିକ ଟିକାକରଣ…

ନୂଆଦିଲ୍ଲୀ,୧୯।୧୦: ଭାରତ ନୂଆ ଇତିହାସ ରଚିବାର ଦ୍ୱାରଦେଶରେ ଠିଆ ହୋଇଛି। ଦେଶରେ ଇତିମଧ୍ୟରେ ୯୯ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦେଇଛନ୍ତିି। ଟିକାକରଣ ଅଭିଯାନରେ ଭାରତ ଇତିହାସ ରଚିବା…

ବାଇଡେନଙ୍କୁ ଟ୍ରମ୍ପଙ୍କ ଚ୍ୟାଲେଞ୍ଜ

ଓ୍ବାଶିଂଟନ,୧୯ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର କୋର୍ଟରେ ହାଜର ହୋଇ ଜାନୁୟାରୀ ୬ରେ ସଂସଦ ଉପରେ ହୋଇଥିବା ଆକ୍ରମଣର ଡକ୍ୟୁମେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତ୍ତିକୁ…

ଜାପାନ ମୁହାଁ ଉତ୍ତର କୋରିଆ କ୍ଷେପଣାସ୍ତ୍ର…

ଟୋକିଓ,୧୯।୧୦: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବାରଣ ସତ୍ତ୍ୱେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଆମେରିକା ଆଣବିକ ନିରସ୍ତ୍ରୀକରଣ ନେଇ କିମ୍‌ଙ୍କ ତାଗିଦ୍‌ କରିବାର କିଛି ଘଣ୍ଟା ପରେ ମଙ୍ଗଳବାର ଏହି କ୍ଷେପଣାସ୍ତ୍ରକୁ ଜାପାନ ମୁହାଁ କରାଯାଇ…

ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଘୋଷଣା, ୪୦ ପ୍ରତିଶତ ମହିଳାଙ୍କୁ ମିଳିବ ଟିକଟ…

ଲକ୍ଷ୍ନୌ,୧୯।୧୦: ଆସନ୍ତା ୨୦୨୨ ବର୍ଷ ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ…

ପୁଣି ଏନ୍ତୁଡ଼ିଶାଳକୁ ଫେରିଲା କରୋନା, ଲକଡାଉନ୍‌ ଜାରି…

ବେଜିଂ,୧୯।୧୦: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାରେ ପୁଣି ସଂକ୍ରମଣ ଆରମ୍ଭ ହୋଇଛି। ଏହାକୁ ସୃଷ୍ଟରେ ରଖି ଉତ୍ତର ସୀମାବର୍ତ୍ତୀ ସହରରେ ଆଶିଂକ ଲକଡାଉନ୍‌ ଜାରି ହୋଇଛି। ମଙ୍ଗୋଲିଆ ଅଞ୍ଚଳରେ ବସବାସ କରୁଥିବା ୭୬ ହଜାର ଲୋକଙ୍କୁ ଘରୁ ନ ବାହାରିବାକୁ…

ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ବିରୋଧରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ଅପରେଶନ ଅଲଆଉଟ୍‌ରେ ବଡ଼ ସଫଳତା ମିଳିଛି। ରାଜୌରୀର ଜଙ୍ଗଲରେ ସର୍ଚ୍ଚ ଅପରେଶନ୍‌ ସମୟରେ ମିଳିତ ସୁରକ୍ଷାକର୍ମୀ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ମୁହାମୁହିଁ ହୋଇଥିଲେ। ତେବେ ଏବେ…

ମୋଦିଙ୍କୁ ଭେଟିଲେ ଶାହ

ନୂଆଦିଲ୍ଲୀ,୧୯ ।୧୦: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍ କରିବାକୁ ୭ ଲୋକ କଲ୍ୟାଣ ମାର୍ଗରେ ମୋଦିଙ୍କ ଘରେ ପହଞ୍ଚିଥିଲେ । କ୍ୟାବିନେଟ ବୈଠକ ପୂର୍ବରୁ ଏହି ସାକ୍ଷାକାର ଖୁବ୍ ଗୁରୁତ୍ୱ ରଖେ…

୯ ବର୍ଷରେ ଭଙ୍ଗାଯାଇଛି ୩,୭୨୧ ଘର-ମନ୍ଦିର, ଚିନ୍ତା ବ୍ୟକ୍ତ କଲା ଜାତିସଂଘ…

ଢାକା,୧୯।୧୦: ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି। ଗତ ସପ୍ତାହରେ ରଙ୍ଗପୁର ଜିଲାରେ ସୃଷ୍ଟି ହୋଇଥିବା ହିଂସା ଏବେ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ୪୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସମ୍ବେଦନଶୀଳ ଏବଂ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ…

ଚାଷୀଙ୍କ ବିରୋଧରେ ଲାଗିବ ଏନ୍‌ଏସ୍‌ଏ, ମାତ୍ର ଦିଆଯିବନି ଏମ୍‌ଏସ୍‌ପି, ପ୍ରିୟଙ୍କାଙ୍କ କଟାକ୍ଷ…

ଲକ୍ଷ୍ନୌ,୧୯।୧୦: କଂଗ୍ରେସ ପକ୍ଷରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଏହି ମର୍ମରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍‌ କରି କହିଛନ୍ତି ଭାଜପା ସରକାର ଚାଷୀଙ୍କ ବିରୋଧରେ ଏନ୍‌ଏସ୍‌ଏ ଲଗାଇବାକୁ ପ୍ରସ୍ତୁତ। ମାତ୍ର ଖାଦ୍ୟ…

ଏଲ୍‌ଏସିରେ ଚାଇନା ସୈନ୍ୟଙ୍କ ଉପରେ ନଜର ରଖିବ ଏୟାର ସର୍ଭେଲାନ୍ସ୍‌ ସିଷ୍ଟମ…

ଇଟାନଗର,୧୯।୧୦: ଅରୁଣାଚଳପ୍ରଦେଶକୁ ଲାଗିି ରହିଥିବା ଏଲ୍‌ଏସିରେ ଚାଇନା ସୈନ୍ୟଙ୍କ ଉପରେ ନଜର ରଖିବା ପାଇଁ ଏୟାର ସର୍ଭେଲାନ୍ସ୍‌ ସିଷ୍ଟମ ପ୍ରସ୍ତୁତ କରାଯାଇଛି। ଏନେଇ ଆଭିଏଶନ ବ୍ରିିଗେଡ ଗଠନ କରାଯାଇଛି। ବ୍ରିଗେଡରେ ଡ୍ରୋନ୍‌କୁ ସାମିଲ କରାଯାଇଛି। ଆକାଶ ମାର୍ଗରୁ ଡ୍ରୋନ୍‌ ଦ୍ୱାରା ସୀମାରେ…

ଟାର୍ଗେଟ କିଲିଂ ବିରୋଧରେ ସୁରକ୍ଷାକର୍ମୀଙ୍କ ବହୁସ୍ତରୀୟ ରଣନୀତି…

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଟାର୍ଗେଟ କିଲିଂ ବିରୋଧରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବହୁସ୍ତରୀୟ ରଣନୀତି ପ୍ରସ୍ତୁତ କରାଯାଇଛି। ଖୋଜି ଖୋଜି ଆତଙ୍କବାଦୀଙ୍କୁ ବାହାର କରିବାକୁ ସୁରକ୍ଷାକର୍ମର ତତ୍ପର ହୋଇ ଉଠିଛନ୍ତି। ସୀମା ପାର ହ୍ୟାଣ୍ଡଲରଙ୍କ ନେଟ୍‌ଓ୍ବାର୍କ ଭାଙ୍ଗିବା ପାଇଁ ଯୋଜନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri