ଶୋପିଆନ୍ରେ ଏନ୍କାଉଣ୍ଟର, ପୁଣି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…
ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀରରେ ଅପରେଶନ୍ ଅଲଆଉଟ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବୁଧବାର ସଫଳତା ମିଳିଛି। ଶୋପିଆନ୍ରେ ଜାରି ରହିଥିବା ଏନ୍କାଉଣ୍ଟରରେ ପୁଣି ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସର୍ଚ୍ଚ ଅପରେଶନ୍ ସମୟରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ସେ ଗୁରୁତର…
ସୀମାପାର୍ ଷଡ଼ଯନ୍ତ୍ର ପଣ୍ଡ, ଡ୍ରୋନ୍ ଆଣିଥିବା ଅସ୍ତ୍ରଶସ୍ତ୍ରରେ ୨୨ ବିଦେଶୀ ପିସ୍ତଲ…
ଚଣ୍ଡିଗଡ଼,୨୦।୧୦: ପଞ୍ଜାବରେ ବଡ଼ ଧରଣର ଆକ୍ରମଣ କରିବା ଲାଗି ହୋଇଥିବା ସୀମାପାର୍ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଡ୍ରୋନ୍ ଦ୍ୱାରା ପାକିସ୍ତାନ ପଟୁ ଆସିଥିବା ଅସ୍ତ୍ରଶସ୍ତ୍ର ବିଏସ୍ଏଫ୍ ଯବାନଙ୍କ ହାତରେ ଧରାପଡ଼ିଛି। ଏଥିରେ ଗୋଳାବାରୁଦ ସହିତ ୨୨ ବିଦେଶୀ ପିସ୍ତଲ, ୪୪ ମାଗାଜିନ୍,୧୦୦…
ରାଜ୍ୟରେ କରୋନା ନେଲା ୨ ଜୀବନ
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୨୯୬ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଗତସଂହପୁର ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।…
ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ, ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ମିଳିବ ଦଣ୍ଡ…
ନୂଆଦିଲ୍ଲୀ,୨୦।୧୦: ଦେଶରେ କୌଣସି ପ୍ରକାର ଦୂର୍ନୀତିକୁ ସହ୍ୟ କରାଯିବ ନାହିଁ। ଏଭଳି କାର୍ଯ୍ୟ ସହିତ ଲିପ୍ତ ଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାଙ୍କ ପ୍ରତି ଦଣ୍ଡବିଧାନ କରାଯିବାରେ ହେଳା ପ୍ରଦର୍ଶନ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ବିଗୁଲ…
ଲକ୍ଷ୍ନୌ,୨୦।୧୦: ଆସନ୍ତା ୨୦୨୨ର ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନୀ ବିଗୁଲ ବଜାଇଛନ୍ତି। ବୁଧବାର ରାଜ୍ୟର କୁଶୀନଗରଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପ୍ରଧାନନ୍ତ୍ରୀ ଲୋକାର୍ପିତ କରିଛନ୍ତି। ସେହିପରି ୧୮୦.୬୬ କୋଟି…
ରାଜ୍ୟରେ ପୁଣି ବଢିଲା ସଂକ୍ରମଣ
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି। ରାଜ୍ୟରେ ବୁଧବାର ୫୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୩୨୧ କ୍ୱାରାଣ୍ଟାଇନ୍ରୁ…
ମନ୍ଦିରର ୨,୧୩୮କିଲୋଗ୍ରାମ୍ ସୁନା ତରଳାଇବା ଯୋଜନା, ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ…
ଚେନ୍ନାଇ,୨୦।୧୦: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ସରକାର ରାଜ୍ୟର ବିଭିନ୍ନ ମନ୍ଦିରରୁ ପ୍ରାୟ ୨,୧୩୮ କିଲୋଗ୍ରାମ ସୁନା ତରଳାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାର ଦେଇଥିବା ଆଦେଶକୁ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆବେଦନକାରୀ ଏହାକୁ ବେଆଇନ…
ହାରୁଛି କରୋନା, ସୁସ୍ଥତା ହାର ୯୮.୧୫ ପ୍ରତିଶତ…
ନୂଆଦିଲ୍ଲୀ,୨୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୪ ହଜାର ୬୨୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧୯୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର…
ବର୍ଷା ବିତ୍ପାତ: ୩୪ ମୃତ
ଡେରାଡୁନ/ନୈନିତାଲ, ୨୦ା୧୦: ଦେବଭୂମି ଉତ୍ତରାଖଣ୍ଡକୁ ବିପତ୍ତିକୁ ଡାକି ଆଣିଛି ଲଗାଣ ବର୍ଷା। ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁ ମଙ୍ଗଳବାର ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ମୃତକଙ୍କ ସଂଖ୍ୟା ୩୪କୁ ବଢ଼ିଛି। ରେସ୍କ୍ୟୁ ଅପରେଶନରେ ନିୟୋଜିତ ଏନ୍ଡିଆର୍ଏଫ୍ ଅଦ୍ୟାବଧି ୩୦୦…
ଇଣ୍ଟରନେଟ୍କୁ ନୂଆ ରୂପ ଦେବ ମେଟାଭର୍ସ
ଲଣ୍ଡନ, ୨୦ା୧୦: ଦୁନିଆର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସ୍ବୁକ୍ ପାଇବ ନୂଆ ପରିଚୟ। ସୋସିଆଲ ମିଡିଆ ବଦଳରେ ଫେସ୍ବୁକ୍କୁ ‘ମେଟାଭର୍ସ’ରେ ପରିଣତ କରିବାକୁ ଯାଉଛନ୍ତି ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ। ସବୁକିଛି ଯୋଜନା ଅନୁଯାୟୀ ଚାଲିଲେ ଫେସ୍ବୁକ୍ ଆଗାମୀ…
‘ଚାଷୀ ଆନ୍ଦୋଳନ ଶେଷ ହେଲେ ଭାଜପା ସହ ମେଣ୍ଟ’
ନୂଆଦିଲ୍ଲୀ,୨୦।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର ନୂଆ ରାଜନୈତିକ ଦଳ ଗଠନ କରିବେ। ଯଦି ଚାଷୀ ଆନ୍ଦୋଳନର ସମାଧାନ ହୋଇଯାଏ, ତେବେ ସେ ଭାଜପା ଓ ଅକାଳି ଦଳ ସହ ମେଣ୍ଟ କରି ଆସନ୍ତା ବର୍ଷ ହେବାକୁ ଥିବା…
ଉତ୍ତରାଖଣ୍ଡରେ ମୃତ୍ୟୁର ତାଣ୍ଡବ ଜାରି
ନୂଆଦିଲ୍ଲୀ,୧୯।୧୦: ଲଗାଣ ବର୍ଷା କାରଣରୁ ଉତ୍ତରାଖଣ୍ଡର ବିଭିନ୍ନ ଜିଲାରେ ଦେଖିବାକୁ ମିଳିଛି ମୃତ୍ୟୁର ତାଣ୍ଡବ। ପର୍ଯ୍ୟଟନ ସ୍ଥଳ ଭାବେ ଜଣାଶୁଣା ନେନିତାଲ ସମ୍ପୂର୍ଣ୍ଣ ରୂପେ ବାହ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଇଛି। ସୋମବାର ମୁକ୍ତେଶ୍ୱର ଓ ଖାଇର୍ନା ଅଞ୍ଚଳରେ ଘର ଭୁଷୁଡି ପଡ଼ିବାରୁ…
Archives


