Home Middle

କେରଳ ଯୋଗୁ ବଢୁଛି ଦୈନିକ ସଂକ୍ରମଣ-ମୃତ୍ୟୁସଂଖ୍ୟା…

ନୂଆଦିଲ୍ଲୀ,୨୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୪ ହଜାର ୩୦୬ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ…

ଭୋକିଲା ଲୋକଙ୍କ ଉପରେ ଗୁଳି ବର୍ଷା କଲା ପାକିସ୍ତାନ…

ଇସଲାମାବାଦ୍‌,୨୫।୧୦: ଆଫଗାନର ପସ୍ତୁନ ସମ୍ପ୍ରଦାୟଙ୍କ ବନ୍ଧୁ ବୋଲାଉଥିବା ପାକିସ୍ତାନର ବନ୍ଧୁ ଚେହେରା ପଦାରେ ପଡ଼ିଛି। ରବିବାର ଆଫଗାନିସ୍ତାନ ସୀମାରେ ଭୋକିଲା ଶୋଷିଲା ପାସ୍ତୁନଙ୍କ ଉପରେ ପାକିସ୍ତାନ ସୁରକ୍ଷାକର୍ମୀ ଗୁଳି ଚଳାଇଛନ୍ତି। ଦୁଇଦେଶ ମଧ୍ୟରେ ଥିବା ଚମନ ସୀମା କ୍ରସିଂ ବାଟେ ପାକିସ୍ତାନରୁ…

ଭାରତରେ ବଢ଼ୁଛି ଘୃଣା ମନ୍ତବ୍ୟ

ନ୍ୟୁୟର୍କ,୨୫।୧୦: ଭାରତ ହେଉଛି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ପାଇଁ ବିଶ୍ୱର ସବୁଠୁ ବଡ଼ ବଜାର। ତେବେ ଦେଶରେ ବିଭ୍ରାନ୍ତିକର ତଥ୍ୟ, ଘୃଣା ମନ୍ତବ୍ୟ ଓ ମୁସଲମାନ ବିରୋଧୀ କଣ୍ଟେଣ୍ଟଗୁଡ଼ିକର ବନ୍ୟା ଛୁଟିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଫେସ୍‌ବୁକ୍‌କୁ କଡ଼ା…

ନିର୍ବାଚନ ପୂର୍ବରୁ ରାଜ୍ୟ ମାନ୍ୟତା ଫେରାଅ: ଗୁଲାମ ନବୀ

ନୂଆଦିଲ୍ଲୀ, ୨୫।୧୦: ନିର୍ବାଚନ ପୂର୍ବରୁ ଜମ୍ମୁ-କଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ରବିବାର କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ପ୍ରଥମେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ଓ ନିର୍ବାଚନ ପରେ…

‘୧୨-୦’ ରେକର୍ଡକୁ ଭୁଲାଇ ଦେଲା ପାକିସ୍ତାନ

ଦୁବାଇ,୨୪।୧୦: କ୍ରିକେଟ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ପାକିସ୍ତାନଠାରୁ ପରାସ୍ତ ହୋଇଛି ଭାରତ। ଏଥିପୂର୍ବରୁ ବିଶ୍ୱକପ୍‌ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ କଦାପି ହାରି ନ ଥିଲା। ରେକର୍ଡ ୧୨-୦ ଥିଲା। ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତକୁ ୧୦…

ସାମ୍ନାରୁ ଲଢ଼ିଲେ କ୍ୟାପଟେନ କୋହଲି

ଦୁବାଇ,୨୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଯାହା ଆଶା କରାଯାଉଥିଲା, ତାହା ହିଁ ଦେଖିବାକୁ ମିଳିଛି। ପାକିସ୍ତାନ ପେସରଙ୍କ ଚମତ୍କାର ବୋଲିଂ କାରଣରୁ ୩୧ ରନ୍‌ ମଧ୍ୟରେ ଟପ୍‌ ୩ ବ୍ୟାଟରଙ୍କୁ ହରାଇ ସାରିଥିଲା ଭାରତ। ଏଭଳି ସଙ୍କଟ ଜନକ ପରିସ୍ଥିତିରେ ସାମ୍ନାରୁ ଲଢ଼େଇ…

ବାଂଲାଦେଶ ଉପରେ ଚାଇନା ନଜର, ଭାରତ ପାଇଁ ସତର୍କ ଘଣ୍ଟି…

ନୂଆଦିଲ୍ଲୀ,୨୪।୧୦: ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ମ୍ୟାନ୍‌ମାର ଏବଂ ଭୁଟାନରେ ନିଜର ବିସ୍ତାରବାଦୀ କାର୍ଯ୍ୟ ଜାରି ରଖିଥିବା ଚାଇନାରର ନଜର ଏବେ ବାଂଲାଦେଶ ଉପରେ ପଡ଼ିଛି। ବାଂଲାଦେଶରେ ପ୍ରସ୍ତାବିତ ବେଲ୍ଟ ଏବଂ ରୋଡ ପ୍ରକଳ୍ପ ଉପରେ ଚାଇନା କାମ ଆରମ୍ଭ କରିଛି। ଏହି…

ସୀମାରେ ଜନବସତି ସ୍ଥାପନ ଯୋଜନା, ନୂଆ ଆଇନକୁ ସ୍ବୀକୃତି ଦେଲା ଚାଇନା…

ବେଜିଂ,୨୪।୧୦: ଲାଇନ ଅଫ୍‌ ଆଚ୍ୟୁଆଲ କଣ୍ଟ୍ରୋଲ (ଏଲ୍‌ଏସି)ରେ ଭାରତ ସହିତ ଚାଇନାର ଉତ୍ତେଜନା ଥମିବାର ନାଁ ଧରୁନି। ଏପରିସ୍ଥଳେ ସୀମାର ବିବାଦୀୟ ଜମି ହାତେଇବା ପାଇଁ ଚାଇନା ନୂଆ ଷଡ଼ଯନ୍ତ୍ର କରିଛି। ଚାଇନାର ଜାତୀୟ ପିପୁଲ୍ସ କଂଗ୍ରେସର ସ୍ଥାୟୀ ସଦସ୍ୟମାନେ ଏକ…

ସୋଲାର ଗନ୍‌ ଶତ୍ରୁଙ୍କୁ ଚିହ୍ନଟ କରି ନିପାତ କରିବ…

ନୂଆଦିଲ୍ଲୀ,୨୪।୧୦: ଏଲ୍‌ଓସିରେ ପାକିସ୍ତାନ ଏବଂ ଏଲ୍‌ଏସିରେ ଚାଇନା ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା ଜାରି ରଖିଛନ୍ତି। ତେବେ ଏଣିକି ସୀମାକୁ ସୁରକ୍ଷିତ ରଖିବା ସହଜ ହୋଇପାରିବ। ସୋଲାର ଗନ୍‌ ଦ୍ୱାରା ଶତ୍ରୁଙ୍କୁ ସହଜରେ ଚିହ୍ନଟ କରାଯାଇ ନିପାତ କରାଯାଇ ପାରିବ।…

ଅପରାଧୀଙ୍କ ଚିହ୍ନଟ ପାଇଁ ଟିଆଇ ପରେଡ କରାଯାଇ ନ ଥିଲେ ବି ସାକ୍ଷୀଙ୍କ ସାକ୍ଷ୍ୟ ହେବନି ପ୍ରତ୍ୟାଖ୍ୟାନ…

ନୂଆଦିଲ୍ଲୀ,୨୪।୧୦: ଅଭିଯୁକ୍ତକୁ ଚିହ୍ନଟ କରୁଥିବା ଜଣେ ସାକ୍ଷୀଙ୍କ ସାକ୍ଷ୍ୟ କେବଳ ଟ୍ରାଏଲ ଆଇଡେଣ୍ଟିଫିକେସନ ପରେଡ (ଟିଆଇପି) କରାଯାଇ ନ ଥିବାରୁ କୋର୍ଟରେ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଅଜୟ ରସ୍ତୋଗୀ ଏବଂ ଅଭୟ ଏସ. ଓକାଙ୍କ ନେତୃତ୍ୱରେ…

ଦେଶରେ ଆଇନଗତ ସଚେତନତାର ପ୍ରସାରଣ ଜରୁରୀ…

ମୁମ୍ବାଇ,୨୪।୧୦: ଦେଶରେ ଆଇନଗତ ସଚେତନତାର ପ୍ରସାରଣ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଦ୍ୱାରା ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ମହାରାଷ୍ଟ୍ର ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ଏକ ମେଗା ଆଇନ ସେବା ଶିବିରରେ ଯୋଗଦେଇ ସୁପ୍ରିମକୋର୍ଟର ବିଚାରପତି ଉଦୟ ଉମେଶ…

ବିନା ସର୍ତ୍ତରେ ଉତ୍ତର କୋରିଆ ସହ କଥା ହେବାକୁ ଆମେରିକା ପ୍ରସ୍ତୁତ

ଓ୍ବାଶିଂଟନ,୨୪ା୧୦: ଉତ୍ତର କୋରିଆ ପାଇଁ ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ସୁଙ୍ଗ କିମ୍‌ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ସର୍ତ୍ତ ବିନା ଆମେରିକା ଉତ୍ତର କୋରିଆ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ଦକ୍ଷିଣ କୋରିଆର କୋରିଆ ଉପଦ୍ୱୀପର ଶାନ୍ତି ଏବଂ ନିରାପତ୍ତା ପାଇଁ ନିଯୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri