Home Middle

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ: ଏସବୁ ଯୋଜନାରେ ସୃଷ୍ଟି ହେବ ୪,୧୯୫ ନିଯୁକ୍ତି

ଭୁବନେଶ୍ୱର,୧୬।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୧ଟି ବିଭାଗର ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ସୂଚନା ପ୍ରଦାନ କରିଛନ୍ତି। ମଞ୍ଜୁର ହୋଇଥିବା ପ୍ରସ୍ତାବ ମଧ୍ୟରେ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ଏକ ନୂତନ ପୋଲିସ…

ସ୍ନାତକ ପାଠ୍ୟକ୍ରମ ସ୍ପଟ୍‌ ନାମଲେଖା ଅବଧି ବଢ଼ିଲା, ଏହି ତାରିଖ ଯାଏ ସୁଯୋଗ

ଭୁବନେଶ୍ୱର,୧୬।୭: ଓଡ଼ିଶାର ଉଚ୍ଚ ଶିକ୍ଷା ବିଭାଗ ସ୍ନାତକ ପାଠ୍ୟକ୍ରମ ପାଇଁ ସ୍ପଟ ନାମଲେଖା ଅବଧିକୁ ବୃଦ୍ଧି କରିଛି। ପୂର୍ବରୁ ବୁଧବାର ସରିବାକୁ ଥିବା ଏହି ନାମଲେଖା ଅବଧିକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି। ଏହି ସୂଚନା ଉଚ୍ଚ ଶିକ୍ଷା ବିଭାଗ…

ପୁରୀ: କାଲି ସାଢ଼େ ୪ ଘଣ୍ଟା ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୧୬।୭: ଶ୍ରୀମନ୍ଦିରରେ ଆସନ୍ତାକାଲି, ୧୭ ଜୁଲାଇ ୨୦୨୫ (ଗୁରୁବାର), ସାଢ଼େ ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁସାରେ, ସନ୍ଧ୍ୟା ୬:୩୦ରୁ ରାତି ୧୧:୦୦ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ ନାହିଁ।…

FM  ଛାତ୍ରୀ ମୃତ୍ୟୁ ଘଟଣା: ଆସିଲା ବଡ଼ ଖବର, ଖସିପାରିବେନି…

ଭୁବନେଶ୍ୱର,୧୬।୭: ବାଲେଶ୍ୱର ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଏନେଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମ୍‌ବ୍ରାଞ୍ଜ ଡିଜି ବିନୟତୋଷ ମିଶ୍ର ଡିଏସ୍‌ପି ଇମନ କଲ୍ୟାଣ ନାୟକଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା ବେଳେ ତାଙ୍କୁ…

ଆସନ୍ତାକାଲି ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡିବ ପ୍ରଭାବ

ଭୁବନେଶ୍ୱର,୧୬।୭: ଓଡ଼ିଶା କଂଗ୍ରେସ ଆସନ୍ତାକାଲି, ୧୭ ଜୁଲାଇ ୨୦୨୫ (ଗୁରୁବାର) ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,…

ରସିକିଆ ସମୀର ସାର୍‌ଙ୍କ ଭିଡିଓ ଭାଇରାଲ, ଜଣାପଡିଲା ଅସଲ ସତ!

ବାଲେଶ୍ୱର,୧୬।୭: ଭାଇରାଲ ହେଲା ରସିକିଆ ସାର୍‌ଙ୍କ ଭିଡିଓ। ଭିଡିଓ ଭାଇରାଲ ପରେ ଜଣାପଡିଛି ଅସଲ ସତ। ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚହଳ ପକାଇଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର।…

ତୀର୍ଥରେ ଯିବେ ବରିଷ୍ଠ ନାଗରିକ: ପ୍ରଭାତୀ ପରିଡ଼ାଙ୍କ ଘୋଷଣା, ଏହି ଦିନରୁ ଆରମ୍ଭ ପଞ୍ଜିକରଣ

ଭୁବନେଶ୍ୱର,୧୬।୭: ରାଜ୍ୟର ବରିଷ୍ଠ ନାଗରିକମାନେ ଏବେ ଦେଶର ବିଭିନ୍ନ ତୀର୍ଥସ୍ଥାନ ପରିଦର୍ଶନର ସୁଯୋଗ ପାଇବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି (IRCTC) ପକ୍ଷରୁ ଏକ ବିଶେଷ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି, ଯେଉଁଥିରେ…

“ପୁରୁଣା ଅସ୍ତ୍ରଶସ୍ତ୍ରରେ ନୂଆ ଯୁଦ୍ଧ ଜିତାଯାଇ ପାରିବ ନାହିଁ”; ଅପରେଶନ ସିନ୍ଦୁର ପରେ ଶେଷରେ ସିଡିଏସ ପ୍ରକାଶ କଲେ କ୍ଷୋବ

ନୂଆଦିଲ୍ଲୀ,୧୬।୭: ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଜେନେରାଲ ଅନିଲ ଚୌହାନ ଆଧୁନିକ ଯୁଦ୍ଧରେ ଡ୍ରୋନ ଓ କାଉଣ୍ଟର-ୟୁଏଭି ସମର୍ଥନର ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି। ନୂଆଦିଲ୍ଲୀର ମାନେକଶ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, “ପୁରୁଣା ଅସ୍ତ୍ରଶସ୍ତ୍ରରେ ନୂଆ ଯୁଦ୍ଧ ଜିତାଯାଇ…

ପହଲଗାମ ଆତଙ୍କବାଦୀ ହମଲା: ୨୬ ଜଣଙ୍କୁ ହତ୍ୟା ପରେ ଆତଙ୍କବାଦୀମାନେ ଶୁନ୍ୟରେ ଗୁଳି ଫୁଟାଇ ଉତ୍ସବ ମନାଇଥିଲେ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ

ନୂଆଦିଲ୍ଲୀ,୧୬।୭: ପହଲଗାମର ବୈସରଣ ଉପତ୍ୟକାରେ ଏପ୍ରିଲ ୨୨ରେ ଘଟିଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ନାଗରିକଙ୍କୁ ହତ୍ୟା କରାଯାଇଥିବା ଘଟଣାର ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ତିନି ଜଣ ଆତଙ୍କବାଦୀ ହତ୍ୟାକାଣ୍ଡ…

ଏଫଏମ କଲେଜ ଘଟଣା: କଂଗ୍ରେସ କଲା ବଡ଼ ଘୋଷଣା, ସଂସଦରେ…

ବାଲେଶ୍ବର,୧୬।୭: ବାଲେଶ୍ବର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁରେ ସାରା ରାଜ୍ୟରେ ଆଲୋଚନା ଜୋର ଧରିଛି। ଏହି ଘଟଣାରେ ନ୍ୟାୟ ଦାବି କରି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଆସନ୍ତକାଲି ଅର୍ଥାତ ଗୁରୁବାର…

ବବି ଆଇସିୟୁରେ ଭର୍ତ୍ତି ହେବା ପରେ ମୁହଁ ଖୋଲିଲେ ନବୀନ, ମୋହନ ସରକାରଙ୍କୁ କହିଦେଲେ…

ଭୁବନେଶ୍ୱର,୧୬।୭: ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡିର ହଜାର ହଜାର କର୍ମୀ ଲୋୟର ପିଏମଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରିଥିଲେ। ଏହି ସମୟରେ ସେମାନଙ୍କ…

ଏହି ବିପଜ୍ଜନକ ମିଶାଇଲ୍‌ ନିର୍ମାଣ କରି ସାରା ବିଶ୍ୱକୁ ଚମକାଇଦେଲା ଭାରତ: ପାକିସ୍ତାନର ହଜିଲା ନିଦ

ନୂଆଦିଲ୍ଲୀ,୧୬।୭: ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ହାସଲ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ‘ଏକ୍ସଟେଣ୍ଡେଡ୍‌ ଟ୍ରାଜେକ୍ଟୋରୀ ଲଙ୍ଗ ଡ୍ୟୁରେସନ ହାଇପରସୋନିକ କ୍ରୁଜ ମିସାଇଲ (ET-LDHCM)’ର ସଫଳ ପରୀକ୍ଷଣ କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri