ବାଲିଯାତ୍ରା ପାଇଁ କଟକରେ ଗାଡ଼ି ଚଳାଚଳ ଉପରେ କଟକଣା, ଜାଣନ୍ତୁ କେଉଁଠି ପାର୍କିଂ ଗାଡ଼ି ?
ଭୁବନେଶ୍ୱର,୪।୧୧: ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକରେ ହେବାକୁ ଥିବା ଐତିହାସିକ ବାଲିଯାତ୍ରାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସହରରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ସାତ ଦିନିଆ ଏହି ଉତ୍ସବରେ ପ୍ରବଳ ଭିଡ଼…
ସୁଦାନରେ ଅପହୃତ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଓଡ଼ିଶା ସରକାରଙ୍କ ଅନୁରୋଧ
ଭୁବନେଶ୍ୱର,୪।୧୧: ଯୁଦ୍ଧଗ୍ରସ୍ତ ସୁଦାନରେ ବିଦ୍ରୋହୀଙ୍କ ଦ୍ୱାରା ଅପହୃତ ହୋଇଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଓଡ଼ିଶା ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA)କୁ ଅନୁରୋଧ କରିଛନ୍ତି। ମିଡିଆ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ…
ବଡ ଖବର: ଯାତ୍ରୀବାହୀ ଟ୍ରେନ୍ ଓ ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା: ୬ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ବିଲାସପୁର,୪।୧୧: ଛତିଶଗଡ଼ର ବିଲାସପୁର ଜିଲାର ଲାଲ ଖଦାନ ଅଞ୍ଚଳ ନିକଟ ବିଲାସପୁର-କଟନୀ ରେଳପଥରେ ମଙ୍ଗଳବାର କୋରବା ଯାତ୍ରୀବାହୀ ଟ୍ରେନ୍ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ବହୁ…
ବିଶ୍ୱକପ ବିଜୟ ପରେ ରାଙ୍କିଙ୍ଗ୍ରେ ନମ୍ବର-୧ ସ୍ଥାନ ହରାଇଲେ ସ୍ମୃତି ମନ୍ଧାନା, ଶୀର୍ଷରେ ସମସ୍ତଙ୍କ ମନ ଜିତିଥିବା ଖେଳାଳି
ମୁମ୍ବାଇ,୪।୧୧: ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍ରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ଦଳର ବିଶ୍ୱକପ୍ ବିଜୟ ପରେ ପ୍ରକାଶିତ ନୂତନ ତାଲିକାରେ ସ୍ମୃତି ମନ୍ଧାନା ଏକ ସ୍ଥାନ ତଳକୁ ଖସି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେପଟେ ଦକ୍ଷିଣ ଆଫ୍ରିକାର ଅଧିନାୟିକା…
ବିଡିଓଙ୍କ ଘରେ ବୁଲିଲା କଳାକନା : ଭେଣ୍ଟିଲେଟର ଭାଙ୍ଗି ପଶିଲେ…
ନବରଙ୍ଗପୁର,୪।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ବଡିଓଙ୍କ ଘରେ ବୁଲିଲା କଳା କନା। ନବରଙ୍ଗପୁର ବ୍ଲକ ବଡିଓ ସୁନୀଲ ଖରା ଗତ ଶନିବାର ଛୁଟିରେ ରାୟଗଡାରେ ଥିବା ପରିବାରକୁ ଭେଟିବା ପାଇଁ ଯାଇଥିଲେ । ତେବେ ସକାଳୁ ଆସି, ବ୍ଲକ ପରିସରରେ ଥିବା ତାଙ୍କ…
ଲାସ୍ ଭେଗାସ୍ର ନୂଆ ସଙ୍କେତ
ଲାସ୍ ଭେଗାସ୍ ଆମେରିକାର ନେଭେଡା ରାଜ୍ୟର ଏକ ଜନବହୁଳ ନଗର। ଜୁଆଖେଳ, ଶପିଂ, ମନୋରଞ୍ଜନ ଓ ନାଇଟ୍ ଲାଇଫ୍ ଭଳି ଅସରନ୍ତି ଆନନ୍ଦର ଏକ ଭୂଖଣ୍ଡ ଭାବେ ଏହା ପରିଚିତି ହାସଲ କରିଆସିଛି। ହେଲେ ଚଳିତବର୍ଷ ପ୍ରଥମାର୍ଦ୍ଧରୁ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା…
ନବୀନଙ୍କୁ ଏମିତି ପ୍ରଶ୍ନ କଲେ ମନମୋହନ: ବଢୁଛି ଚର୍ଚ୍ଚା
ଭୁବନେଶ୍ୱର,୪।୧୧(ସୁନିତ୍ ମିଶ୍ର):ରାଜ୍ୟରେ ଲମ୍ବା ସମୟ ଶାସନ କରିବା ବେଳେ ଲୋକଙ୍କ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ କ’ଣ କରିଛନ୍ତି ତାହା କୁହନ୍ତୁ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଆହ୍ବାନ ଦେଇଛନ୍ତି। ନବୀନଙ୍କ ନୂଆପଡ଼ା ଗସ୍ତ ସମ୍ପର୍କରେ ଗଣମାଧ୍ୟମକୁ…
ବଡ଼ ରେକର୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ୧୭ ମାସରେ…
ଭୁବନେଶ୍ୱର,୪।୧୧(ରବିନାରାୟଣ ଜେନା):ରାଜ୍ୟରେ ଭାଜପା ସରକାର ୨୦୨୪ ଜୁନ୍ରେ ଦାୟିତ୍ୱଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଦ୍ୟାବଧି ୧୭ ମାସରେ ୧୪ ଥର ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରତ୍ୟକ୍ଷ ଭାବେ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଅଭିଯୋଗ…
ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ
ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ ଭଉଣୀକୁ ଘର ଭିତରକୁ ଡାକି ଏହି ଘଟଣା ଘଟାଇଥିବା ନାବାଳିକା ଜଣକ ଥାନାରେ ଲିଖିତ…
ସୁଦାନରେ ଓଡ଼ିଆ ଯୁବକ ଅପହୃତ; ମୁକୁଳାଇବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ
ଭୁବନେଶ୍ୱର,୩।୧୧: ସୁଦାନରେ ଓଡ଼ିଶାର ଜଣେ ଯୁବକ ଅପହୃତ ହୋଇଛନ୍ତି। ଜଗତସିଂହପୁର ଜିଲା କୋଟକଣା ଗାଁର ଆଦର୍ଶ ବେହେରା (୩୬) ବିଦ୍ରୋହୀ ଗୋଷ୍ଠୀ ର୍ୟାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ଦ୍ୱାରା ଅପହୃତ ହୋଇଛନ୍ତି ବୋଲି ଅଭିଯୋଗ। ଆଦର୍ଶ ୨୦୨୨ ଠାରୁ ସୁଦାନର ସୁକାରତି…
UPI ଟ୍ରାଞ୍ଜାକ୍ସନରେ ରେକର୍ଡ: ଗୋଟିଏ ଦିନରେ ୭୫ କୋଟି ଟଙ୍କା କାରବାର, ଅକ୍ଟୋବରରେ ଅତିକ୍ରମ କଲା…
ନୂଆଦିଲ୍ଲୀ,୩।୧୧: ଭାରତରେ ଡିଜିଟାଲ୍ ଅର୍ଥନୀତିର ପରିମାଣ ବଢ଼ିବାରେ ଲାଗିଛି। ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ର ତଥ୍ୟ ଅନୁଯାୟୀ, ଗତ ଅକ୍ଟୋବର ୨୦୨୫ରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ସର୍ବକାଳୀନ ସର୍ବୋଚ୍ଚ ରେକର୍ଡ କାରବାର ହୋଇଛି। ଅକ୍ଟୋବରରେ…
ଓଡ଼ିଶାକୁ ବିଳମ୍ବରେ ଆସିବ ଶୀତ, ଶୀଘ୍ର ଫେରିବ: ଆଇଏମଡି
ଭୁବନେଶ୍ୱର,୩।୧୧: ଓଡ଼ିଶାକୁ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିବ ଏବଂ ଆଗୁଆ ଫେରିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ସୋମବାର ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ-ଶୀତଳ ପବନ ପ୍ରବେଶ କରୁଥିବାରୁ କିଛି ସ୍ଥାନରେ ରାତିର ତାପମାତ୍ରା…
Archives


