Home Middle

ଘରେ ଘରେ ଥଣ୍ଡା,କାଶ: କାମ କରୁନି ମେଡିସିନ୍‌, କାରଣ କହିଲେ ଡାକ୍ତର

ଭୁବନେଶ୍ୱର, ୨୯ା୧୧ (ବନ୍ଦନା ସେଠୀ)- ଘରେ ଘରେ ଥଣ୍ଡା, କାଶ ବ୍ୟାପିଛି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାକରୁ ପାଣି ବାହାରିବା ସହିତ ଖୁଁ ଖୁଁ ହେଉଛନ୍ତି। ଯେତେ ମେଡିସିନ ଖାଇଲେ ବି କମୁନି। ଗତ କିଛିଦିନ ହେବ ରାଜଧାନୀ ସମେତ…

ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଆଉ ମିଳିବନି କଫ ସିରପ, ଶିଶୁଙ୍କ ସୁରକ୍ଷା ପ୍ରାଥମିକତା

ନୂଆଦିଲ୍ଲୀ,୨୯।୧୧: କଫ ସିରପ ଯୋଗୁ ଅନେକ ଶିଶୁ ମୃତ୍ୟୁ ଏବଂ ପ୍ରତିକୂଳ ପ୍ରଭାବକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଏହାର ମନମୁଖୀ ବିକ୍ରୟକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଇଛନ୍ତି। ଅଧିକାଂଶ କଫ ସିରପ ଆଉ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ମେଡିକାଲ…

ଟଳିଲା ବାତ୍ୟା ଭୟ, ଫେରିଲା ଶୀତ

ଭୁବନେଶ୍ୱର,୨୯ା୧୧(ବନ୍ଦନା ସେଠୀ): ମାଲାକ୍କା ଷ୍ଟ୍ରେଟ୍‌ରେ ସୃଷ୍ଟି ବାତ୍ୟା ‘ସେନୟାର’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଏହାର ନଁା ରହିଛି ‘ଡିଟ୍‌ୱା’। ତେବେ ଓଡ଼ିଶା…

ଶ୍ରୀମନ୍ଦିର ଗଲେ ଭାଙ୍ଗିଯାଏ ପ୍ରେମ ସମ୍ପର୍କ; ଜଗନ୍ନାଥଙ୍କୁ ଏମିତି କହିଲେ ଶୁଭଙ୍କର ମିଶ୍ରା

ନୂଆଦିଲ୍ଲୀ,୨୮।୧୧: ବିବାଦରେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଶୁଭଙ୍କର ମିଶ୍ରା। ପୁରୀ ଶ୍ରୀମନ୍ଦିରକୁ ନେଇ ଦେଲେ ବିବାଦୀୟ ଟିପ୍ପଣୀ। ମନ୍ଦିର ଉପରେ ଲଗାଇଲେ ବଡ଼ ଆରୋପ। କୌଣସି ପ୍ରେମୀଯୁଗଳ ଯଦି ମନ୍ଦିର ଯା’ନ୍ତି ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ…

୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ ବିଭାଗକୁ କେତେ…

ଭୁବନେଶ୍ୱର,୨୮।୧୧: ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି। ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ବ୍ୟୟ ଅଟକଳ କରାଯାଇଛି। ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି…

ଇସ୍ରାଏଲ ବିରୋଧୀ ମାମଲାରେ ଜାତିସଂଘ କମିଶନର ନେତୃତ୍ୱ ନେବେ ଓଡ଼ିଶାର ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି

ଭୁବନେଶ୍ୱର,୨୮ା୧୧: ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧରଙ୍କୁ ଏକ ବିରଳ ପଦକ୍ଷେପରେ ଜାତିସଂଘ (UN)ର ଏକ ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ପ୍ୟାନେଲର ମୁଖ୍ୟ ଭାବରେ ମନୋନୀତ କରାଯାଇଛି। ଇସ୍ରାଏଲ୍ ଏବଂ “ଅଧିକୃତ ପାଲେଷ୍ଟାଇନ୍ ଅଞ୍ଚଳ”ରେ ହୋଇଥିବା ମାନବ ଅଧିକାର…

ଭୁଲିଗଲେ ଓଡ଼ିଆ ଅସ୍ମିତା, ବେଙ୍ଗଲୀ ଭାଷାରେ ଆରୋପ ପ୍ରତ୍ୟାରୋପ କଲେ ଶାସକ ବିରୋଧୀ ବିଧାୟକ 

ଭୁବନେଶ୍ୱର,୨୮ା୧୧: ଓଡ଼ିଶା ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏକ ଅଭିନବ ତଥା ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯେତେବେଳେ ବିଧାୟକମାନେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗାଳି ଭାଷାରେ ଯୁକ୍ତିତର୍କରେ ମାତିଥିଲେ। ଏହି ଘଟଣାକୁ ଦେଖି ସାଧାରଣରେ ‘ଓଡ଼ିଆ ଅସ୍ମିତା’ କଥା ମନେପଡିଛି। ବିଦ୍ୟାଳୟରେ…

ଡିସେମ୍ବର ପହିଲାରୁ ହେବ ଏହି ୫ ବଡ଼ ପରିବର୍ତ୍ତନ: ଆପଣଙ୍କ ପକେଟ୍‌ ଉପରେ ପଡିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ,୨୮।୧୧: ଡିସେମ୍ବର ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସିଧାସଳଖ ଆପଣଙ୍କ ୱାଲେଟ, ଆପଣଙ୍କ ଟିକସ ଏବଂ ଆପଣଙ୍କ ଦୈନନ୍ଦିନ ସୁବିଧା ଉପରେ ପ୍ରଭାବ ପକାଇବ। ମାସର ଆରମ୍ଭ ନୂତନ ସରକାର ଏବଂ ବଜାର ନିର୍ଦ୍ଦେଶାବଳୀ ସହିତ ଏକ ଡାଏରୀ…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୋଚନୀୟ ପରାଜୟ ପରେ BCCI ର ବଡ ନିଷ୍ପତି

ଭୁବନେଶ୍ୱର,୨୮ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତର ୦-୨ରେ ଶୋଚନୀୟ ପରାଜୟ ସତ୍ତ୍ୱେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ତିନି ଫର୍ମାଟ୍‌ରେ ନିଜ ଦାୟିତ୍ୱ ଜାରି ରଖିବେ। ଏ ନେଇ କୌଣସି ପରିବର୍ତ୍ତନ ଉପରେ ବିସିସିଆଇ ବିଚାର କରୁନାହିଁ ବୋଲି…

ବିଧାନସଭାରେ ଉଠିଲା ଭୁବନେଶ୍ୱର କେଭି-୩ ବୋମାମାଡ଼ ପ୍ରସଙ୍ଗ

ଭୁବନେଶ୍ୱର,୨୮ା୧୧: ରାଜଧାନୀ ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ (KV-3) ସାମ୍ନାରେ ବୋମାମାଡ଼ ଘଟଣା ଶୁକ୍ରବାର ବିଧାନସଭାରେ ଉଠିଛି। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଗୃହରେ ଏହି ପ୍ରସଙ୍ଗ ଉଠାଇ ଘଟଣାର ସତ୍ୟାସତ୍ୟ ଜଣାଇବାକୁ ଦାବି କରିଛନ୍ତି। ଏହାର ଉତ୍ତରରେ ବାଚସ୍ପତି…

ଏତିକି ଛାତ୍ରଛାତ୍ରୀ ଥିବା ସ୍କୁଲ୍ ଖୋଲିବ ନାହିଁ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୮ା୧୧: ରାଜ୍ୟରେ ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ସ୍ପଷ୍ଟ କରିଛନ୍ତି। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।…

ଆବେଦନ ଖାରଜ କଲେ ହାଇକୋର୍ଟ: କେଭି ସିଂହଦେଓ, ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ଚାଲିବ ମାମଲା

କଟକ,୨୮ା୧୧: ୨୦୨୪ ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ମାମଲା ଚାଲିବ। ଉଭୟ ନେତାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। କେଭି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?