Home Middle

୨୨ ବଲ୍‌ରେ ବଡ଼ କାରନାମା: ଚୌକା-ଛକା ବର୍ଷା କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଲେ ଏହି କ୍ରିକେଟର୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୭: T20 ବ୍ଲାଷ୍ଟରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ୨୪ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋର୍ଡାନ କକ୍ସ ଏକ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। କକ୍ସ ଏହି ଇନିଂସରେ କେବଳ ଛକା ଏବଂ ଚୌକା ସହିତ ଶତକ ହାସଲ କରିଥିଲେ।…

FM କଲେଜ ଘଟଣା ପରେ ରେଭେନ୍ସା ବିଶ୍ବବିଦ୍ୟାଳୟର ବଡ଼ ନିଷ୍ପତ୍ତି: ଏଣିକି ଛାତ୍ରୀମାନେ…

ଭୁବନେଶ୍ୱର,୧୮।୭: ବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଘଟଣାକୁ ନେଇ ରାଜ୍ୟବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଏହି ସମୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ ବଡ଼ ନିଷ୍ପତ୍ତି ନେଇଛି। ସନ୍ଧ୍ୟା ସାଢେ ୫ଟା ପରେ…

୩୯ ବର୍ଷୀୟା ଯୁବତୀଙ୍କ ହାତରେ ଦେଶର ଶାସନ ଭାର ଦେଇଦେଲେ ଜେଲେନ୍‌ସ୍କି

କିଭ୍‌,୧୮।୭: ରୁଷିଆ ଆକ୍ରମଣ ପରେ ପ୍ରଥମ ଥର ପାଇଁ, ୟୁକ୍ରେନର ଉପର କରିଡରରେ ଏକ ବଡ଼ ପରିବର୍ତ୍ତନ ଆସିଛି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏବେ ଦେଶର ଦାୟିତ୍ୱ ୩୯ ବର୍ଷୀୟ ଅର୍ଥନୀତିଜ୍ଞ ଏବଂ ବିଶ୍ୱସ୍ତ ସହାୟକ ୟୁଲିଆ ସିରିଡେଙ୍କୋଙ୍କୁ ହସ୍ତାନ୍ତର କରିଛନ୍ତି।…

‘Saiyaara’ ପ୍ରଥମ ଦିନର ଆଡ଼ଭାନ୍ସ ବୁକିଂ: ବଲିଉଡରେ ନୂଆ ରେକର୍ଡ ସୃଷ୍ଟି, ପଛରେ ପଡିଲା ସୁପରଷ୍ଟାରଙ୍କ ଫିଲ୍ମ

ମୁମ୍ବାଇ: ମୋହିତ ସୁରୀ ନିର୍ଦ୍ଦେଶିତ ଏବଂ ଅହାନ ପାଣ୍ଡେ ଓ ଅନୀତ ପଡ୍ଡା ଅଭିନୀତ ବଲିଉଡ ଫିଲ୍ମ ‘ସୈୟାରା’ ରିଲିଜ ପୂର୍ବରୁ ହିଁ ବକ୍ସ ଅଫିସରେ ଧମାଲ ମଚାଇଛି। ଶୁକ୍ରବାର, ୧୮ ଜୁଲାଇ ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିଥିବା ଏହି…

ମୃତ୍ୟୁ ପୂର୍ବରୁ ସୌମ୍ୟାଶ୍ରୀ କହିଥିଲେ ତାଙ୍କ ଶେଷ କଥା, ଶୁଣିଲେ ଲୁହ ଆସିଯିବ…

ଭୁବନେଶ୍ୱର,୧୮।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବାବେଳେ ଅନ୍ୟପଟେ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୌମ୍ୟାଶ୍ରୀଙ୍କ…

ଭାରତ ପାଇଁ ବଡ଼ କାମ କରିଦେଲା ଆମେରିକା: ପାକିସ୍ତାନ ପାଇଲା ପାନେ, ଜୟଶଙ୍କର କହିଲେ…

ଓ୍ବାଶିଂଟନ୍‌,୧୮।୭: ଆମେରିକା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଆମେରିକା ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,…

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା, ୫୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ମିଳିଲା ଦର୍ଶନ ଅନୁମତି

ଶ୍ରୀନଗର,୧୮ା୭: ଖରାପ ପାଗ ଏବଂ ରାସ୍ତା ଧସିବା ଯୋଗୁ ଅମରନାଥ ଯାତ୍ରାକୁ ଗୋଟିଏ ଦିନ ପାଇଁ ବନ୍ଦ ହୋଇଥିଲା। ଯାହା ପରେ ଆଜି ଅର୍ଥାତ୍‌ ଶୁକ୍ରବାର ପୁଣି ଏହି ଯାତ୍ରା ଆରମ୍ଭ ହୋଇଛି। ଆଜି ସକାଳେ ବାଲତାଲ ଏବଂ ପହଲଗାମ ଉଭୟ…

କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି: ଜଳବନ୍ଦୀ ଗାଁ, ବିଚ୍ଛିନ୍ନ ଯୋଗାଯୋଗ

କେନ୍ଦ୍ରାପଡ଼ା,୧୮।୭: ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲାରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଜିଲାର ତଳିଆ ଅଞ୍ଚଳଗୁଡ଼ିକ ଜଳବନ୍ଦୀ ହୋଇପଡ଼ିଥିବା ବେଳେ ରାଜନଗର, ଆଳି ଓ ପଟ୍ଟାମୁଣ୍ଡାଇ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ…

୨୦ ସ୍କୁଲକୁ ବୋମା ଧମକ: ରାଜଧାନୀରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୧୮।୭: ପୁଣିଥରେ ଦିଲ୍ଲୀର ସ୍କୁଲଗୁଡ଼ିକୁ ବୋମା ଧମକ ମିଳିଛି। ମୋଟ ୨୦ଟି ସ୍କୁଲକୁ ବୋମା ଧମକ ମିଳିଛି। ପ୍ରଥମେ, ରୋହିଣୀ ସେକ୍ଟର ୩ରେ ଥିବା ଅଭିନବ ପବ୍ଲିକ ସ୍କୁଲ, ତା’ପରେ ପଶ୍ଚିମ ବିହାରର ରିଚ ମୋଣ୍ଡ ସ୍କୁଲ ଏବଂ ତା’ପରେ ରୋହିଣୀ…

ଏହି ରୋଗରେ ପୀଡ଼ିତ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ: ଆମେରିକାରେ ହଇଚଇ, ହ୍ବାଇଟ ହାଉସ ପକ୍ଷରୁ ବୁଲେଟିନ୍‌ ଜାରି

ଓ୍ବାଶିଂଟନ୍‌,୧୮।୭: ଆଜିକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏନେଇ ଆମେରିକାର ହ୍ବାଇଟ ହାଉସ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଛି। ୭୯ ବର୍ଷୀୟ ଟ୍ରମ୍ପ କ୍ରନିକ ଭେନସ ଇନସଫିସିଏନ୍ସି (Chronic Venous Insufficiency)ରେ ପୀଡିତ। ଏହି…

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ଏସବୁ ଜିଲାରେ ବଜ୍ରପାତ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୭(ଅନୁରାଧା ମହାରଣା):ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ଏବଂ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୁକ୍ରବାର ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଆଞ୍ଚଳିକ…

ସେଦିନ ସୌମ୍ୟାଶ୍ରୀଙ୍କ ସହ କ’ଣ ହୋଇଥିଲା: ସବୁ ସତ ଓଗାଳିବେ ICC ସଦସ୍ୟ

ବାଲେଶ୍ୱର,୧୮।୭ (ବାଞ୍ଛାନିଧି ଦେ):ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ମାମଲାରେ ଆଭ୍ୟନ୍ତରୀଣ କମିଟି (ICC) ସଦସ୍ୟଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ ଦିଆଯାଇଛି। ଆଜି ଓ ଆସନ୍ତାକାଲି FM କଲେଜରେ ବ୍ୟକ୍ତିଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri