Home Middle

ଅପରେଶନ ଏୟାର ଲିପ୍ଟ: ଭାରତୀୟଙ୍କୁ ଆଣିବାକୁ ରୋମାନିୟା, ହଙ୍ଗେରୀ ଯିବାକୁ ପ୍ରସ୍ତୁତ ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୨୬ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବିବାଦ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ ଆଣିବାକୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଶନିବାର ରୋମାନିୟା ଓ ହଙ୍ଗେରି ଅଭିମୁଖେ ଯାତ୍ରା କରିବ । ହଙ୍ଗେରି ଓ ରୋମାନିୟା ୟୁକ୍ରେନସୀମାକୁ ଲାଗି ରହିଥିବା ବେଳେ ଅଧିକାଂଶ…

ଆରମ୍ଭ ହେଲା ପଞ୍ଚାୟତ ଭୋଟ ଗଣତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍‌ ଗଣତି ଶନିବାର ଆରମ୍ଭ ହୋଇଯାଇଛି। ଏହି ଭୋଟ୍‌ ଗଣତି ତିନି ଦିନ ଧରି ଚାଲିବ। ଆଜି ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍‌ରେ ଗଣତି ହେଉଛି। ରାଜ୍ୟର ସମସ୍ତ ୩୧୪ ବ୍ଲକ୍‌ରେ ଗଣତି…

ଦୋହଲିଗଲା କ୍ୱିଭ: ୫୦ ବିସ୍ଫୋରଣ ସହ ଗର୍ଜିଲା ମେଶିନ ଗନ

କ୍ୱିଭ,୨୬ ।୨: କିଛି ସମୟର ନିରବତା ପରେ ପୁଣି ୟୁକ୍ରେନ ଉପରେ ଗର୍ଜିଛି ରୁଷିଆ । ୟୁକ୍ରେନର ରାଜଧାନୀ କ୍ୱିଭର ଶୁଲ୍ୟାବକା ଓ ବେରେଷ୍ଟିସ୍କାରେ ମେଶିନ ଗନରୁ ଗୁଳି ବର୍ଷଣ କରାଯାଇଥିବା ଖବର ଆସିଛି । ୟୁକ୍ରେନରେ ଯୁଦ୍ଧର ତୃତୀୟ ଦିନରେ…

ୟୁଏନଏସସିର ଭୋଟିଂରେ ଭାଗ ନେଲେ ନାହିଁ ଭାରତ, ଚାଇନା, ୟୁଏଇ

ନ୍ୟୁୟର୍କ,୨୬ ।୨: ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ କରାଯାଉଥିବା ଆକ୍ରମଣକୁ ନେଇ ଅସହମତି ପ୍ରସ୍ତାବ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଭୋଟିଂ କରାଯାଇଥିଲା । ଏହି ଭୋଟିଂ ପ୍ରକ୍ରିୟାଠାରୁ ଭାରତ ଓ ଚାଇନା ନିଜକୁ ଦୂରେଇ ରଖିଛନ୍ତି…

ଆଜିଠୁ ପଞ୍ଚାୟତ ଭୋଟ ଗଣତି

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଭୋଟ୍‌ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଛି। ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ପ୍ରାର୍ଥୀମାନଙ୍କ ମନରେ ଭୟ ବଢ଼ିବାରେ ଲାଗିଛି। ୩୧୪ ବ୍ଲକ୍‌ ମୁଖ୍ୟାଳୟରେ ୩ ଦିନ (୨୬,୨୭,୨୮ ତାରିଖ)…

ରୋମାନିୟା ପହଞ୍ଚିଲେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପ୍ରଥମ ଦଳ, ଖୁବଶୀଘ୍ର ଫେରିବେ ସ୍ୱଦେଶ

ବୁଚାରେଷ୍ଟ,୨୬ ।୨: ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ପ୍ରଥମ ଦଳ ଶୁକ୍ରବାର ସୁସେବା ବର୍ଡର ଦେଇ ରୋମାନିୟା ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଥିବା ବେଳେ ପ୍ରାୟ…

ପରପାରିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଝିଅ ସୁନୀତା ସୂଚନା ଦେଇଛନ୍ତି।  ପରଲୋକ ବେଳକୁ ତାଙ୍କୁ ୮୩ ବର୍ଷ…

ଆଲୋଚନା ପାଇଁ ପୁଟିନ୍‌ଙ୍କୁ ନିମନ୍ତ୍ରଣ କଲେ ୟୁକ୍ରେନ୍‌ ରାଷ୍ଟ୍ରପତି

ମସ୍କୋ/କ୍ୱିଭ୍‌,୨୫।୨: ଶେଷରେ ମୁଣ୍ଡ ନୁଆଁଇଲା ୟୁକ୍ରେନ୍‌। ଦୁଇଦିନ ଧରି ରୁଷିଆର ଆକ୍ରମଣକୁ ଯଥା ସମ୍ଭବ ଜବାବ ଦେବାକୁ ଚେଷ୍ଟା କରିବା ପରେ ଏକ ପ୍ରକାର ହାର ମାନିଛି ୟୁକ୍ରେନ୍‌। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଆପୋଷ ବୁଝାମଣା ପାଇଁ ୟୁକ୍ରେନ୍‌…

ପୌର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ମାର୍ଚ୍ଚ ୨୪ ତାରିଖରେ ହେବ ପୌର ନିର୍ବାଚନ । ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି। ଭୁବନେଶ୍ୱର, କଟକ, ବ୍ରହ୍ମପୁରରେ ଅନୁଷ୍ଠିତ…

ଶାହାଙ୍କ ସହ କଥା ହେଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୨(ବ୍ୟୁରୋ): ୟୁକ୍ରେନରେ ଫସି ରହିଥିବା ଓଡ଼ିଆମାନଙ୍କୁ ଉଦ୍ଧାର  ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ର ଓ ଶ୍ରମିକଙ୍କୁ ଉଦ୍ଧାର  ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ…

ଦ୍ୱିତୀୟ ଦିନରେ ରାଜଧାନୀ ଉପରେ ମିସାଇଲ ବର୍ଷା

ନୂଆଦିଲ୍ଲୀ,୨୫।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ବଡ଼ ସାମରିକ କାର୍ଯ୍ୟନୁଷ୍ଠାନ ଦେଖୁଛି ୟୁରୋପ। ପୂର୍ବତନ ସୋଭିଏଟ୍‌ ରାଜ୍ୟ ଉପରେ ରୁଷିଆର ସ୍ଥଳ, ସମୂଦ୍ର ଓ ବାୟୁ ସେନା ଲଗାତାର ମିସାଇଲ ମାଡ କରିଛନ୍ତି। ଯୁଦ୍ଧର ପ୍ରଥମ ଦିନ ଅତିକମ୍‌ରେ ୧୩୭ ୟୁକ୍ରେନିଆନ୍ସଙ୍କ…

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଭାବପ୍ରବଣ ବାର୍ତ୍ତା: ଲଢେଇରେ ସମସ୍ତେ ହାତ ଛାଡିଦେଲେ

କ୍ୱିଭ୍‌,୨୫।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି। ଚାରିଆଡେ ଭୟ ଏବଂ ବିନାଶର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟରେ, ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡିମିର୍‌ ଜେଲେନସ୍କି ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି- ଯୁଦ୍ଧରେ ସମସ୍ତେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri