ରୁଷିଆର ଅସ୍ତ୍ରବିରତି ଘୋଷଣା
ମସ୍କୋ,୫।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ ପକ୍ଷରୁ ୟୁକ୍ରେନରେ ଅସ୍ତ୍ରବିରତି ପାଇଁ ଘୋଷଣା କରାଯାଇଛି। ଭାରତୀୟ ସମୟ ଅନୁସାରେ ସକାଳ ସାଢ଼େ ୧୧ଟାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବ। ଏଥିସହ ଯେପର୍ଯ୍ୟନ୍ତ ସେଠାରେ…
ଖାର୍କିଭରେ ଥମୁନି ବିସ୍ଫୋରଣ, ଲୁଚି ରହିବାକୁ ସାଧାରଣ ନାଗରିକଙ୍କୁ ପରାମର୍ଶ
କ୍ୱିଭ୍,୫ ।୩: ୟୁକ୍ରେନ୍-ରୁଷିଆ ଯୁଦ୍ଧକୁ ପୂରଣ ହୋଇଛି ୧୦ ଦିନ । ୟୁକ୍ରେନ୍ ଏବେ ଧ୍ୱଂସ ସ୍ତୁପରେ ପରିଣତ ହେବାକୁ ଯାଉଛି । ଗୋଟିଏ ପଟେ ରୁଷିଆର ଦାଦାଗିରି ତ ଅନ୍ୟପଟେ ୟୁକ୍ରେନର ଜିଦ୍ ବେଳକୁ ବେଳ ସ୍ଥିତିକୁ ଅଣାୟତ୍ତ କରିବାରେ…
ଅପରେଶନ ଗଙ୍ଗା: ଆଜି ୧୫ ବିମାନରେ ଉଦ୍ଧାର ହେବେ ୩ହଜାର ଭାରତୀୟ
ନୂଆଦିଲ୍ଲୀ,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହୋଇଛି ୧୦ ଦିନ । ହେଲେ ସ୍ଥିତି ଏବେବି ଅଣାୟତ୍ତ । ୟୁକ୍ରେନ୍ ଉପରେ ରୁଷିଆ ବର୍ଷି ଚାଲିଛି ମିଶାଇଲ, ଗୁଳିଗୋଳା ଓ ବୋମା । ଥରି ଉଠିଛି ୟୁକ୍ରେନ୍ ମାଟି । ଏହାରି…
ମଣିପୁର ବିଧାନସଭା ଲାଗି ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୨ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
ଇମ୍ଫାଲ,୫ ।୩: ମଣିପୁର ବିଧାନସଭା ଲାଗି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଶନିବାର ସକାଳୁ ଆରମ୍ଭ ହୋଇଛି । ଏଥର ୬ ଜିଲାର ୨୨ଟି ଆସନ ଲାଗି ୯୨ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ମହିଳା…
ଦେଶରେ ୧୨-୧୭ ବର୍ଷ ବୟସର କିଶୋରଙ୍କ ଟିକାକରଣ ପାଇଁ ମିଳିଲା ଅନୁମତି
ନୂଆଦିଲ୍ଲୀ,୫ ।୩: କରୋନା ଟିକାକରଣକୁ ନେଇ ଦେଶ ବେଳକୁ ବେଳ ନୂଆ ସଫଳତା ହାସଲ କରିବାରେ ଲାଗିଛି । ଇତିମଧ୍ୟରେ ପିଲାମାନଙ୍କ ଟିକାକରଣକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଡିସିଜିଆଇର ବିଶେଷ ବିଶେଷଜ୍ଞ ସମିତି ୧୨-୧୭ ବର୍ଷର କିଶୋରମାନଙ୍କ…
ଆଉ ନାହାନ୍ତି କ୍ରିକେଟ କିମ୍ବଦନ୍ତୀ ଶେନ୍ ଓ୍ବର୍ନ
ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର କ୍ରିକେଟ୍ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍ ସ୍ପିନର ଶେନ୍ ଓ୍ବର୍ନଙ୍କର ୫୨ ବର୍ଷରେ ପରଲୋକ ଘଟିଛି। ହୃଦଘାତରେ ଓ୍ବର୍ନଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିଚାଳନା କମ୍ପାନୀ ପକ୍ଷରୁ ଶୁକ୍ରବାର ସଂକ୍ଷିପ୍ତ ବିବୃତ୍ତି ଜାରି କରି ସୂଚନା…
ପୁଟିନ୍ଙ୍କ ମୁଣ୍ଡ ଗଡ଼ାଇବା ପାଇଁ ଆମେରିକା ଏମ୍ପିଙ୍କ ଆହ୍ବାନ
ଓ୍ବାଶିଂଟନ୍,୪।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ନିଜର ବିଜୟ ପଥରେ ରୁଷିଆ ଆଗକୁ ବଢ଼ୁଥିବା ବେଳେ ୟୁକ୍ରେନ ମଧ୍ୟ ନିଜ ଦେଶର ସମ୍ମାନ ବଞ୍ଚାଇବାକୁ ପଛଘୁଞ୍ଚା ଦେଉନାହିଁ। ୟୁକ୍ରେନର ଏହି ଆକ୍ରମଣ ଯୋଗୁ ବିଭିନ୍ନ ଦେଶ ରୁଷିଆ…
ଜେଲେନସ୍କିଙ୍କୁ ୭ ଦିନରେ ୩ ଥର କରାଯାଇଥିଲା ହତ୍ୟା ଉଦ୍ୟମ!
କ୍ୱିଭ,୪ ।୩: ୟୁକ୍ରେନ୍-ରୁଷିଆ ଯୁଦ୍ଧର ଆଜି ହେଉଛି ନବମ ଦିନ । ୨୪ ଫେବୃୟାରୀରୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଥିବା ବେଳେ ଏବେ ଏହା ଭୟଙ୍କର ରୂପ ଧାରଣ କଲାଣି । ଇତିମଧ୍ୟରେ ଟାଇମ୍ସ ଅଫ୍ ଲଣ୍ଡନରେ ପ୍ରକାଶ…
ବାରାଣସୀରେ ମୋଦିଙ୍କ ୩ କି.ମି ଲମ୍ବା ରୋଡ ଶୋ’
ବାରାଣସୀ,୪।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବେ ଶେଷ ହେବାକୁ ଯାଉଛି। ପୂର୍ବରୁ ନିର୍ବାଚନର ୬ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଥିବା ବେଳେ ଏବେ କେବଳ ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି। ମାର୍ଚ୍ଚ ୭ରେ ଶେଷ ମତଦାନ ହେବାକୁ ଥିବା ବେଳେ…
ରୁଷିଆରେ ଫେସ୍ବୁକ୍ ସହିତ ଆଉ କିଛି ଓ୍ବେବ୍ସାଇଟ୍ ଡାଉନ୍
ମସ୍କୋ,୪ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଛି। ଏହା ଭିତରେ ରୁଷିଆର ଅନେକ ମିଡିଆ ଓ୍ବେବସାଇଟ ଡାଉନ୍ ହୋଇଥିବା ଜଣାପଡ଼ିଛି। ଏଥିରେ ଫେସବୁକ୍ ମଧ୍ୟ ଅନ୍ତର୍ଭୁକ୍ତ। କୁହାଯାଉଛି, ଯୁଦ୍ଧ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଲୋକଙ୍କ ଜିଭରେ ଲଗାମ ଦେବାକୁ ଏହା…
ପରମାଣୁ ପ୍ଲାଣ୍ଟ କବ୍ଜା କଲା ରୁଷିଆ
କ୍ୱିଭ୍,୪।୩: ରୁଷିଆ ସୈନ୍ୟବାହିନୀ ୟୁକ୍ରେନର ଜାପୋରିଜିଆ ପରମାଣୁ ପାଓ୍ବାର ପ୍ଲାଣ୍ଟକୁ କବ୍ଜା କରି ନେଇଛି। ଏହାପୂର୍ବରୁ ରୁଷିଆ ସେନା ଏହାକୁ ବୋମାମାଡ଼ କରିଥିଲା, ଏହା ପରେ ପ୍ଲାଣ୍ଟ ପରିସରରେ ଧୂଆଁ ବାହାରୁଥିଲା। ଆମେରିକା, ବ୍ରିଟେନ ଇତ୍ୟାଦି ଏହା ଉପରେ ଉଦବେଗ ପ୍ରକାଶ…
ରୋମାନିଆ ମେୟର-ବିମାନ ଚଳାଚଳ ମନ୍ତ୍ରୀ ମୁହାଁମୁହିଁ
ରୋମାନିଆ,୪ା୩: ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରୋମାନିଆର ମେୟର ମୁହାଁମୁହିଁ ହୋଇଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ପାଇଁ ‘ଅପରେଶନ ଗଙ୍ଗା’କୁ ଜୋର୍ଦାର କରାଯାଇଛି। ଏହି ପ୍ରକ୍ରିୟାରେ ୟୁକ୍ରେନରୁ ଆସି ରୋମାନିଆରେ ପହଞ୍ଚିଥିବା ଭାରତୀୟଙ୍କୁ…
Archives


