ଓଡିଶାକୁ ରେଳ ଅନୁଦାନ
ଭୁବନେଶ୍ୱର,୨।୨(ବ୍ୟୁରୋ): ବଜେଟ୍ରେ ଓଡିଶାକୁ ରେଳ ଅନୁଦାନ ନେଇ ସୂଚନା। ଖୋର୍ଦ୍ଧା- ବଲାଙ୍ଗୀର ରେଳ ପାଇଁ ୮୯୧ କୋଟି ମଞ୍ଜୁର ହୋଇଛି। ସେହିପରି ଅନୁଗୋଳ- ସୁକିନ୍ଦା ରେଳ ଲାଇନ୍ ପାଇଁ ୪୭୫ କୋଟି, ହରିଦାସପୁର- ପାରାଦୀପ ଲାଇନ୍ ପାଇଁ ୮୫ କୋଟି ମଞ୍ଜୁର।…
ଆଜି ଖୋଲିଲା ୧୫୦ ବିଶ୍ୱବିଦ୍ୟାଳୟ
କାବୁଲ,୨ା୨: ଆଫଗାନିସ୍ତାନର ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ଦେଶର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ବୁଧବାର (ଫେବୃୟାରୀ ୨)ରେ ଖୋଲିଛି। ଆଫଗାନିସ୍ତାନରେ ମିଳିତ ଜାତିସଂଘର ସହାୟତା ମିଶନ (ୟୁନାମା) ଏକ ଟୁଇଟର ପୋଷ୍ଟରେ ଏହି ପଦକ୍ଷେପକୁ ପ୍ରଶଂସା କରିଛି। ୟୁଏନ୍ଏମ୍ଏର ଟୁଇଟର ପୋଷ୍ଟରେ କୁହାଯାଇଛି…
ଅନୁଚ୍ଛେଦ ୩୭୦ ହଟିବା ପରେ ୪୩୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…
ନୂଆଦିଲ୍ଲୀ, ୨।୨ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ରାଜ୍ୟରେ ଜାରି ରହିଥିବା ଆତଙ୍କବାଦ ବିରୋଧି ଅପରେଶନ୍ ଅଲ୍ଆଉଟ୍ ବେଶ୍ ସଫଳ ରହିଛି। ରାଜ୍ୟରେ ୪୩୯ ଆତଙ୍କବାଦୀଙ୍କ ମୁଣ୍ଡ ବିଭିନ୍ନ ଏନ୍କାଉଣ୍ଟରରେ ଗଡ଼ିଛି। ସେହିପରି ୫୪୧ ଆତଙ୍କବାଦୀ ଆକ୍ରମଣ ଘଟିଛି…
ମୃତ୍ୟୁ କାଳୀନ ବୟାନ ଆଧାରରେ ଦୋଷ ପ୍ରମାଣିତ ହୋଇ ପାରିବ, ସୁପ୍ରିମ୍କୋର୍ଟଙ୍କ ରାୟ…
ନୂଆଦିଲ୍ଲୀ, ୨।୨ :ସୁପ୍ରିମକୋର୍ଟ କହିଛନ୍ତି ଯେ ମୃତ୍ୟୁ କାଳୀନ ବୟାନ ଆଧାରରେ ଦୋଷ ପ୍ରମାଣିତ ହୋଇ ପାରିବ। ଜଷ୍ଟିସ ଏମ.ଆର. ଶାହା ଏବଂ ବି.ଭି ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯଦି ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ସତ୍ୟ…
ଟିକା ଯୋଗୁ ଝିଅଙ୍କ ମୃତ୍ୟୁ, ପିତା ଦାଖଲ କଲେ ୧,୦୦୦ କୋଟିର କ୍ଷତିପୂରଣ ପିଟିଶନ୍…
ମୁମ୍ବାଇ, ୨।୨ : ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ନେଇ ତାଙ୍କ ପିତା ବମ୍ବେ ହାଇକୋର୍ଟରେ ଏକ ପିଟିଶନ୍ ଦାଖଲ କରିଛନ୍ତି। କରୋନା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଝିଅର ମୃତ୍ୟୁ ଘଟିଥିବା ଅଭିଯୋଗ କରି ପିତା ୧,୦୦୦ କୋଟି ଟଙ୍କାର…
ଦାମ୍ପତ୍ୟ ଜୀବନରେ ମାନସିକ ନିର୍ଯାତନାକୁ କ୍ରୁରତା ଭାବେ ବିବେଚନା କରାଯିବ, ହାଇକୋର୍ଟ…
ଚେନ୍ନାଇ, ୨।୨ : ମାଡ୍ରାସ ହାଇକୋର୍ଟ ଏକ ରାୟରେ କହିଛନ୍ତି ଯେ ଦାମ୍ପତ୍ୟ ଜୀବନରେ ମାନସିକ ନିର୍ଯାତନା ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଯାହା ଦାମ୍ପତ୍ୟ ଜୀବନରେ ଗୁରୁତର ସ୍ଥିତି ସୃଷ୍ଟି କରିଥାଏ। ତେଣୁ ଭାରତୀୟ ଦଣ୍ଡ ସଂହିତା ଧାରା…
ଦେଶରେ ୪୨ ଆତଙ୍କବାଦୀ ସଂଗଠନ, ୧୬,୪୨୭ ଘରୋଇ ସୁରକ୍ଷା ଏଜେନ୍ସି, , ରାଜ୍ୟ ସଭାରେ ସରକାରଙ୍କ ଉତ୍ତର…
ନୂଆଦିଲ୍ଲୀ, ୨।୨ : ଦେଶରେ ଆତଙ୍କବାଦୀ ସଂଗଠନ ତଥା ଏହା ସହ ଜଡିତ ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଦେଶରେ ୪୨ ଆତଙ୍କବାଦୀ ସଂଗଠନ ଚିହ୍ନଟ ହୋଇଛି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟ ସଭାରେ ସରକାର…
୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ୍ ନିର୍ମାଣ କରିବ ଲେଜର କାନ୍ଥ, ସୁରକ୍ଷା ବ୍ୟବସ୍ଥା ହେବ ସୁଦୃଢ଼…
ଜେରୁଜେଲମ୍, ୨।୨ : ଏକ ବର୍ଷ ମଧ୍ୟରେ ୨୦୨୨ ଶେଷ ସୁଦ୍ଧା ଇସ୍ରାଏଲ ଲେଜର ଆଧାରିତ ମିସାଇଲ ଇଣ୍ଟରସେପ୍ଟ ସିଷ୍ଟମ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି। ଏହି ସୂଚନା ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫ୍ଟାଲୀ ବେନେଟ୍ଟ ଦେଇଛନ୍ତି। ସେ ଏକ ଗଣମାଧ୍ୟମ ସମ୍ମିଳନୀରେ…
ପୁଟିନ୍ଙ୍କ ଚେତାବନୀ, ରୁଷିଆକୁ ଘେରିବା ପାଇଁ ୟୁକ୍ରେନ୍ର ବ୍ୟବହାର କରୁଛି ଆମେରିକା…
ନୂଆଦିଲ୍ଲୀ, ୨।୨: ୟୁକ୍ରେନ ଏବଂ ନାଟୋ ଦେଶମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ନେଇ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଆମେରିକାକୁ ଚେତାବନୀ ଦେଇଛନ୍ତି। ରୁଷିଆକୁ ଘେରିବା ପାଇଁ ଆମେରିକା ୟୁକ୍ରେନ୍ର ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଭଳି…
ମୃତ୍ୟୁର ତାଣ୍ଡବ ଆରମ୍ଭ, ଦୈନିକ ମୃତ୍ୟୁ ସଂଖ୍ୟା ୧୭ ଶହ ଟପିଲା, ଧାଡ଼ିଧାଡ଼ି ମୃତଦେହ…
ନୂଆଦିଲ୍ଲୀ, ୨।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାର ୩୮୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…
ଶେଷ ହୋଇନି ଓମିକ୍ରନ୍, କଟକଣା ହଟାଇବା ନେଇ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍ଓ…
ଜେନେଭା, ୨।୨ : ପୃଥିବୀରୁ ଏବେ ବି ଶେଷ ହୋଇନି ଓମିକ୍ରନ୍ ଆତଙ୍କ। ତେଣୁ କଟକଣା ହଟାଇବା ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଓମିକ୍ରନ ଲହରର ଶୀର୍ଷ ଏପର୍ଯ୍ୟନ୍ତ ବହୁ ଦେଶରେ ଆସିନାହିଁ। ତେଣୁ ସତର୍କତା ଜରୁରୀ ବୋଲି…
ପ୍ରଧାନମନ୍ତ୍ରୀଙ୍କୁ ଗୃହ ଭିତରେ ଟିଏମ୍ସି ଏମ୍ପି କହିଦେଲେ ଏମିତି କଥା, ମିଳିଲା କଡ଼ା ଜବାବ
ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର ବଜେଟ ୨୦୨୨-୨୩ ଉପସ୍ଥାପନ କରିଛନ୍ତି। ବଜେଟ ଉପସ୍ଥାପିତ ହେବା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ଗୃହକୁ ସ୍ଥଗିତ ରଖିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ଭିତରେ ଥିବା ଅନେକ…
Archives


