ବାୟୁ ପ୍ରଦୂଷଣର ଭୟଙ୍କର ପ୍ରଭାବ: ନିର୍ବୁଦ୍ଧିଆ ହେବେ ଦିଲ୍ଲୀ ପିଲା, ଶୀଘ୍ର ମରିବେ ଓ ପାଠ ପଢ଼ାରେ ରହିବେ ପଛରେ
ନୂଆଦିଲ୍ଲୀ,୧୪ା୧୧: ଆଜି ଶିଶୁ ଦିବସ। କିନ୍ତୁ ଦିଲ୍ଲୀରେ ପିଲାମାନେ ପାଉଁଶ ରଙ୍ଗର ଆକାଶକୁ ଚାହିଁ ଉଠୁଛନ୍ତି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଦିଲ୍ଲୀ-NCRରେ ଜନ୍ମିତ ‘ଜେନ୍ ଆଲଫା’ (Gen Alpha)ର ପିଲାମାନେ କେବଳ ନିଶ୍ୱାସ ନେବା କାରଣରୁ ଶୀଘ୍ର ମରିବେ,...
ନୂଆପଡ଼ା ଉପନିର୍ବାଚନ: ୧୦ମ ରାଉଣ୍ଡ୍ରେ ଜୟ ଢୋଲକିଆ ଆଗରେ, ବିଜେଡିକୁ ମିଳିଛି…
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ୍ ଗଣତି ସକାଳ ୮ଟାରୁ ଜାରି ରହିଛି। ୧୦ମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୩୩୨୩୨ ଭୋଟ୍ରେ ଆଗୁଆ ରହିଛନ୍ତି। ୧୦ମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୦୩୩୩ ଖଣ୍ଡ ଭୋଟ୍ ମିଳିଥିବାବେଳେ...
ବିହାରରେ ମୋଦି-ନୀତୀଶ ଯୋଡି ହିଟ, ତେଜସ୍ବୀଙ୍କ ମୁଖ୍ୟମନ୍ତ୍ରୀ ଚେହେରା ପସନ୍ଦ ନୁହେଁ
ପାଟନା,୧୪।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ନିର୍ବାଚନ କମିଶନଙ୍କ ୱେବସାଇଟ ୧୨୧ ଆସନ ପାଇଁ ଟ୍ରେଣ୍ଡ ଜାରି କରିଛି। ଏହି ଲେଖା ସୁଦ୍ଧା, ନିର୍ବାଚନ କମିଶନଙ୍କ ୱେବସାଇଟ ଦର୍ଶାଉଛି ଯେ NDA ୭୧ ଆସନରେ...
ପଛରେ ପଡ଼ିଗଲେ ଲାଲୁଙ୍କ ୨ ପୁଅ: ଜାଣନ୍ତୁ କେମିତି ଅଛି ହେଭିଓ୍ବେଟ୍ଙ୍କ ସ୍ଥିତି
ନୂଆଦିଲ୍ଲୀ,୧୪।୧୧: ଆଜି ୨୦୨୫ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଉଛି। ଅଧିକ ଭୋଟଦାତାଙ୍କ ହାର ଏବଂ ଏକଜିଟ ପୋଲ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ NDA ସରକାର ପୁଣି ଆସିବା ନେଇ ସୂଚାଇ ଦେଉଛି। ସମସ୍ତଙ୍କ ନଜର ପ୍ରକୃତ ଫଳାଫଳ...
ବିହାରରେ ଭାଜପା ଟପ୍ପର, ପଛରେ ନୀତୀଶ: NDA ଗଢିବ ସରକାର
ପାଟନା,୧୪।୧୧: ବିହାରର ୨୪୩ ବିଧାନସଭା ଆସନ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି। ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ସକାଳ ୮ଟାରେ ୪୬ଟି ମତଦାନ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ, NDA ୧୮୩ଟି...
ସପ୍ତମ ରାଉଣ୍ଡ୍ ସୁଦ୍ଧା ଚିତପଟାଙ୍ଗ ବିରୋଧୀ, ଜୟ ଢୋଲକିଆ ୨୫ ହଜାରରୁ ଅଧିକ ଭୋଟ୍ରେ ଆଗୁଆ
ନୂଆପଡା,୧୪ା୧୧: ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ଏକ ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛନ୍ତି। ପ୍ରାରମ୍ଭିକ ରାଉଣ୍ଡ୍ରୁ ସେ ଯେଉଁ ବ୍ୟବଧାନରେ ଆଗେଇଥିଲେ, ତାହା କ୍ରମାଗତ ଭାବେ ବଢ଼ିବାରେ...
+୨ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: ଇଣ୍ଟରନାଲ ମୂଲ୍ୟାୟନ, ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ
ଭୁବନେଶ୍ୱର,୧୪ା୧୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ (Internal Assessment) ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷା ବର୍ଷ ପାଇଁ ଇଣ୍ଟରନାଲ ମୂଲ୍ୟାୟନ ପରୀକ୍ଷା...
Nuapara By-Election: ୫ମ ରାଉଣ୍ଡ୍ରେ ବି ଜୟ ଢୋଲକିଆ ଆଗରେ, ଏତିକି ଭୋଟ୍ ପଛରେ ଅଛନ୍ତି ସ୍ନେହାଙ୍ଗିନୀ
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ୍ ଗଣତି ସକାଳ ୮ଟାରୁ ଜାରି ରହିଛି। ପଞ୍ଚମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୧୮ ହଜାର ୩୯୮ ଭୋଟ୍ରେ ଆଗୁଆ ରହିଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୨୫୧୯୫ ଭୋଟ୍...
ନୂଆପଡ଼ା ଉପନିର୍ବାଚନ: ଚାଲିଛି ଗଣତି, ଜୟ ଢୋଲକିଆ କହିଲେ ଜନତା ମୋତେ…
ନୂଆପଡ଼ା,୧୪ା୧୧: ଶୁକ୍ରବାର ନୂଆପଡ଼ା ଉପନିର୍ବାଚନର ଗଣତି ଚାଲିଛି। ୪ର୍ଥ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେବେ ୪ ରାଉଣ୍ଡରେ ପଛରେ ପଡ଼ିଯାଇଛନ୍ତି ବିଜେଡି ପ୍ରାର୍ଥତ୍ନୀ...
ନୂଆପଡ଼ା ଉପନିର୍ବାଚନ: ତୃତୀୟ ରାଉଣ୍ଡ୍ ସୁଦ୍ଧା ଜୟ ଢ଼ୋଲକିଆ ୧୦ ହଜାର ଭୋଟ୍ରେ ଆଗୁଆ
ନୂଆପଡା,୧୪ା୧୧: ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ରାଉଣ୍ଡ୍ରୁ ହିଁ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ବଡ଼ ବ୍ୟବଧାନରେ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡ୍ ଶେଷ ସୁଦ୍ଧା ଜୟ ଢ଼ୋଲକିଆ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୧୦,୦୧୩...
ସରିଲା ଐତିହାସିକ କଟକ ବାଲିଯାତ୍ରା: ୭୦ ଲକ୍ଷ ଦର୍ଶକ, ୩୦୦ କୋଟି ଟଙ୍କାର କାରବାର
କଟକ,୧୪ା୧୧: ଐତିହାସିକ କଟକ ବାଲିଯାତ୍ରା ୯ ଦିନ ପରେ ସମାପ୍ତ ହୋଇଛି। ଚଳିତ ବର୍ଷର ଏହି ମେଳା ଆକର୍ଷଣୀୟ କାର୍ଯ୍ୟକ୍ରମ ଏବଂ ବ୍ୟାପକ ବ୍ୟବସାୟ ସହିତ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ୯ ଦିନର ଏହି ଯାତ୍ରାରେ ପ୍ରାୟ ୭୦...
ଚପଲ କାଢ଼ି, ‘ଜୟ ଜଗନ୍ନାଥ’ କହି ଓଡ଼ିଆ ଭଜନ ଗାଇଲେ ଶ୍ରେୟା ଘୋଷାଲ୍; ଝୁମିଲେ ଲକ୍ଷାଧିକ ଦର୍ଶକ
କଟକ,୧୪ା୧୧: ଐତିହାସିକ ବାଲିଯାତ୍ରାର ଅବଧି ବୃଦ୍ଧି ହେବା ପରେ ଗୁରୁବାର ଥିଲା ଏହାର ଶେଷ ସାଂସ୍କୃତିକ ସନ୍ଧ୍ୟା। ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ମଞ୍ଚରେ ଆୟୋଜିତ ‘ବଲିଉଡ୍ ନାଇଟ୍’ରେ ବଲିଉଡ୍ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ୍ ନିଜ ସଙ୍ଗୀତର ଯାଦୁରେ...
Archives


