ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଗଜପତି ମହାରାଜାଙ୍କ କନ୍ୟା
ପୁରୀ ଅଫିସ,୯ା୨: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନ୍ୟାଙ୍କ ବିବାହ। ମହାରାଜାଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ବିବାହ ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହିତ ବୁଧବାର ହେବ। ଗଜପତିଙ୍କ କନ୍ୟା ବାହାଘର ପାଇଁ ବ୍ୟାପକ ଆୟୋଜନ…
ଏକକ ଖଣ୍ଡପୀଠରୁ ବୃହତ୍ ଖଣ୍ଡପୀଠକୁ ଗଲା ହିଜାବ ମାମଲା…
ବେଙ୍ଗାଲୁରୁ, ୯।୨ : କର୍ନାଟକରେ ଦେଖାଦେଇଥିବା ହିଜାବ ବିବାଦରେ ନୂଆ ମୋଡ଼ ଆସିଛି। ଏବେ ଏହାକୁ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠରୁ ବୃହତ୍ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଏକକ ଖଣ୍ଡପୀଠର ବିଚାରପତି କୃଷ୍ଣା ଏସ୍ ଦୀକ୍ଷୀତ୍ ବୁଧବାର ନିର୍ଦ୍ଦେଶ ଜାରି କରିଛନ୍ତି।…
କଂଗ୍ରେସର ଘୋଷଣା ପତ୍ର, ୧୦ ଦିନରେ ଚାଷୀଙ୍କ ଋଣଛାଡ-୨୦ ଲକ୍ଷ ସରକାରୀ ଚାକିରି…
ଲକ୍ଷ୍ନୌ, ୯।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମତଦାନର ଦିନକ ପୂର୍ବରୁ କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି ହୋଇଛି। କଂଗ୍ରେସ ଏହାର ଘୋଷଣା ପତ୍ରରେ ସମସ୍ତ ବର୍ଗଙ୍କୁ ଖୁସି କରିବାକୁ ଚେଷ୍ଟା କରାଯାଇଛି। ଯେଉଁଥିରେ କୃଷକଙ୍କ ପାଇଁ ୧୦ ଦିନରେ…
କରୋନା ଚିକିତ୍ସା ପାଇଁ ଗ୍ଲେନ୍ମାର୍କର ନାଜାଲ ସ୍ପ୍ରେ ‘ଫାବି ସ୍ପ୍ରେ’…
ନୂଆଦିଲ୍ଲୀ, ୯।୨ : କରୋନା ମହାମାରୀର ଚିକିତ୍ସା ପାଇଁ ଅନ୍ୟ ଏକ ଔଷଧ ନାଜାଲ ସ୍ପ୍ରେ ଆକାରରେ ପହଞ୍ଚିଛି। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଏକ ନାଇଟ୍ରିକ ଅକ୍ସାଇଡ ଆଧାରିତ ନାଜାଲ ସ୍ପ୍ରେ ‘ଫାବି ସ୍ପ୍ରେ’ କାନାଡାର ଏକ କମ୍ପାନୀ ସାନୋଟାଇଜ ସହିତ ମିଳିତ…
ମନରେଗାରେ ୧୫୦ ଦିନର ନିଶ୍ଚିତ କର୍ମନିଯୁକ୍ତି-ସବୁ ରାଜ୍ୟରେ ସମାନ ମଜୁରୀ,ପାର୍ଲାମେଣ୍ଟାରୀ କମିଟିର ସୁପାରିଶ…
ନୂଆଦିଲ୍ଲୀ, ୯।୨ : ପାର୍ଲାମେଣ୍ଟର ସ୍ଥାୟୀ କମିଟି ମନରେଗାର କାର୍ଯ୍ୟକାରିତାକୁ ସମୀକ୍ଷା କରିବାକୁ ସୁପାରିଶ କରିଛି। ପରିବର୍ତ୍ତିତ ପରିବେଶରେ ଏହି ଯୋଜନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି କମିଟି ସୁପାରିସ କରିଛି। ଏହା ସହିତ ଏହାର ସାମ୍ପ୍ରତିକ କାର୍ଯ୍ୟକାରିତାର କିଛି ତ୍ରୁଟି…
ଦାମାସ୍କସ୍କୁ ଟାର୍ଗେଟ୍ କରିବା ଯୋଜନା ପଣ୍ଡ,ଇସ୍ରାଏଲ୍ କ୍ଷେପଣାସ୍ତ୍ରକୁ ଧ୍ୱଂସ କଲା ସିରିଆ …
ଦାମାସ୍କସ୍, ୯।୨ : ସିରିଆ ରାଜଧାନୀ ଦାମାସ୍କସ୍କୁ ଟାର୍ଗେଟ୍ କରି ଉତ୍କ୍ଷେପଣ କରାଯାଇଥିବା ଇସ୍ରାଏଲର କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ସିରିଆ ବୁଧବାର ରାଜଧାନୀ ଦାମାସ୍କସ୍କୁ ଟାର୍ଗେଟ୍ କରି ଉତ୍କ୍ଷେପଣ କରାଯାଇଥିବା ବହୁ ଇସ୍ରାଏଲ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଥିବା ନେଇ ଦାବି କରିଛି।…
ଘନେଇଲା ଯୁଦ୍ଧ ଆଶଙ୍କା, କୃଷ୍ଣ ସାଗରରେ ରୁଷିଆର ୬ ଯୁଦ୍ଧପୋତ…
ମସ୍କୋ, ୯।୨ : ୟୁକ୍ରେନ ପ୍ରସଙ୍ଗରେ ରୁଷିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ନିଜର ସୈନ୍ୟମାନଙ୍କୁ ନିୟୋଜିତ କରୁଥିବାବେଳେ ଆମେରିକା ୟୁକ୍ରେନକୁ ସାହାଯ୍ୟ କରିବା ଏବଂ…
ପାକିସ୍ତାନର ଡ୍ରୋନ୍ ଷଡ଼ଯନ୍ତ୍ର, ଅଜନାଲା ସେକ୍ଟରରୁ ୨ ସନ୍ଦିଗ୍ଧ ପ୍ୟାକେଟ ଜବତ…
ଅମୃତସର, ୯।୨ : ଆତଙ୍କବାଦୀ ସଂଗଠନଗୁଡ଼ିକୁ ସହାୟତା ପ୍ରଦାନ କାର୍ଯ୍ୟ ପାକିସ୍ତାନ ପକ୍ଷରୁ ଜାରି ରହିଛି। ପାକିସ୍ତାନ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ଭାରତ ବିରୁଦ୍ଧରେ ଷଡଯନ୍ତ୍ର ରଚିଛି। ଏବେ ପଞ୍ଜାବର ଅମୃତସରର ଅଜନାଲା ସେକ୍ଟରର ପଞ୍ଜ ଗାରାଇ ପୋଷ୍ଟ…
୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବେଟିଂ ବଜାର ସରଗରମ, ଉତ୍ତରପ୍ରଦେଶ ଉପରେ ଅଧିକ-ପଞ୍ଜାବ ଦ୍ୱିତୀୟ ସ୍ଥାନରେ…
ନୂଆଦିଲ୍ଲୀ, ୯।୨ : ଫେବୃୟାରୀ ୧୦ରୁ ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଯାଉଛି। ବିଧାନସଭା ନିର୍ବାଚନରେ କେଉଁ ରାଜ୍ୟରେ କିଏ କ୍ଷମତା ଦଖଲ କରିବ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୯।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।…
ଭାଲେଣ୍ଟାଇନ୍ ଡେ’ରେ ଉତ୍କ୍ଷେପଣ ହେବ ଇଓଏସ୍-୪ …
ଶ୍ରୀହରିକୋଟା, ୯।୨ : ୟୁକ୍ରେନ ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ଫେବୃଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ରେ ଭୋର୍ ୫ଟା ୫୯ରେ ଉତ୍କ୍ଷେପଣ କରିବାକୁ ଯାଉଛି। ଏହି ଉପଗ୍ରହ ପିଏସ୍ ଏଲ୍ଭି-ସି-୫୨ ରକେଟ ମାଧ୍ୟମରେ ଉତକ୍ଷେପଣ…
କଶ୍ମୀର ବିବାଦରେ ବହୁରାଷ୍ଟ୍ରୀୟ କମ୍ପାନୀ
ନୂଆଦିଲ୍ଲୀ, ୯ା୨:କଶ୍ମୀର ଉପରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଅଡ଼ୁଆରେ ପଡ଼ିଛନ୍ତି ଏକାଧିକ ବହୁରାଷ୍ଟ୍ରୀୟ କମ୍ପାନୀ। କାର୍ ନିର୍ମାଣକାରୀ ଦକ୍ଷିଣ କୋରିଆ କମ୍ପାନୀ ହ୍ୟୁଣ୍ଡାଇ, କିଆ, ଆମେରିକୀୟ ଫାଷ୍ଟଫୁଡ୍ କମ୍ପାନୀ କେଏଫ୍ସି ଏବଂ ପିଜ୍ଜା ହଟ୍ ସମେତ ଡୋମିନୋସ୍, ଓସାକା…
Archives


