Home Middle

ୟୁକ୍ରେନର ଚେର୍ନୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟକୁ କବଜା କଲା ରୁଷିଆ!

କ୍ୱିଭ୍‌,୨୫ ।୨: ରୁଷିଆ ସମ୍ପୂର୍ଣ୍ଣ ଭାବେ ଆକ୍ରମଣ ଢଙ୍ଗରେ ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ୟୁକ୍ରେନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରୁଷିଆ ମିଶାଇଲ ଆକ୍ରମଣ କରିଥିବା ବେଳେ ଏଥିରେ ସେନାଙ୍କ ସମେତ ପ୍ରଥମ ଦିନରେ ପାଖାପାଖି ୧୩୭ ସାଧାରଣ…

ବିଶ୍ୱର ପ୍ରଭାବଶାଳୀ ନେତା ମୋଦିଙ୍କ ସହ କଥା ହେବେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ୱାଶିଂଟନ,୨୫ ।୨: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶୁକ୍ରବାର କଥା ହେବେ ବୋଲି ସଙ୍କେତ ଦେଇଛନ୍ତି । ଭୋଟିଏ ପଟେ ବିଶ୍ୱର ପ୍ରଭାବଶାଳୀ ନେତା ଭାରତର ପ୍ରଧାନମନ୍ତ୍ରୀ…

ୟୁକ୍ରେନକୁ ଏକେଲା ଛାଡିଦେଲା ନାଟୋ ଦେଶ, ଆମେରିକା-ବ୍ରିଟେନ, ୟୁରୋପୀୟ ୟୁନିୟନ ରୁଷିଆ ଉପରେ ଲଗାଇଲେ କଡା ପ୍ରତିବନ୍ଧକ

ୱାଶିଂଟନ,୨୫ ।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ରୁଷିଆ ଆମେରିକାର ସମସ୍ତ ଆର୍ଥିକ ପ୍ରତିବନ୍ଧକକୁ ଏକ ପ୍ରକାର ଅଣଦେଖା କରି ଦେଇଛି କହିଲେ ଚଲେ । ଆମେରିକା ପାଖରେ ବି ଏହାର କୌଣସି ବିକଳ୍ପ ନ…

ଯୁଦ୍ଧ ଏଡ଼ାଇବାରେ ପାଶ୍ଚାତ୍ୟ ବିଫଳ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୨୫ା୨: ଯାହା ଆଶଙ୍କା କରାଯାଉଥିଲା ତାହା ହେଲା। ଆମେରିକାର ଚେତାବନୀ ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ତାଗିଦକୁ ଭ୍ରୂକ୍ଷେପ ନ କରି ଗୁରୁବାର ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷିଆ। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ରୁଷୀୟ ସୈନ୍ୟ ପଡ଼ୋଶୀ…

ୟୁକ୍ରେନର ୭୦ ସେନା ଶିବିରକୁ ଉଡାଇଲା ରୁଷିଆ

କ୍ୱିଭ,୨୫ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଇତିମଧ୍ୟରେ ରୁଷିଆ ଦାବି କରିଛି କି ସେ ୟୁକ୍ରେନର ୭୦ ସେନା ଶିବିରକୁ ନଷ୍ଟ କରିଛି । ଏଥିରେ ୧୧ ଏୟାର ଫିଲ୍ଡ ସାମିଲ ଅଛି…

ପୁଟିନ୍‌ଙ୍କ ସହ ୨୫ ମିନିଟ୍‌ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୪।୨: ବିଭିନ୍ନ ଦେଶର ବାରଣ ସତ୍ତ୍ୱେ ଶେଷରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଏନେଇ ୟୁକ୍ରେନ ରାଷ୍ଟ୍ରପତି ବିଭିନ୍ନ ଦେଶର ସହଯୋଗ ଲୋଡିଛନ୍ତି। ଇତିମଧ୍ୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଫୋନ୍‌ରେ ଆଲୋଚନା…

ମାର୍ଚ୍ଚ ୨୬ରୁ ଆଇପିଏଲ୍‌

ନୂଆଦିଲ୍ଲୀ, ୨୪ା୨: ୧୦ଟି ଦଳକୁ ନେଇ ଇଣ୍ଡିଆନ ପ୍ରିମିୟର ଲିଗ୍‌-୧୫ (ଆଇପିଏଲ୍‌) ଆସନ୍ତା ମାର୍ଚ୍ଚ ୨୬ ଶନିବାର ମୁମ୍ବାଇଠାରେ ଆରମ୍ଭ ହେବ ଏବଂ ମେ ୨୯ରେ ଶେଷ ହେବ। ଟୁର୍ନାମେଣ୍ଟ ଆରମ୍ଭରେ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ରହିବ। ଗୁରୁବାର ଗଭର୍ନିଂ…

ୟୁକ୍ରେନର ଦାବି ୩୦ରୁ ଊର୍ଦ୍ଧ୍ୱ ଥର ବିମାନ ଆକ୍ରମଣ କଲାଣି ରୁଷିଆ

କ୍ୱିଭ,୨୪ ।୨: ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟି ଯାଇଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସମସ୍ତ ବାରଣ ପରେ ବି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି । ମିଶାଇଲ ଆକ୍ରମଣ ଫଳରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବଡ…

ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ମୃତ୍ୟୁ ଓ କ୍ଷୟକ୍ଷତି ପାଇଁ କେବଳ ରୁଷିଆ ଦାୟୀ ରହିବ: ବାଇଡେନ

ୱାଶିଂଟନ,୨୪ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତି ମଧ୍ୟରେ ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିଛନ୍ତି । ଏହାପରେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଲଗାତାର ଭାବେ ଆକ୍ରମଣ ଚାଲିଥିବା ଜଣାପଡିଛି । ଏବେ…

ଯେଉଁଠି ଅଛ ସୁରକ୍ଷିତ ରୁହ,ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ/କ୍ୱିଭ୍‌,୨୪।୨ : ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି ଯେ ୟୁକ୍ରେନରେ ଅନେକ ଅନିଶ୍ଚିତତା ରହିଛି। ତୁମେ ନିଜ ଘର, ହଷ୍ଟେଲ ଏବଂ ରାସ୍ତାରେ ଯେଉଁଠାରେ ବି ଥାଅ , ଶାନ୍ତ ରୁହ…

ୟୁକ୍ରେନ ଯୁବତୀଙ୍କୁ ମେସେଜ ପଠାଉଛନ୍ତି ରୁଷିଆ ସୈନିକ, ସ୍କ୍ରିନ୍‌ଶଟ୍‌ ଶେୟାର କରି କହିଲେ…

କ୍ୱିଭ୍‌,୨୪ା୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ୟୁକ୍ରେନର ରାଜଧାନୀ ସମେତ ଅନେକ ସ୍ଥାନରେ ବିସ୍ଫୋରଣ କରିଛି ରୁଷିଆ। ଏହି ସମୟରେ ୟୁକ୍ରେନର ଯୁବତୀମାନେ କହିଛନ୍ତି ଯେ, ରୁଷିଆର ସୈନିକମାନେ ଡେଟିଂ ଆପ ଟିଣ୍ଡରରେ ସେମାନଙ୍କୁ ଫ୍ଲର୍ଟି ମେସେଜ…

ଯିଏ ଯେଉଁଠି ଅଛ, ସେଇଠି ରୁହ: ଦୂତାବାସ

ନୂଆଦିଲ୍ଲୀ,୨୪ା୨: ୟୁକ୍ରେନ ଉପରେ ଗୁରୁବାର ରୁଷିଆ ଆକ୍ରମଣ କରିଛି। ଏହା ପରେ ୟୁକ୍ରେନରେ ସ୍ଥିତି ଗମ୍ଭୀର ରହିଛି। ଇତି ମଧ୍ୟରେ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ପରାମର୍ଶ ଦେଇଛି କ୍ୱିଭ୍‌ସ୍ଥିତ ଭାରତୀୟ ଦୂତାବାସ। ଯିଏ ଯେଉଁଠି ଅଛନ୍ତି ସେଠି ରୁହନ୍ତୁ। ଶାନ୍ତ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri