ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ୮ ଓ୍ବିକେଟରେ ଏସ୍ଆର୍ଏଚ୍ ବିଜୟୀ…
ମୁମ୍ବାଇ, ୯।୪ : ଆଇପିଏଲ୍ ସିଜିନ୍ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୮ ଓ୍ବିକେଟରେ ପରାଜିତ କରିଛି। ବିଜୟ ପାଇଁ ୧୫୫ ରନ୍ର ଆବଶ୍ୟକତା ଥିବାବେଳେ ଦଳ ୨ ଓ୍ବିକେଟ…
‘ବାଜପେୟୀଙ୍କଠାରୁ କିଛି ଶିଖନ୍ତୁ ଇମ୍ରାନ’
ଇସଲାମାବାଦ,୯ା୪: ପାକିସ୍ତାନରେ ରାଜନୈତିକ ବିବାଦର କୌଣସି ଅନ୍ତ ନ ଥିବା ପରି ମନେହୁଏ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ଅଧିବେଶନ ଡକାଯାଇଛି, କିନ୍ତୁ ବିରୋଧୀମାନେ କହିଛନ୍ତି ଯେ, ଅନାସ୍ଥା ଆଭିମୁଖ୍ୟ ଉପରେ ଭୋଟ୍ ଦେବାକୁ ଚାହୁଁନାହାନ୍ତି। ଏହି କାରଣରୁ ବିରୋଧୀ ପୁନର୍ବାର…
ମାଗଣା ସୁବିଧା ଘୋଷଣା କରୁଥିବା ରାଜନୈତିକ ଦଳଙ୍କର ମାନ୍ୟତା ରଦ୍ଦ କରିବା ଅଧିକାର ନାହିଁ, ଏସ୍ସିଙ୍କୁ କହିଲେ ଇସି…
ନୂଆଦିଲ୍ଲୀ, ୯।୪ : ନିର୍ବାଚନରେ ମାଗଣା ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଙ୍କ ମାନ୍ୟତା ରଦ୍ଦ କରିବା ଅଧିକାର ନାହିଁ ବୋଲି ନିର୍ବାଚନ କମିଶନ (ଇସି) ସୁପ୍ରିମ୍କୋର୍ଟ(ଏସ୍ସି)ଙ୍କୁ ଜବାବ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ, ଏହା ତାଙ୍କର କାର୍ଯ୍ୟ…
ଏସ୍ଆର୍ଏଚ୍ ପାଇଁ ବିଜୟ ଲକ୍ଷ୍ୟ ୧୫୫ …
ମୁମ୍ବାଇ, ୯।୪ : ଆଇପିଏଲ୍ ସିଜିନ୍ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ର ନଭି ମୁମ୍ବାଇର ଡି.ଓ୍ବାଇ, ପାଟିଲ ସ୍ପୋର୍ଟସ୍…
କମିନି କରୋନା, ରୁହ ସତର୍କ, ଜାତିସଂଘ ମହାସଚିବଙ୍କ ଚେତାବନୀ…
ଜେନେଭା, ୯।୪ : କରୋନା ଭାଇରସ ଅନେକ ଦେଶରେ ଏବେ ବି ବିପଦ ସୃଷ୍ଟି କରୁଛି। ହାରାହାରି, ପ୍ରତି ଚାରି ମାସରେ ନୂଆ ଭାରିଆଣ୍ଟ୍ ସୃଷ୍ଟି ହେଉଛି। ତେଣୁ କରୋନା ମହାମାରୀ ଶେଷ ହୋଇଛି ବୋଲି ଭାବିବା ଭୁଲ୍। ତେଣୁ ସତର୍କ…
‘ବିଦେଶୀ ଷଡ଼ଯନ୍ତ୍ର’ ଯାଞ୍ଚ ପାଇଁ ଆୟୋଗ ଗଠନ ପୂର୍ବରୁ ମନା କଲେ ଅଧିକାରୀ
ଇସଲାମାବାଦ,୯ା୪: ପାକିସ୍ତାନର ପୂର୍ବତନ ବରିଷ୍ଠ ଅଧିକାରୀ ଇମ୍ରାନ ଖାନ୍ଙ୍କ ନେତୃତ୍ୱାଧୀନ ସରକାରକୁ ହଟାଇବା ପାଇଁ ଏକ ‘ଷଡଯନ୍ତ୍ର’ର ଯାଞ୍ଚ ପାଇଁ ଫେଡେରାଲ କ୍ୟାବିନେଟ ଗଠନ କରିଥିବା ଆୟୋଗର ମୁଖ୍ୟ ହେବାକୁ ମନା କରି ଦେଇଛନ୍ତି। ଏପ୍ରିଲ ୩ରେ ରାଷ୍ଟ୍ରୀୟ ସଭାର ଡେପୁଟି…
ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷା
ଇସଲାମାବାଦ,୯ା୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ଶାହିନ-୩ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏକ ରିପୋର୍ଟ ଅନୁଯାୟୀ ଶନିବାର ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଲା ଅସ୍ତ୍ରଶସ୍ତ୍ରର ବିଭିନ୍ନ ଡିଜାଇନ ଏବଂ ବୈଷୟିକ ଜ୍ଞାନ କୌଶଳର ପୁନଃ…
କରୋନା ଟିକା ଦାମ୍ କମିଲା…
ନୂଆଦିଲ୍ଲୀ, ୯।୪ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଭାରତ ବାୟୋଟେକ ପକ୍ଷରୁ କରୋନା ଟିକାର ବୁଷ୍ଟର ଡୋଜର ଦାମ୍ ହ୍ରାସ କରିବାକୁ ଘୋଷଣା କରାଯାଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଘରୋଇ ଡାକ୍ତରଖାନା ପାଇଁ…
ଟସ୍ ଜିତିଲା ଏସ୍ଆର୍ଏଚ୍, ପ୍ରଥମେ ବୋଲିଂ…
ମୁମ୍ବାଇ, ୯।୪ : ଆଇପିଏଲ୍ ସିଜିନ୍ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷରେ ସନରାଇଜର୍ସ (ଏସ୍ଆର୍ଏଚ୍) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ନଭି ମୁମ୍ବାଇର ଡି.ଓ୍ବାଇ, ପାଟିଲ ସ୍ପୋର୍ଟସ୍…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୯।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁୁଛି। ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟାରେ ୧୧ ହଜାର ୫୦ରେ ପହଞ୍ଚିଛି। ସେହିପରି ଗତ ୨୪…
ଶ୍ରୀଲଙ୍କାରେ ହାହାକାର: ହଳଦି ୩,୫୮୩ ଟଙ୍କା
କଲମ୍ବୋ,୯ ।୪: ଶ୍ରୀଲଙ୍କା ୭୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟର ସାମନା କରିଛି । ଗତ ମାର୍ଚ୍ଚରେ ଖାଦ୍ୟ ସାମଗ୍ରୀରେ ୩୯ ପ୍ରତିଶତ ବୃଦ୍ଧି ଏକ ରେକର୍ଡ ବୋଲି କୁହାଯାଉଛି । ଶ୍ରୀଲଙ୍କା କରେନ୍ସି(ଏଲକେଆର୍)ର ଭାଲ୍ୟୁ ଡଲାର ତୁଳନାରେ…
ବୁଚା ନରସଂହାରର ଆଉ ଏକ ଛାତିଥରା ଦୃଶ୍ୟ, ଚର୍ଚ୍ଚ ନିକଟ ସାମୁହିକ କବରସ୍ଥାନରୁ ମିଳିଲା ୬୭ ମୃତଦେହ, ଶରୀରରେ ଗୁଳି ଦାଗ, କଟା ଚିହ୍ନ
କ୍ୱିଭ୍,୯ ।୪: ୟୁକ୍ରେନର ବୁଚା ସହରରେ ନରସଂହାରର ନୂଆ ନୂଆ ଚିତ୍ର ପ୍ରତିଦିନ ସାମ୍ନାକୁ ଆସୁଛି । ୟୁକ୍ରେନ୍ର ପ୍ରୋସିକ୍ୟୁଟର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଚାରେ ଥିବା ଏକ ଚର୍ଚ୍ଚ ନିକଟରେ ସାମୁହିକ କବର ସ୍ଥାନରୁ ୬୭…
Archives


