Home Middle

ମିଚେଲ ମାର୍ସଙ୍କ ବିସ୍ଫୋରକ ବ୍ୟାଟିଂ: ୮ ଉଇକେଟରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ରାଜସ୍ଥାନ ରୟାଲ୍ସର ୧୬୧ ରନ୍‌ର ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୨ ଉଇକେଟ ହରାଇ ବିଜୟ ହାସଲ କରିଛି। ଦିଲ୍ଲୀ…

ଚେନ୍ନାଇକୁ ବଡ଼ ଝଟ୍‌କା

ମୁମ୍ବାଇ,୧୧।୫:ଆଇପିଏଲ୍‌ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ଼ ଝଟ୍‌କା ଲାଗିଛି। ଦଳର ପୂର୍ବତନ ଅଧିନାୟକ ରବିନ୍ଦ୍ର ଜାଡେଜା ଆହତ କାରଣରୁ ଚଳିତ ସିଜିନ୍‌ରୁ ବାଦ୍‌ ପଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ…

‘ତାଜମହଲ ଆମ ସମ୍ପତ୍ତି’

ଜୟପୁର,୧୧।୫: ଜୟପୁରର ପୂର୍ବତନ ରାଜ ପରିବାର ସଦସ୍ୟା ଆଗ୍ରାର ତାଜମହଲ ନିଜ ସମ୍ପତ୍ତି ବୋଲି ଦାବି କରିଛନ୍ତି। ଭାରତୀୟ ଜନତା ପାର୍ଟିର ଏମ୍‌ପି ତଥା ଜୟପୁରର ପୂର୍ବତନ ରାଜ କୁମାରୀ ଦୀୟା କୁମାରୀ ଏହି ଦାବି କରିଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ…

ପୂର୍ବତନ ବିଧାୟକଙ୍କ ଘରେ ଇଡିର ଚଢ଼ାଉ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): କେନ୍ଦୁଝର ଜିଲା ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି। ଅର୍ଥ ହେରଫେର୍‌ ମାମଲାରେ ଇଡି ତାଙ୍କ ଘରେ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଏକକାଳୀନ ୪ଟି ସ୍ଥାନରେ ଏହି…

‘ଅସାନି’ ପ୍ରଭାବ: ଭାସିଗଲା ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଅଣ୍ଡା

ଗଞ୍ଜାମ,୧୧ା୫(ଡି.ଏନ୍‌.ଏ.): ବାତ୍ୟା ଅସାନି ଯୋଗୁ ଅଲିଭ ରିଡ୍‌ଲେ କଇଁଛଙ୍କ ଲକ୍ଷାଧିକ ଅଣ୍ଡା ଭାସିଯାଇଛି। ଗଞ୍ଜମ ଜିଲା ଋଷିକୁଲ୍ୟା ମୁହାଁଣରେ ଛୁଆ ଫୁଟିବାକୁ ଥିବା ଅଣ୍ଡାଗୁଡ଼ିକ ସମୁଦ୍ର ଓ ନଦୀ ଜଳରେ ଭାସି ଯାଇଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ବେଳାଭୂମି ଉପରେ…

ଆଇଏଏସ୍‌ ଅଫିସର ପୂଜା ସିଂଘଲ ଗିରଫ

ରାଞ୍ଚି,୧୧।୫: ଝାଡଖଣ୍ଡର ଖଣି ସଚିବ ପୂଜା ସିଂଘଲଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଦୀର୍ଘ ଦିନର ପଚରାଉଚରା ପରେ ଇଡି ଶେଷରେ ତାଙ୍କୁ ଗିରଫ କରିଛି। ମନରେଗା ସ୍କାମ, ଆୟରୁ ଅଧିକ ସମ୍ପତ୍ତି ଓ ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ…

ବ୍ରିଟେନ୍‌ରେ ଆର୍ଥିକ ମାନ୍ଦାବସ୍ଥା, ୧୫ ଲକ୍ଷ ପରିବାର ଭୋକରେ ରହିବା ଆଶଙ୍କା…

ଲଣ୍ଡନ, ୧୧।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅଶୋଧିତ ତୈଳର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି କାରଣରୁ, ବହୁ ଦେଶରେ ଦରଦାମ ବୃଦ୍ଧି ରେକର୍ଡ ଭାଙ୍ଗିିବାରେ ଲାଗିଛି। ବ୍ରିଟେନରେ ମୁଦ୍ରାସ୍ଫୀତି ୩୦ ବର୍ଷର ସର୍ବୋଚ୍ଚ…

ଏବେ ବାହ୍ୟ ସହାୟତା ପାଇବା ଶ୍ରୀଲଙ୍କା ପକ୍ଷେ କଷ୍ଟକର

କଲମ୍ବୋ,୧୧ା୫: ଶ୍ରୀଲଙ୍କାର ସ୍ଥିତି ଅତ୍ୟନ୍ତ ଖରାପ। କାରଣ ଶ୍ରୀଲଙ୍କାରେ ୫୬ ବିଲିୟନ ଡଲାରର ବାହ୍ୟ ଋଣ ରହିଛି। ଏହି ଋଣରେ ଭାରତର ହଜାରେ କୋଟି ଋଣ ମଧ୍ୟ ରହିଛି। ବୈଦେଶିକ ଋଣ ପରିଶୋଧ କରିବାରେ ଏହା ସମ୍ପୂର୍ଣ୍ଣ ଅସମର୍ଥ ବୋଲି ଶ୍ରୀଲଙ୍କା…

ଦେଶଦ୍ରୋହ ଆଇନ, ୧୩ ହଜାରରୁ ଅଧିକ ଲୋକ ଜେଲ୍‌ରେ…

ନୂଆଦିଲ୍ଲୀ, ୧୧।୫ : ଦେଶରେ ଦେଶଦ୍ରୋହ ଆଇନ ଉପରେ ଚାଲିଥିବା ଶୁଣାଣି ମଧ୍ୟରେ ସୁପ୍ରିମକୋର୍ଟ ବୁଧବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଦାଲତ ବର୍ତ୍ତମାନ ପର୍ଯ୍ୟନ୍ତ ଆଇନକୁ ସ୍ଥଗିତ ରଖିଛନ୍ତି। ବିଶେଷ କଥା ହେଉଛି ଆଇନର ସମୀକ୍ଷା ବିଷୟରେ କେନ୍ଦ୍ର ସରକାର…

ବୈବାହିକ ଜୀବନରେ ସ୍ତ୍ରୀଙ୍କୁ ବଳାତ୍କାର ନେଇ ବିଚାରପତିଙ୍କ ମଧ୍ୟରେ ମତଭେଦ…

ନୂଆଦିଲ୍ଲୀ, ୧୧।୫ : ଦିଲ୍ଲୀ ହାଇକୋର୍ଟଙ୍କ ପତ୍ନୀଙ୍କ ସହ ବଳାତ୍କାରର ଅପରାଧୀକରଣ ପାଇଁ ଆବେଦନ ଉପରେ ଦୁଇ ଜଣିଆ ଖଣ୍ଡପୀଠ ପୃଥକ ପୃଥକ ରାୟ ଦେଇଛନ୍ତି। ଭାରତୀୟ ବଳାତ୍କାର ଆଇନରେ ସ୍ବାମୀଙ୍କୁ ଦିଆଯାଇଥିବା ଛାଡକୁ ଅସାମ୍ବିଧାନିକ ବୋଲି ଜଷ୍ଟିସ ରାଜୀବ ଶକଧର…

ଚାହୁଁଚାହୁଁ ଭାସିଗଲା ପୋଲ, ଭିଡିଓ ଦେଖିଲେ…

ଇସଲାମାବାଦ,୧୧ା୫: ଉତ୍ତର ପାକିସ୍ତାନର ବନ୍ୟା ଯୋଗୁ ବହୁ ଧନଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି। ଉତ୍ତର ପାକିସ୍ତାନରେ ବନ୍ୟା ପରିସ୍ଥିତି ଯୋଗୁ ଏକ ପୋଲ ମଧ୍ୟ ଭାସିଯାଇଛି। ବନ୍ୟା ଜଳର ପ୍ରବଳ ସ୍ରୋତ ଆଗରେ ପୋଲଟି ଆଖି ପିଛୁଳାକେ ଭାସିଗଲା। ଏଏଫ୍‌ପି…

କେରଳରେ ଟମାଟୋ ଫ୍ଲୁ, ୮୦ରୁ ଅଧିକ ଶିଶୁ ଆକ୍ରାନ୍ତ…

ତିରୁଭାନନ୍ତପୁରମ୍‌, ୧୧।୫ : ଫୁଡ୍‌ ପଏଜନିଂ ଘଟଣାରେ କେରଳରୁ ଚିନ୍ତାଜନକ ଖବର ଆସିଛି। ରାଜ୍ୟର ବହୁ ସ୍ଥାନରେ ଟମାଟୋ ଫ୍ଲୁ ମାମଲା ଦେଖିବାକୁ ମିଳିଛି। ଅଦ୍ୟାବଧି ଏହି ଭାଇରାଲ ରୋଗ ବହୁ ସଂଖ୍ୟକ ଶିଶୁଙ୍କୁ ସଂକ୍ରମିତ ହୋଇଛି। ସଂକ୍ରମିତ ଶିଶୁଙ୍କ ବୟସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri